ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ମୋଟର ସାଇକେଲ ର।ଲି ଅନୁଷ୍ଠିତ ହୋଇଥିଲା । ଏହି ମୋଟର ସାଇକେଲ ରାଲି କୁ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନ୍ନାସାହେବ…
Category: ରାଜ୍ୟ
ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ…
ଓଡ଼ିଶା ଖଣି ଯାନ୍ତ୍ରିକ ବିଦ୍ୟାଳୟଠାରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଜିଲ୍ଲା ପ୍ରଶାସନ,କେନ୍ଦୁଝର ଓ ଓଡିଶା ସରକାରଙ୍କ ଦକ୍ଷତା ଵିକାଶ ପ୍ରାଧିକରଣ(OSDA) ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆସନ୍ତା ତା. ୨୯.୦୧.୨୦୨୫ ରିଖରେ ଯୋଡ଼ା, ଝୁମ୍ପୁରା, ବାଂଶପାଳ,ତେଲକୋଇ, ସାହରପଡା, କେନ୍ଦୁଝର ସଦର, ଚମ୍ପୁଆ, ପାଟଣା ବ୍ଲକନିମନ୍ତେ ଏବଂ…
ବିଭିନ୍ନ ଶିକ୍ଷାନୁଷ୍ଠାନରେ ନେତାଜୀ ଜୟନ୍ତୀ ପାଳିତ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାରେ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ପ୍ରଧାନାଚାର୍ଯ୍ୟ ଆଟଲ୍ ଲିଙ୍ଗରାଜଙ୍କ ପୌରହିତ୍ଯରେ ଅନୁଷ୍ଠିତ ନେତାଜୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଅତିଥି…
‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭରେ ଯୋଗ ଦେବା ପାଇଁ ଫର୍ଚ୍ୟୁନ୍ ତାଲିକାରୁ ୧୦୦କମ୍ପାନୀକୁ ନିମନ୍ତ୍ରଣ
ଭୁବନେଶ୍ବର(ସମୀର ରଞ୍ଜନ ନାୟକ) : ମେକ ଇନ କନକ୍ଲେଭ 2025 ପୂର୍ବରୁ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାରେ ଲାଗିଛି ଡେଣା । ରାଜ୍ୟରେ ପ୍ରାୟ 3883 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ମଞ୍ଜୁରୀ ମିଳିଛି ।…
ସରକାର କଣାସରେ ହଇଜା ନିୟନ୍ତ୍ରଣ କରିବାକୁ ନିବେଦନ କଲେ ସାଂସଦ ମାନସ ମଙ୍ଗରାଜ
ପୁରୀ (ସମୀର ରଞ୍ଜନ ନାୟକ) :ପୁରୀ ଜିଲ୍ଲା କଣାସରେ ଝାଡ଼ାବାନ୍ତି ଘଟଣା। ଏବେ ବି ଆକ୍ରାନ୍ତ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରି ନାହିଁ। ଗତ ୧୦ ଦିନ ଭିତରେ ଶତାଧିକ ଆକ୍ରାନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ମୃତ୍ୟୁ…
ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ହାଇ କୋର୍ଟ ପକ୍ଷରୁ ନୋଟିସ
ପୁରୀ (ସମୀର ରଞ୍ଜନ ନାୟକ):ଶ୍ରୀ ମନ୍ଦିର ରେ ଦିବ୍ୟାଙ୍କଙ୍କ ପ୍ରବେଶ ପ୍ରସଙ୍ଗଙ୍କୁ ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଜବାବ ମାଗିଛନ୍ତି ହାଇ କୋର୍ଟ ମାଗିଥିବା ସୂଚନା ମିଳିଛି ମିଳିଥିବା ସୂଚନା ମୁତାବକ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ…
ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ପୁଲ ବି ର ପ୍ରଥମ ମ୍ୟାଚ ରେ ଭୁବନେଶ୍ୱର ଦଳ ବିଜୟୀ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଆୟୋଜିତ ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକଫେଷ୍ଟ୍-୨୦୨୫ ପୁଲ ବି ର ପ୍ରଥମ ମ୍ୟାଚ ରେ ବାପୁଜୀ କ୍ଲବ ଭୁବନେଶ୍ୱର ଦଳ…
କେୟାର ଇନ୍ସ୍ୟୁରାନ୍ସ ସୁବର୍ଣ୍ଣପୁର ଶାଖା ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ସହରର ବ୍ଲକଛକ ଦୁର୍ଗାପୂଜା ମଣ୍ଡପ ଠାରେ କେୟାର ଇନ୍ସ୍ୟୁରାନ୍ସ ସୋନପୁର ଶାଖା ତରଫରୁ ସ୍ଵରାଜ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ବଲାଙ୍ଗୀର ର ସୁଦକ୍ଷ ଡ଼ାକ୍ତର ଙ୍କ ସହାୟତା ରେ ଆଜି ଏକ ମାଗଣା…
ନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ନେତାଜୀ ସୁବାଷ ବୋଷ ଏବଂ ବିର ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଅନୁଷ୍ଠାନ ର…
