ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲାରେ ପୁର୍ବାନ୍ହ 11.00 ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତା ରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତହୋଇଯାଇଛି। ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥ…

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି , ମିଳିଲା ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି ।ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ…

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଓ ଏହାର ଇତିହାସ

ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ସମସ୍ତ ପର୍ବ ମଧ୍ୟରେ ଚନ୍ଦଣାଯାତ୍ରା ର ସ୍ଥାନ ଅନନ୍ୟ।ପ୍ରଭୁପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବାପାଇଁ ଏହି ଯାତ୍ରା କରିଥାନ୍ତି।ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ପର୍ବ…

ଅନଲାଇନ ବେଟିଂ ଖେଳର କରୁଣ ପରିଣତି

ଝାରସୁଗୁଡା :ଏକ ହୃଦୟ ବିଦାରକ ଘଟଣା କ୍ରମରେ କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି…

ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : ଖବରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଞ୍ଚଳରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକି ଥିଲେ l ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ…

ସଡ଼କ ଦୃଘଟଣା ରେ ମୋଟରସାଇକେଲ ଆରୋହୀ ମୃତ

ଭୁବନେଶ୍ୱର : ଏକ ସଡ଼କ ଦୃଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପାଞ୍ଚ ନମ୍ବର ଜାତୀୟ ରାଜପଥରେଏହି ସଡ଼କ ଦୃଘଟଣା ଘଟିଛି l ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ…

ପୁରୀ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲର ସଫଳତା

ପୁରୀ : ପୁରୀର ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ର, ଛାତ୍ରୀ ମାନେ ସ୍ଥାପିତ କରିଛନ୍ତି ସଫଳତାର ନୂଆ କୀର୍ତି ସ୍ତମ୍ଭ। କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସସି) ଦ୍ଵାରା ପରିଚାଳିତ ଆଇସିଏସଇ (ଦଶମ ଶ୍ରେଣୀ) ଓ ଆଇଏସସି…

ଶ୍ରୀ ପତିତପାବନଙ୍କ ଦିବ୍ୟ ଆରତୀ ଦର୍ଶନ

ମାଟ୍ରିକ ପରୀକ୍ଷା ଫଳ ଚଳିତ ମାସ ଶେଷ ସୁଦ୍ଧା

ଚଳିତ ବର୍ଷ ରାଜ୍ୟରେ ୫ ଲକ୍ଷରୁ ଅଧିକ ମାଟ୍ରିକ୍ ପରୀକ୍ଷାର୍ଥୀ ୩ ହଜାର ୧୫୩ଟି କେନ୍ଦ୍ରରେ ଏଥର ପରୀକ୍ଷା ଦେଇଥିଲେ । କିନ୍ତୁ ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ମାଟ୍ରିକ୍ ଫଳ ପ୍ରକାଶନରେ ଏଥର କିଛି ନୂତନ ପଦକ୍ଷେପ…

ଚଳିତବର୍ଷ ରଥ ଖଳା ପାଇଁ ଜାଗାର ଅଭାବ

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ବଡଦାଣ୍ଡର ଗୋଟିଏ ପାଶ୍ୱର୍ରେ ପ୍ରସ୍ତୁତ ଚାଲିଛି ରଥଖଳା । ଅନ୍ୟପଟରେ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଅସ୍ଥାୟୀ ଏସି ସେଡ୍ । ଆଉ ସଂକୀର୍ଣ୍ଣ ମଝି ରାସ୍ତାରେ ଚାଲିଚାଲି ଯିବେ ଶ୍ରଦ୍ଧାଳୁ । ଏହାସହିତ ଯାନବାହନ…

error: Content is protected !!