ବରଗଡ଼ (ମୁକୁଦ ଦାସ) : ବରଗଡ଼ ପୌର ପରିଷଦ ରେ ନୂତନ ଭାବେ ଯୋଗ ଦେଇ ଥିବା ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ଙ୍କୁ ସାକ୍ଷାତ କରିଛି ବରଗଡ଼ ନାଗରିକ ମଞ୍ଚ। ସହର ର ମୁଖ୍ୟ ସମସ୍ୟା ଯଥା ସଫେଇ, ଶୌଚାଳୟ,ମଶା…
Category: ରାଜ୍ୟ
ଅତାବିରା ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ପାଳନ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅତାବିରା ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦୁଝର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ନରେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା…
ଫ୍ଲଡ୍ ଲାଇଟ୍ ବିଭ୍ରାଟ ଘଟଣାରେ ହେବ ଆକ୍ସନ :କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ଭୁବନେଶ୍ବର:(ସମୀର ରଞ୍ଜନ ନାୟକ )ବାରବାଟୀରେ ଘୋର ଲଜ୍ଜା । କାହିଁକି ୨୮ ମିନିଟ୍ କଟିଗଲା ଫ୍ଲଡ୍ ଲାଇଟ୍ । ଷ୍ଟାଡିୟମରେ ଘୋର ଅନ୍ଧାର, ଦର୍ଶକଙ୍କ ପ୍ରଶ୍ନ ଦାୟୀ କିଏ ? କାହିଁକି ଅନ୍ଧାର ହେଲା ବାରବାଟୀ ? ଅନ୍ତର୍ଜାତୀୟ ମ୍ୟାଚରେ ଅଧଘଣ୍ଟା…
ଜନତା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ ପାଳିତ
ବରଗଡ (ମୁକୁନ୍ଦ ଦାସ): କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭୁକ୍ତା ଆନୁକୂଲ୍ୟରେ ଆୟୋଜିତ ଏହି…
ତିକୁଡାରେ ଦୁଇ ଦିନିଆ ଡ଼ୁମାଲ ସମାଜର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ତିକୁଡା ଝର ତପୋବନ ପଡିଆ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଡ଼ୁମାଲ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗତକାଲି ହିଙ୍ଗମା ମାହେଶ୍ୱରୀ ମନ୍ଦିରରୁ ମାଁ ମାହେଶ୍ୱରୀ…
ଖଲିଆପାଲି ଭୀମଭୋଇ ମହିମା ପୀଠରେ ମାଘ ମେଳା ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାରେ ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠସ୍ଥଳୀ ଉତ୍ସବମୁଖର ହୋଇଉଠିଛି । ମାଘ ତ୍ରୟୋଦଶୀ ସନ୍ଧ୍ୟାରେ…
ତିକୁଡା ରେ ଡ଼ୁମାଲ ସମାଜ ତରଫରୁ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ରେ ଆଜି ଆମ ଓଡିଶା ସମ୍ବାଦ ଓ ଜିଲ୍ଲା ଡ଼ୁମାଲ ସମାଜ ସୁବର୍ଣ୍ଣପୁର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l…
ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃମିନାଶକ ଦିବସ ପାଳନର…
ଆସନ୍ତାକାଲି ଠାରୁ ବିନିକା ପାପକ୍ଷୟ ଲୋକ ମହୋତ୍ସବ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ପାପକ୍ଷୟ ଲୋକ ମହୋତ୍ସବ ଆସନ୍ତାକାଲି ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଦୀର୍ଘ ୪ଦିନ ଧରି ହେବାକୁ ଥିବା ଲୋକକଳା ପର୍ବରେ ସହର/ଗ୍ରାମାଞ୍ଚଳ, ବ୍ଲକ,ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରୁ…
ଖରାଦିନ ପାଇଁ ସରକାରଙ୍କ ପ୍ରସ୍ତୁତି ନେଇ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସୂଚନା
ଭୁବନେଶ୍ବର (ସମୀର ରଞ୍ଜନ ନାୟକ): ଖରାଦିନ ଆସିବା ପୂର୍ବରୁ ସରକାରଙ୍କ ପ୍ରସ୍ତୁତି ନେଇ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖରାଦିନକୁ ଆଖି ଆଗରେ ରଖି ୭୦ ଜନସଂଖ୍ୟା…
