ପାଣିରେ ବୁଡି ନାବାଳକ ମୃତ

କେନ୍ଦୁଝର/ଚମ୍ପୁଆ ( ପ୍ରଦୀପ ମହାନ୍ତ) : ଚମ୍ପୁଆ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମ ରେ ଜଣେ ନାବାଳକ ର ପୋଖରୀ ରେ ବୁଡ଼ି ମୃତ୍ୟୁ ଘଟିଛି । ମୃତ ନାବାଳକ ରାଣୀପୁର ଗ୍ରାମ ର ଲିଙ୍ଗରାଜ ନାୟକ ଙ୍କ ପୁଅ ବାସୁବୁ…

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଅନୁଗୋଳ(ଅଜିତ୍ କୁମାର ଭୋଇ) :ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତର ଅଧ୍ୟକ୍ଷତାରେ ପାଳଲହଡା ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ…

ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର ବୀର ବଜରଙ୍ଗୀ କ୍ଳବ୍ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାନସୁକା ଗ୍ରାମର ସନ୍ତୋଷୀ ମନ୍ଦିର ଠାରୁ ସେହି ଗ୍ରାମର ସ୍କୁଲ ପର୍ଯ୍ୟନ୍ତ ରାସ୍ତାକଡ଼ରେ ଲଟାବୁଦା ହୋଇ ବର୍ଷା ହେଲେ…

ଜାମୁଦଲକ୍ ଠାରେ ଚବିଶପ୍ରହର ନାମଯଜ୍ଞ ଅନୁଷ୍ଠିତ !

କେନ୍ଦୁଝର/ଚମ୍ପୁଆ (ରିପୋର୍ଟ – ପ୍ରଦୀପ ମହାନ୍ତ): ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ଗ୍ରାମରେ ୪ ଦିନ ଧରି ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଗ୍ରାମ ପୋଖରୀରୁ କଳସ ଶୋଭାଯାତ୍ରା କରି ଘଟ ଅଣାଯାଇ ସ୍ଥାପନ…

ଉତ୍କଳ ଆଲୁମିନା ତରଫୁର ମହାଡ଼ମ୍ବରରେ ବିଶ୍ୱ ପରିବେଶ ଦିବସ ପାଳିତ

ରାୟଗଡା(ଗୋପୀନାଥ ଗୌଡ଼): ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟସନାଲ, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗୃପ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି । ପ୍ଲାଷ୍ଟିକ ପ୍ରଦୂଷଣ ପ୍ରତ୍ୟାହତ ଵିଷୟବସ୍ତୁକୁ ନେଇ କାରଖାନା ପରିବେଶ…

ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ ୨୦୨୫ ପାଳନ

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ବନଖଣ୍ଡର ଆମ ଜଙ୍ଗଲ ଯୋଜନା ତାଲିମ ହଲ ଠାରେ ବନଖଣ୍ଡ ସ୍ତରୀୟ ୫୨ତମ ବିଶ୍ଵ ପରିବେଶ ଦିବସ – ୨୦୨୫ ପାଳନ ହୋଇଯାଇଅଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସତ୍ୟ…

ମଟର ଚାଳିତ ଟ୍ରଲି ରିକ୍ସା ଧକ୍କାରେ ୨ ବାଇକ୍ ଆରୋହୀ ଆହତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗାଁ ଗୁଡ଼ିସାହି ରାସ୍ତାରେ ମଟର ଚାଳିତ ଏକ ଟ୍ରଲି ରିକ୍ସା ଧକ୍କାରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ଆହତ ଦୁଇ…

ଜିଲ୍ଲାସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ, ଅନୁଗୁଳରେ ଉତ୍ସାହଜନକ ଭାବେ ସମାପ୍ତ

ଅନୁଗୁଳ (ଅଜିତ କୁମାର ଭୋଇ) : ଜିଲ୍ଲାର ବିଜୁ ପଟ୍ଟନାୟକ ସ୍ୱିମିଂ କମ୍ପ୍ଲେକ୍ସରେ ଏକ ଉତ୍ସାହପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ ହେଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ADM) ମି. ଉଦୟ କୁମାର ମହାପାତ୍ର…

ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କୁ ୩୨୩ କୋଟି ଟଙ୍କାର ୫୬ ଗୋଟି ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଉପସ୍ଥିତ ଜନସାଧାରଣଙ୍କୁ ସଂଵୋଧିତ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାପ୍ରଶାସନ ଦ୍ୱାରା ଆୟୋଜିତ ଜନ ସମାବେଶରେ ଯୋଗଦାନ କରି…

କୁଞ୍ଜବନ-ମୋଟାବାଡି ରାସ୍ତାର ଅବସ୍ଥା ଶୋଚନୀୟ , ପ୍ରତିକାର ଦାବି

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ କୁଞ୍ଜବନ ଗାଁଠାରୁ ମୋଟାବାଡି ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଅନେକ ସ୍ଥାନରେ ପାଣି ଜମି ରହୁଛି। ଫଳରେ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା…

error: Content is protected !!