ପୁରୀ :ରଥଯାତ୍ରା ଇତିହାସରେ ପ୍ରଥମଥର ରାଷ୍ଟ୍ରପତି ଟାଣିବାକୁ ଆସିଲେ ରାଷ୍ଟ୍ରପତି।ପୂର୍ବ ନିର୍ଧାରଣ କାର୍ଯ୍ୟକ୍ରମ ଅନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ସୁରକ୍ଷା ଭିତରେ ଆସି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ପ୍ରଣାମ ଜଣାଇ ଓ ହାତ ଟେକି…
Category: ରାଜ୍ୟ
ରଥଯାତ୍ରା ଉପଲକ୍ଷେ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀର ଶୁଭଉଦଘାଟନ
ପୁରୀ :ପବିତ୍ର ରଥଯାତ୍ରା ୨୦୨୪ ଉପଲକ୍ଷେ ପୁରୀ ବଡଦାଣ୍ଡର ବଡ଼ଶଙ୍ଖ ଠାରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଆୟୋଜନ କରାଯାଇଛି l ଏଥିରେ ସଂକ୍ରାମକ ରୋଗ, ଅଣସଂକ୍ରାମକ ରୋଗ, ମାତୃ ଓ ଶିଶୁ…
ଶ୍ରୀକ୍ଷେତ୍ର ରଥଯାତ୍ରାରେ ଅଣନିଶ୍ୱାସୀ ହୋଇ ଶ୍ରଦ୍ଧାଳୁ ମୃତ,୪ଲକ୍ଷ ସହାୟତା ଘୋଷଣା
ପୁରୀ: ଚଳିତ ରଥଟଣା ବେଳେ ଘଟିଲା ଅଘଟଣ। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି। ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡି ନାହିଁ।ମିଳିଥିବା ସୂଚନା ମୁତାବକ, ତାଳଧ୍ୱଜ ରଥଟଣା ବେଳେ ପ୍ରବଳ…
ଝାରସୁଗୁଡାରେ ମହାପ୍ରଭୁଙ୍କ ରଥ ଟଣା ସମୟରେ ଅଘଟଣ
ଝାରସୁଗୁଡା: ସବୁ ସେଇ ମହାବାହୁଙ୍କ ଇଛା। ତାଙ୍କ ଇଚ୍ଛାରେ ସଂସାର ଚାଲୁଛି।ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁଜଙ୍ଘା ଜଗନ୍ନାଥ ମନ୍ଦିରରେ ରଥ ଟଣା ବେଳେ ଅଘଟଣ।ଚକ ତଳେ ଚାପି ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି।ମୃତକ ଜଣଙ୍କ ହେଲେ ଶ୍ୟାମ ସୁନ୍ଦର…
ମଝି ରାସ୍ତାରେ ଅଟକି ରହିଛି ତିନି ରଥ, ଆଜି ପୁଣି ଆଗକୁ ଗଡିବ
ପୁରୀ :ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିବାରୁ ସନ୍ଧ୍ୟା ପୂର୍ବରୁ ତିନିରଥ ଟାଣିବା ପ୍ରଶାସନ ଓ ସେବକଙ୍କ ପାଇଁ ବଡ଼ ଆହ୍ବାନ ହୋଇଥିଲା। ପ୍ରଶାସନର ସମୟାନୁବର୍ତ୍ତୀ ପଦକ୍ଷେପ ଯୋଗୁଁ ସବୁକିଛି କାର୍ଯ୍ୟ ସୁରୁଖୁରୁରେ ସମ୍ଭବପର ହୋଇପାରିଛି।…
ରତ୍ନବେଦୀ ଛାଡ଼ି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଛନ୍ତି ତିନି ଠାକୁର
ପୁରୀ :ରଥ ଟଣା ଆରମ୍ଭ ଗଡ଼ିଲା ତାଳଧ୍ବଜଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼ବଡ଼ଠାକୁରଙ୍କ ତାଳଧ୍ବଜ, ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିଛି। ରଥଯାତ୍ରାର…
ରଥଯାତ୍ରାର ସୂଚନା ପ୍ରଦାନ ପାଇଁ ତଥ୍ୟ ଭିତ୍ତିକ ଆପ୍ ରଥ ଯାତ୍ରା ୨୦୨୪ ଲଞ୍ଚ
ପୁରୀ : ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ଦେଖିବା ପାଇଁ ଆସୁଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ ମାନଙ୍କୁ ଅଧିକ ତଥ୍ୟ ସହଜରେ ଉପଲବ୍ଧ କରାଇବା ପାଇଁ ରଥଯାତ୍ରା ୨୦୨୪ ନାମକ ମୋବାଇଲ ଆପ୍ ଲଞ୍ଚ କରାଯାଇଛି।ଏହି ଆପ ଡାଉନ୍ ଲୋଡ୍ କଲେ ଦର୍ଶନାର୍ଥି…
ଲୋକସେବା ଭବନରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର :ପ୍ରଥମରୁ ହିଁ ଓଡ଼ିଆ ଅସ୍ମିତା କଥା କହିଥିଲା ବିଜେପି। ଦଳ ବିଜୟୀ ହେବା ପରେ ପ୍ରଥମ ମୁଖ୍ୟମନ୍ତ୍ରୀ ଓଡ଼ିଆ ପରମ୍ପରା କୁ ପ୍ରାଧାନ୍ୟ ଦେବା ଆରମ୍ଭ କରିଛନ୍ତି। ଲୋକସେବାଉ ଭବନରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
ରଥଯାତ୍ରା ପ୍ରସ୍ତୁତି ସମ୍ପର୍କ ରେ ପୋଲିସ ବିଭାଗ ର ବୈଠକ ଅନୁଷ୍ଠିତ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଡିଜିପି ଶ୍ରୀ ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପୁରୀସ୍ଥିତ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ, ଅଘଟଣ ମୁକ୍ତ ତଥା ଭକ୍ତଙ୍କୁ ଉପଯୁକ୍ତ ସେବା…
ରଥଯାତ୍ରା ପାଇଁ ମକଡ୍ରିଲ ଅନୁଷ୍ଠିତ।
ପୁରୀ :ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକଡ୍ରିଲ ଆଜି ଟାଉନ ଥାନା ପରିସରର ସମନ୍ବିତ ନିୟନ୍ତ୍ରଣ କକ୍ଷ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ…
