୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ

ପୁରୀ (ସମୀର ରଞ୍ଜନ ନାୟକ):ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଏହି ଚମ୍ପିୟାନସିପରେ ପୁରୁଷ ବିଭାଗରେ ଭୁବନେଶ୍ୱର କିସ ଓ ମହିଳା ବିଭାଗରେ କଟକ ଚମ୍ପିୟାନ ହୋଇଥିଲା।ସ୍ଥାନୀୟ ତାଳବଣିଆ ଇଣ୍ଡୋର…

ଆଇନ ମନ୍ତ୍ରୀଙ୍କ ବଡ ସୂଚନା ; କହିଲେ ତୁରନ୍ତ ମେଘନାଦ ପାଚେରୀର କାମ ହେବ

ପୁରୀ/ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଦେଖିବାକୁ ମିଳିଛି। ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସମସ୍ତ ନୀତି ବିଳମ୍ବ ଓ ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିବାରୁ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି । ଏହି ସମୟରେ ପ୍ରାୟ ୧ ଘଣ୍ଟା ପାଇଁ ମାହପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ…

ୱାକଫ୍ ବୋର୍ଡ ଗାଁ ସମ୍ପତ୍ତି ଦାବି କରିବା ପରେ ହିଂସା

ବେଙ୍ଗାଲୁର :କର୍ଣ୍ଣାଟକରେ ୱାକଫ ବିବାଦ ହିଂସାତ୍ମକ ରୂପ ନେଇଛି। ରାଜ୍ଯ଼ର ହାବେରୀ ଜିଲ୍ଲାରେ ମୁସଲମାନ ନେତାମାନଙ୍କ ଘର ଉପରେ ଭିଡ଼ ପଥର ଫିଙ୍ଗିଥିବା ଖବର ମିଳିଥିଲା। ସେମାନେ ଭୟ କରୁଛନ୍ତି ଯେ ୱାକଫ ବୋର୍ଡ ସେମାନଙ୍କ ସମ୍ପତ୍ତି ଅଧିକାର କରିବ। ଏହି…

ଗିରି ଗୋବର୍ଦ୍ଧନ ପୂଜା ଅବସରରେ ଆୟୋଜିତ ରକ୍ତଦାନ ଶିବିରରୁ ୩୨ୟୁନିଟ ରକ୍ତ ସଂଗୃହୀତ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରଗଡ଼ ଜିଲ୍ଲା ଅତାବିରା ଅନ୍ତର୍ଗତ ଲସ୍ତଲା ଗ୍ରାମରେ ଗିରିଗୋବର୍ଦ୍ଧନ ପୂଜା ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଅତାବିରା…

ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ପକ୍ଷରୁ ୧୫ତମ କାଳୀପୂଜା ମହୋତ୍ସବ ଅନୁଷ୍ଠିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୁରୀ ରେଲୱେ ଷ୍ଟେସନ ଟ୍ୟାକ୍ସି ଆସୋସିଏସନ ର ସୋମନାଥ ସାହୁଙ୍କ ତତ୍ୱାବଧାନ ରେ ୧୫ତମ ବାର୍ଷିକ କାଳୀପୂଜା ମହୋତ୍ସବ ପାଳନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି l ଗତକାଲି ସନ୍ଧ୍ୟାରେ…

ଆସାମ ମୁଖ୍ୟମନ୍ତ୍ରୀଙ୍କ ‘କିଏ ହୁସେନ୍ ଏବଂ ସେ କେଉଁଠାରୁ ଆସିଛନ୍ତି’ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି

ରାଞ୍ଚି :ପୂର୍ବତନ ବିଧାୟକ ତଥା ହୁସେନାବାଦର ବି.ଏସ୍.ପି. ପ୍ରାର୍ଥୀ ଆସାମ ମୁଖ୍ଯମନ୍ତ୍ରୀ ତଥା ଝାଡ଼ଖଣ୍ଡ ସହ-ଦାଯ଼ିତ୍ୱରେ ଥିବା ହେମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମୁଖ୍ଯ ନ୍ୟାୟିକ ମାଜିଷ୍ଟ୍ରେଟ୍ ମେଦିନୀନଗରଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ହୁସେନାବାଦରୁ…

ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କହିଲେ ତିରୁପତି ମନ୍ଦିରର ମୁଖ୍ୟ କେବଳ ହିନ୍ଦୁ ଧର୍ମାବଲମ୍ବୀ ହେବା ଉଚିତ

Tirupati Temple Controversy: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଅଧ୍ଯକ୍ଷ ବି.ଆର୍. ନାଇଡୁ କହିଛନ୍ତି ଯେ ତିରୁପତି ମନ୍ଦିରରେ କାମ କରୁଥିବା ସମସ୍ତେ ହିନ୍ଦୁ ହେବା ଉଚିତ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଅନ୍ଯ…

ସୁବର୍ଣ୍ଣପୁରର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣ ମହାକାଳୀ ପୀଠରେ କାଳୀ ପୂଜା ଓ ଚଣ୍ଡିଯଜ୍ଞ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁରାତନ ମା ମହାକାଳୀ ପୀଠରେ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଟା ବେଳେ ଘଣ୍ଟ ବାଦ୍ୟ ସହ ବାଜା…

ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ପ୍ରାଥମିକ ଆଲୋଚନାରୁ…

error: Content is protected !!
Powered by Joinchat