କଟକ ଦୁର୍ଗାପୂଜାରେ ଚଳିତ ବର୍ଷ ଅଧିକ ସୁନା, ରୂପାର ମେଢ଼

କଟକ:ତାରକଷିର ସହର କଟକରେ, ଦେବୀ ଦୁର୍ଗାଙ୍କୁ ସଜାଇବା ପାଇଁ ସୁନା ଏବଂ ରୂପା ମୂଲ୍ଯ ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ନୁହେଁ | ଏହି ଦୁର୍ଗା ପୂଜା, ଚୌଧୁରୀ ବଜାର-ସହରର ସବୁଠାରୁ ପୁରୁଣା ପୂଜା କମିଟି ମଧ୍ୟରୁ ଗୋଟିଏ-ପ୍ରଜ୍ଞାପନ ମେଢ଼ରେ ଅଧିକ ସୁନା ଯୋଡ଼ୁଛି,…

ସେବା ପାଇଁ ମୁକୁନ୍ଦ, ରକ୍ତଦାନ ପାଇଁ ଶିବାନନ୍ଦ, କ୍ରୀଡା ପାଇଁ ସନ୍ତୋଷ ସମ୍ମାନିତ

ବରଗଡ : ବଲାଙ୍ଗୀରରୁ ପ୍ରକାଶିତ ସାପ୍ତାହିକ ସମ୍ବାଦପତ୍ର ପ୍ରେରଣା ଖବର ଓ ପ୍ରେରଣା ପୋର୍ଟାଲ ର ୪ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ମହା ଆଡ଼ମ୍ବରରେ ସହିତ ପାଳନ ହୋଇଯାଇଛି,ଏହି ଅବସରରେ ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ର…

ପୁରୀ ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ସନ୍ତୁଳିତ ଖାଦ୍ୟ,ସଠିକ ଜୀବନଚର୍ଯ୍ୟା,ଯୋଗ, ବ୍ୟାୟାମ ଇତ୍ୟାଦି ଶରୀର କୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ…

ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବରଗଡ଼(ରିପୋର୍ଟ – ମୁକୁନ୍ଦ ଦାସ ): ଭେଡେନ ବ୍ଲକ ଅନ୍ତର୍ଗତ ବିନ୍ଧ୍ୟବାସିନୀ ପାହାଡର ଏକ ଖଇର ଗଛରେ ପ୍ରେମୀଯୁଗଳଙ୍କ ମୃତଦେହ ଝୁଲିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ବୁଧବାର ସକାଳୁ ଏହି ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।ମୃତ ପ୍ରେମୀଯୁଗଳ ଭେଡେନ ବ୍ଲକ…

ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଏସପି ଙ୍କ ଯୋଗଦାନ

ସୁବର୍ଣ୍ଣପୁର(ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ର ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବରେ ରାମ ପ୍ରସାଦ ସାହୁ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଥିଲେ। ଏଠାରେ ପୂର୍ବରୁ କାର୍ଯ୍ୟରତ ଆଇପିଏସ୍ ଅଫିସର…

ପୁରୀରେ ଗାନ୍ଧିଜୀ ଓ ଶାସ୍ତୀଜୀଙ୍କ ଜୟନ୍ତୀ ପାଳିତ, ଗାନ୍ଧିଜୀଙ୍କ ବିଚାରଧାରା ଚିର ଅମର

ପୁରୀ (ସମୀର ରଞ୍ଜନ ନାୟକ )ମହାତ୍ମାଗାନ୍ଧୀଙ୍କ ଆଦର୍ଶ ଓ ବିଚାର ଧାରାର ମୃତ୍ୟୁ ନାହିଁ।ତାହା ଚିର ଅମର।ସେହିପରି ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀ ଙ୍କ ତ୍ୟାଗ, ସ୍ୱାଭିମାନ ପିଢ଼ି ପରେ ପିଢ଼ି ଆମକୁ ଅନୁପ୍ରାଣିତ କରି ଚାଲିଥିବ ବୋଲି କହିଛନ୍ତି ଅତିରିକ୍ତ…

ବାଲୁକା କଳାରେ ସ୍ୱଛତା ହିଁ ସେବାର ସଚେତନତା ଅଭିଯାନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ନୀଳାଦ୍ରି ବିଚ ଠାରେ ବାଲୁକା କଳା ମାଧ୍ୟମରେ ପୁରୀ ଜିଲ୍ଲା ସ୍ତରୀୟ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ବାଲୁକା କଳା କୁ ଉଦଘାଟନ କରିଛନ୍ତି ପୁରୀ ଲୋକସଭା ସାଂସଦ ଡା ସମ୍ବିତ…

ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ପୁରୀ (ସମୀର ରଞ୍ଜନ ନାୟକ ):ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର ଙ୍କ ର ଭୁବନେଶ୍ୱର କମିଶନରେଟ ପୁଲିସ ରେ ଡିସିପି ଭାବେ ବଦଳି ହୋଇଛି।ଶ୍ରୀ ମିଶ୍ର ଙ୍କୁ ଗତକାଲି ସଂଧ୍ୟାରେ ରିଜର୍ଭ ପୋଲିସ ଗ୍ରାଉଣ୍ଡ ଠାରେ ଏକ ଭବ୍ୟ…

ମହାଳୟାରେ ମା ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ

ବରଗଡ (ମୁକୁନ୍ଦ ଦାସ ): ବରଗଡ଼ର ଗ୍ରାମ୍ୟଦେବୀ ମାଁ ସମଲେଶ୍ୱରୀ ବୁଧବାର ଆଶ୍ୱିନ ମହାଳୟା ତିଥି ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ସକାଳୁ ଦେବୀଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଭକ୍ତମାନେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ…

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ଆଇନ ସେବା ପ୍ରାଧୀକରଣ , ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ନୂତନ ଟାଉନ୍…

error: Content is protected !!