ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆୟୋଜିତ ହେବ ସି.କେ.ନାଇଡୁ କ୍ରିକେଟ ଟ୍ରଫି

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଆସନ୍ତା ୨୦ରୁ ୨୩ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ମହାରାଷ୍ଟ୍ର ମଧ୍ୟରେ ୨୩ବର୍ଷରୁ କମ୍‌ ସି. କେ. ନାଇଡୁ କ୍ରିକେଟ ଟ୍ରଫି ଅନୁଷ୍ଠିତ ହେବ। ଶୁକ୍ରବାର କ୍ରୀଷ୍ଣା ବିକାଶ…

ପରବର୍ତ୍ତୀ ଟାର୍ଗେଟ ରାହୁଲ ଗାନ୍ଧୀ ପୋଷ୍ଟ କରି ଫସିଲେ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି

ଭୁବନେଶ୍ୱର : ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଙ୍କୁ ନେଇ ହଇଚଇ।ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଛନ୍ତି ବୁଦ୍ଧାଦିତ୍ୟ।ଯେଉଁ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ କଡା ପ୍ରତିକ୍ରିୟା…

ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା କଂସଙ୍କ କାରନାମା , ତଦନ୍ତ ଆରମ୍ଭ

ବରଗଡ : ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ହୃଷିକେଶ ଭୋଇଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ। ହୃଷିକେଶ ମହାପ୍ରୟାଣ ଗାଦିରେ (ଶବବାହକ ) ଡ୍ରାଇଭର ଭାବରେ କାର୍ଯ୍ୟରତ। ଅଭିଯୋଗ ଅନୁଯାୟୀ ସେ ବରଗଡ…

ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭମା ମାନଙ୍କ ସେବା, ସମର୍ପଣ ଓଡିଶା କୁ ସମୃଦ୍ଧ କରିବ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆ ଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ…

“ପଏଁରୀ ତିହାର” ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ମହା ଆଡମ୍ବର ସହକାରେ ପାଳନ କରିବ । ସେଥିପାଇଁ ଅନୁଷ୍ଠାନର ସଂପାଦକ ଚୌଧୁରୀ ବିଭାରଙ୍କ ଆବାହକତ୍ବ ରେ…

ଚାଲୁନି ଉଠା ଜଳସେଚନ ପ୍ରକଳ୍ପ,ଲିଖିତ ଅଭିଯୋଗ କଲେ ଚାଷୀ,ଆନ୍ଦୋଳନ ପାଇଁ ପ୍ରସ୍ତୁତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ) : ଚାଷୀ ଚାଷୀଙ୍କ ମାନଦଣ୍ଡକୁ ସୁଦୃଢ କରିବାକୁ ଚାଷୀଙ୍କ ଜମିକୁ ପାଣି ଯୋଗାଇବାକୁ ରାଜ୍ୟ ସରକାର ଉଠା ଜଳ ସେଚନ ପ୍ରକଳ୍ପ ମାଧ୍ୟମ ରେ ପ୍ରତି ଜିଲ୍ଲା ରେ କୋଟି କୋଟି…

ପବିତ୍ର କାର୍ତ୍ତିକ ମାସରେ ଭିଡ ନିୟତ୍ରଣ ପାଇଁ ଦୁଇଟି ଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ

ପୁରୀ : ପବିତ୍ର କାର୍ତ୍ତିକ ମାସରେ ଭକ୍ତମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଶ୍ରୀମନ୍ଦିରରେ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ଯେ ଅକ୍ଟୋବର…

କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଠାରେ ଗୁରୁବାର ଦିନ କଳକାହ୍ନୁ ମିଶ୍ର ସ୍ମୃତି ସଂସଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l…

ଚଳିତ ବର୍ଷ ବାଲିଯାତ୍ରାରେ ସୋନୁ ନିଗମଙ୍କ ସହ ଡ୍ରୋନ ଏବଂ ଲେଜର ଲାଇଟ୍ ଦେଖିବାକୁ ମିଳିବ

କଟକ : ଆୟୋଜିତ ପ୍ରସ୍ତୁତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବାଲିଯାତ୍ରାର ଗୁରୁତ୍ୱକୁ ଦର୍ଶାଇବା ପାଇଁ ୩୦୦ ଡ୍ରୋନ୍ ଏକ ଚମତ୍କାର ଶୋର ଅଂଶ ହେବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଲିଯାତ୍ରା ପଡ଼ିଆରେ ଡ୍ରୋନ ଆକାଶକୁ ଆଲୋକିତ କରି…

Cyclone in Odisha:ଓଡିଶା ମୁହାଁ ଘୂର୍ଣ୍ଣିବଳୟ,ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ଭୁବନେଶ୍ୱର। Odisha Cyclone News: ଓଡ଼ିଶାରେ ପୁଣି ବାତ୍ୟା ବିପଦ ଘନେଇଛି। କେତେକ ଜାତୀୟ ଏବଂ ଆନ୍ତର୍ଜାତୀୟ ପାଣିପାଗ ମଡେଲ ପୂର୍ବାନୁମାନ କରିଛନ୍ତି ଯେ ଅକ୍ଟୋବର ୨୧ ରେ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବ,…

error: Content is protected !!
Powered by Joinchat