ବିଷ ଖାଇ ସ୍ବାମୀ-ସ୍ତ୍ରୀ ଗୁରୁତର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣି ଗ୍ରାମରେ ଜନୈକ ଦମ୍ପତ୍ତି ବିଷ ଖାଇ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ସ୍ବାମୀ-ସ୍ତ୍ରୀ ହେଲେ ନାରାୟଣ ସାହୁ(୩୬) ଓ କାଜଲ ସାହୁ (୩୦)।ପ୍ରକାଶ ଯେ, ସୁରତରେ କାମ…

୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ : କଂଗ୍ରେସ୍ ନେତ୍ରୀ

ଅନୁଗୋଳ/ତାଳଚେର (ଅଜିତ କୁମାର ଭୋଇ): କଂଗ୍ରେସ୍ ସରକାର ସମୟରେ କେବଳ ଗୋଟିଏ ନାରୀ ପାଇଁ କଂଗ୍ରେସ୍‌ର ପତନ ହୋଇଥିବା ବେଳେ ବିଗତ ୧୦ବର୍ଷରେ ୨୦ହଜାର ମହିଳା ଓ ଶିଶୁ ନିଖୋଜ ଘଟଣା, ଦଳିତ ଆଦିବାସୀ ମାନଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଥିôବା…

ତାଳଚେର ଠାରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଅନୁଗୁଳ (ଅଜିତ କୁମାର ଭୋଇ) : ତାଳଚେର ଠାରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତଅନୁଗୋଳ/ତାଳଚେର -ତାଳଚେର ସ୍ଥିତ ଉପ-ଜିଲ୍ଲାପାଳଙ୍କ ସଭାଗୃହରେ ପ୍ରଥମ ମିଳିତ ଜମିହରା ପ୍ରଜାଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଶିବିର ମଙ୍ଗଳବାର ତା.୧୩.୦୫.୨୦୨୫ ରିଖରେ…

ସମ୍ପର୍କ ହୃଦୟର ଅଶାର ଆଲୋକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ) : ରାଜ୍ୟରେ ଅନେକ ସମୟରେ ରକ୍ତ ଅଭାବ ଯୋଗୁ ପ୍ରତ୍ୟକ ଦିନ କାହାରି ନା କାହାରି ଜୀବନ ଯାଉଛି। କିଛି ସ୍ବେଛାସେବୀ ସଂଗଠନ ମାନଙ୍କ ଦ୍ୱରା ମଧ୍ୟ ରକ୍ତଦାନ ଶିବିର ମାଧ୍ୟମରେ ରକ୍ତ ସଂଗ୍ରହ କିରିବା…

ଜିଲ୍ଲା ପ୍ରଶାସନ ରାୟଗଡ଼ ପକ୍ଷରୁ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଟିତ।

ରାୟଗଡ (ଗୋପୀନାଥ ଗୌଡ଼) : ନିରୀହ ପର୍ଯ୍ୟଟକ ମାନଙ୍କ ଉପରେ ଧର୍ମ ପଚାରି ଗୁଳି ମାଡ଼ କରି ହତ୍ୟା କରିଥିବା ପହଲଗାଁ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ୱ…

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ।

ରାୟଗଡା (ଗୋପୀନାଥ ଗୌଡ଼): ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁବ୍ରତ…

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ l

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ତରଫରୁ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ…

ସୁବର୍ଣ୍ଣପୁର ଠାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଆଜି ଅପରାହ୍ନ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ଲକ ଛକ, ସୋନପୁର ଠାରେ ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ସଂସ୍ଥା ଓ ଆଞ୍ଚଳିକ ପରିବହନ ବିଭାଗ ସୁବର୍ଣ୍ଣପୁରର ମିଳିତ ସହଯୋଗ ରେ ଏକ ସଡକ ସୁରକ୍ଷା…

ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଶୁଭଶ୍ରୀ, ଦ୍ବାଦଶର ସ୍ମିତାରାଣୀ ପ୍ରଥମ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବୁଗୁଡ଼ା ବ୍ଲକର ଗୋଲିଆ ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା…

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ନାରଦ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଗତ କାଲି ନାରଦ ଜୟନ୍ତୀ ସ୍ଥାନୀୟ ଦୟାନନ୍ଦ ପ୍ଲେ ସ୍କୁଲର ପରିସରରେ ପାଳନ ହୋଇଯାଇଛି। ବ୍ରହ୍ମାଙ୍କ ମାନସ ପୁତ୍ରଙ୍କ ଜନ୍ମ ଦିନରେ ସଂଘର ପ୍ରଚାର ବିଭାଗ ତରଫରୁ…

error: Content is protected !!