ବୁଗୁଡ଼ାରେ ବେଧଡକ ଚାଲିଛି ପାଣି ବେପାର, ସିଲ୍ କିମ୍ବା ଅବଧି ରହୁନି ପାଣି ଜାରରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରବାସୀଙ୍କୁ ପାଇପ୍‌ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସତ୍ତ୍ବେ ପ୍ଲାଷ୍ଟିକ୍ ଜାରରେ ପାଣି ବିକ୍ରି ଜୋର୍ ଧରିଛି । ପ୍ରତିଦିନ ହଜାର ହଜାର ଲିଟର ପାଣି ଜାର୍ ବିକ୍ରି ହେଉଥିବା ବେଳେ…

ରାୟଗଡା ଜିଲ୍ଳାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶନ। ଜିଲ୍ଳାରେ ଭୋଟରଙ୍କ ସଂଖ୍ୟା ୭୨୦୦୪୧।

ଋାୟଗଡା(ଗୋପୀନାଥ ଗୌଡ଼) :ରାୟଗଡା ଜିଲ୍ଳାରେ ଥିବା ଭୋଟରଙ୍କ ଚୁଡାନ୍ତି ତାଲିକାକୁ ଅତିରକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ତଥା ଅତିରକ୍ତ ଜିଲ୍ଳାପାଳ ଶ୍ରୀ ଭାସ୍କର ରଇତ ପ୍ରକାଶନ କରିଛନ୍ତି । ଏଥିରେ ଜିଲ୍ଳାର ୧୩୮- ଗୁଣପୁର,୧୩୯- ବିଷମକଟକ ଓ ୧୪୦-ରାୟଗଡା ନିର୍ବାଚନ ମଣ୍ଡଳିରେ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକାଧିକ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ।

ରାୟଗଡ଼ (ଗୋପୀନାଥ ଗୌଡ଼): ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ରେଳ ପ୍ରକଳ୍ପ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି । ଆଉ କିଛି ଶିଳାନ୍ୟାସ କରିଛନ୍ତି।…

ବୋଲେରୋ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ‌ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ବୁଲାଣି ରାସ୍ତାରେ ରବିବାର ସକାଳୁ ଏକ ବୋଲେରୋ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଟେଭାପଦର…

ନବଜୋତ ସିଂ ସିଦ୍ଧୁ ପୁଣି ଯୋଗଦେବେ ବିଜେପି ! ସାମ୍ନାକୁ ଆସିଲା ବଡ କାରଣ

ଅମୃତସର : ନିଜ ଷ୍ଟାଇଲ୍ ଷ୍ଟେଟମେଣ୍ଟ ପାଇଁ ଜଣାଶୁଣା ନବଜୋତ ସିଂ ସିଦ୍ଧୁ କିଛି ସମୟ ଧରି ବେଶ ନୀରବ ରହିଛନ୍ତି। ରାଜନୈତିକ ଖବରକାଗଜରେ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଅଧିକ ଦେଖିବାକୁ ମିଳୁନାହିଁ। ଜେଲରେ ଥିବା ତାଙ୍କ ପତ୍ନୀଙ୍କ…

ମନ୍ତ୍ରୀଙ୍କ ଦ୍ୱାରା ତିନୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବୁଗୁଡ଼ା (ରିପୋର୍ଟ – ସୋରେନ କୁମାର ପ୍ରଧାନ): ରାଜ୍ୟର ବିଜେପି ସରକାର ନିର୍ବାଚନ ପୂର୍ବରୁ ଶତ ପ୍ରତିଶତ ବିଶୁଦ୍ଧ ଜଳ ଯୋଗାଣ ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା କାର୍ଯ୍ୟକାରୀ କରିବା ପାଇଁ ୧୪୩୯ କୋଟି ଟଙ୍କାରୁ ଉର୍ଦ୍ଧ୍ବ ବ୍ୟୟରେ ହର…

୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ

ପୁରୀ (ସମୀର ରଞ୍ଜନ ନାୟକ):ପୁରୀ ଜିଲ୍ଲା ସିପକଟାକ୍ରୋ ଆସୋସିଏସନ ତରଫରୁ ୨୩ତମ ସିନିଅର ଅନ୍ତଃ ଜିଲ୍ଲା ସିପକଟାକ୍ରୋ ଚାମ୍ପିୟନସିପ ଉଦଯାପିତ ହୋଇଯାଇଛି। ଏହି ଚମ୍ପିୟାନସିପରେ ପୁରୁଷ ବିଭାଗରେ ଭୁବନେଶ୍ୱର କିସ ଓ ମହିଳା ବିଭାଗରେ କଟକ ଚମ୍ପିୟାନ ହୋଇଥିଲା।ସ୍ଥାନୀୟ ତାଳବଣିଆ ଇଣ୍ଡୋର…

ଆଇନ ମନ୍ତ୍ରୀଙ୍କ ବଡ ସୂଚନା ; କହିଲେ ତୁରନ୍ତ ମେଘନାଦ ପାଚେରୀର କାମ ହେବ

ପୁରୀ/ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଶ୍ରୀମନ୍ଦିର ରକ୍ଷଣାବେକ୍ଷଣରେ ଗୁରୁତର ଅବହେଳା ଦେଖିବାକୁ ମିଳିଛି। ସିଂହଦ୍ବାର ସମ୍ମୁଖରେ ଲଙ୍ଗୁଳି ମଠ ଧୂନିକୁଣ୍ଡଠାରୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ୬୦ ଫୁଟ ଓସାରରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ସମସ୍ତ ନୀତି ବିଳମ୍ବ ଓ ଦର୍ଶନ ବନ୍ଦ

ପୁରୀ :ଶ୍ରୀମନ୍ଦିର ଭିତରକାଠ ନିକଟରେ ଛେପ ପଡିବାରୁ ଅବକାଶ ନୀତି ପରେ ଶ୍ରୀଜୀଉଙ୍କ ମହାସ୍ନାନ କରାଯାଇଛି । ଏହି ସମୟରେ ପ୍ରାୟ ୧ ଘଣ୍ଟା ପାଇଁ ମାହପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇଥିଲା। ମହାସ୍ନାନ ନୀତି ସରିବା ପରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ…

ୱାକଫ୍ ବୋର୍ଡ ଗାଁ ସମ୍ପତ୍ତି ଦାବି କରିବା ପରେ ହିଂସା

ବେଙ୍ଗାଲୁର :କର୍ଣ୍ଣାଟକରେ ୱାକଫ ବିବାଦ ହିଂସାତ୍ମକ ରୂପ ନେଇଛି। ରାଜ୍ଯ଼ର ହାବେରୀ ଜିଲ୍ଲାରେ ମୁସଲମାନ ନେତାମାନଙ୍କ ଘର ଉପରେ ଭିଡ଼ ପଥର ଫିଙ୍ଗିଥିବା ଖବର ମିଳିଥିଲା। ସେମାନେ ଭୟ କରୁଛନ୍ତି ଯେ ୱାକଫ ବୋର୍ଡ ସେମାନଙ୍କ ସମ୍ପତ୍ତି ଅଧିକାର କରିବ। ଏହି…

error: Content is protected !!