ସୁବର୍ଣ୍ଣପୁରରେ ଏବେ ସମସ୍ତ ଦେବୀପୀଠରେ ସ୍ଵତନ୍ତ୍ର ପୂଜା ଏବଂ ବିଭିନ୍ନ ବେଶରେ ଦର୍ଶନ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ନବରାତ୍ରିର ତୃତୀୟ ଦିବସରେ ଆଜି ମାଁ ଭଗବତୀଙ୍କ ଚନ୍ଦ୍ରଘଣ୍ଟା ବେଶ ଏବଂ ମାଁ ସୁରେଶ୍ୱରୀଙ୍କ ତ୍ରିପୁରା ସୁନ୍ଦରୀ ବା ଷୋଡଶୀ ବେଶ ସୁବର୍ଣ୍ଣପୁର – ଅଷ୍ଟ ଚଣ୍ଡୀ ଙ୍କ ପୀଠ ସୁବର୍ଣ୍ଣପୁର ରେ…

ପିଏମ କିଶାନର ୧୮ ତମ କିସ୍ତି ପ୍ରଦାନ,ପୁରୀରେ ପିଏମ କିଶାନ ଉତ୍ସବ ଦିବସ ପାଳିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜି ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପିଏମ କିଶାନ ଉତ୍ସବ ଦିବସ ପାଳିତ ହୋଇଥିଲା।ଓ୍ବେବ କାଷ୍ଟିଂ ମାଧ୍ୟମରେ ପ୍ରଦର୍ଶିତ ଏହି କାର୍ଯ୍ୟକ୍ରମ ରେ ମହାରାଷ୍ଟ୍ରର ଓ୍ୱାସିମ ରୁ ପିଏମ…

କୋଣାର୍କରେ ଇକୋ ରିଟ୍ରିଟ୍ ଡିସେମ୍ବର ୧୫ ରୁ,ଭିତ୍ତିଭୂମି ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ )କୋଣାର୍କ ମେରାଇନ ଡ୍ରାଇଭ ଠାରେ ଇକୋ ରିଟ୍ରିଟ୍ ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଆରମ୍ଭ ହେବ।ତେବେ ସମସ୍ତ ବିଭାଗ ସେମାନଙ୍କୁ ନ୍ୟସ୍ତ ଦାୟିତ୍ୱ କୁ ତ୍ୱରାନ୍ୱିତ କରିବା ଡିସେମ୍ବର ୧ ସୁଦ୍ଧା…

ଭାରତୀୟ ଜନତା ପାର୍ଟିରେ ସଦସ୍ୟତା ଗ୍ରହଣ କଲେ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଶ୍ରୀମନ୍ଦିର ସେବାୟତ ପରିବାର lଗତକାଲି ସନ୍ଧ୍ୟାରେ ଗାଣ୍ଡୁଆଚଉରା ଛକ ବିଷ୍ଣୁଭବନ ସଭାଗୃହରେ ଭାରତୀୟ ଜନତା ପାର୍ଟିର ରାଷ୍ଟୀୟ ସଦସ୍ୟ ମଧୁସୂଦନ ସିଂହାରୀଙ୍କ ତତ୍ୱାବଧାନ ରେ ବିଜେପି ରାଜ୍ୟ ସଭାପତି ମନମୋହନ…

କ୍ଷମତା ହରାଇବା ପରେ ବଡ଼ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଦେଖାକରୁନାହାନ୍ତି

ଭୁବନେଶ୍ୱର: ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ରାଜଭବନକୁ ବିଜେପିର ଯୁଦ୍ଧ କୋଠରୀରେ ପରିଣତ କରାଯାଇଥିବା ଅଭିଯୋଗକୁ ଓଡ଼ିଶା ବିଜେପି ତୀବ୍ର ନିନ୍ଦା କରିଛି। ବରିଷ୍ଠ ବିଜେପି ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ କ୍ଷମତା ହରାଇବା ପରେ ବାହାରୁ…

ଟ୍ୟାକ୍ସୀ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରପାଲି ମାର୍କେଟ ୟାର୍ଡ଼ ଠାରେ ଚଳିତ ବର୍ଷର ବରପାଲି ଟେକ୍ସସି ମାଲିକ ସଂଘର ବାର୍ଷିକ ସାଧାରଣ ସଭା ସଭାପତି ସଲିମ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଚଳିତ ବର୍ଷପାଇଁ…

ବରଗଡ଼ ଜିଲା କାରାଗାର ଉପରେ ପୋଲିସ ଚଢ଼ାଉ

ବରଗଡ (ମୁକୁନ୍ଦ ଦାସ ): ବରଗଡ଼ ଜିଲା କାରାଗାରରେ ଶୁକ୍ରବାର ସକାଳୁ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ପି ପି. ଏସ୍‌ ମୀନାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କାରାଗାର ଭିତରୁ ବିପୁଳ ପରିମାଣର ଭାଙ୍ଗ, ଖଇନି, ଗୁଟ୍‌ଖା ଜବତ ହୋଇଛି।…

ସ୍ଵଚ୍ଛତା ହିଁ ସେବା ଅଭିଯାନରେ ସ୍ଵଭାବ ସ୍ଵଚ୍ଛତା , ସଂସ୍କାର ସ୍ଵଚ୍ଛତା” ବାର୍ତ୍ତା

ବରଗଡ (ମୁକୁନ୍ଦ ଦାସ ): ଜିଲ୍ଲା ଅମ୍ବାଭୋନା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ”ସ୍ଵଭାବ ସ୍ଵଚ୍ଛତା, ସଂସ୍କାର ସ୍ଵଚ୍ଛତା” ବାର୍ତ୍ତା ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତମ ସ୍ବାସ୍ଥ୍ୟ ଗଠନ…

ଷଷ୍ଠ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲା ପରିଷଦର ଷଷ୍ଠ ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ପରିଷଦର ସଭାପତି ସ୍ୱପ୍ନାରାଣୀ ସ୍ବାଇଁ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ବିକାଶ ରେ…

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ରୁ ଅନଲାଇନ ପଞ୍ଜିକରଣ

ପୁରୀ (ସମୀର ରଞ୍ଜନ ନାୟକ ):ଚଳିତ ବର୍ଷ ହବିଷ୍ୟାଳୀ ବ୍ରତ ବା ରାଈଦାମୋଦର ବ୍ରତ ପାଇଁ ଚଳିତ ମାସ ୬ ତାରିଖରୁ ଅନଲାଇନ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ ଆରମ୍ଭ ହେବ।ଏହା ଅକ୍ଟୋବର ୧୧ତାରିଖ ଅଥବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପର୍ଯ୍ୟନ୍ତ ଜାରି…

error: Content is protected !!