ବୁଗୁଡ଼ାରେ ବାହୁଡ଼ାଯାତ୍ରା ସମ୍ପନ୍ନ: ମଝି ଦାଣ୍ଡରେ ଅଟକିଲା ରଥ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ାର ପ୍ରସିଦ୍ଧ ବାହୁଡ଼ାଯାତ୍ରା ଶାନ୍ତି ଓ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି। ଆଜି ସକାଳୁ ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗ ନୀତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମଙ୍ଗଳ ଆଳତି ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ଭକ୍ତଙ୍କ ଗହଣରେ ଶ୍ରୀବଳଭଦ୍ର,…

କେନ୍ଦ୍ର ଶିକ୍ଷାମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା । ପରୀକ୍ଷା ଅନିୟମିତତା ଏବଂ NEET ପେପର ଲିକ୍ ନେଇ ଦିଲ୍ଲୀରେ ଏକ ମାସ ଧରି ଛାତ୍ର ଆନ୍ଦୋଳନ ଜାରି ରହିବା ପରେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା : କର୍ମଚାରୀଙ୍କ ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ସବଡିଭିଜନ ଡାକ୍ତରଖାନାରେ ରୋଗୀସେବା କ୍ଷେତ୍ରରେ ବ୍ୟାପକ ଅନିୟମିତତା ଏବଂ କର୍ମଚାରୀମାନଙ୍କ ଦାୟିତ୍ୱହୀନତା ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ହସ୍ପିଟାଲର କିଛି ଏନ୍.ଏ.ଏମ. ଦିଦି, ସୁରକ୍ଷା କର୍ମୀ ଏବଂ ସଫେଇ କର୍ମଚାରୀଙ୍କ କାର୍ଯ୍ୟଶୈଳୀକୁ…

ହେରା ପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଆଳତି ଦେଖିବାକୁ ଭକ୍ତଙ୍କ ଭିଡ଼

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଅଞ୍ଚଳର ମୁଖ୍ୟ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ପ୍ରସିଦ୍ଧ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ପରିସରରେ ଥିବା ଜଗନ୍ନାଥ ମନ୍ଦିରର ଗୁଣ୍ଡିଚାଘର ଠାରେ ପବିତ୍ର “ହେରା ପଞ୍ଚମୀ” ତିଥି ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଘୋଷଯାତ୍ରା…

ତାଳଚେର ଟାଉନ ବଡ଼ବଜାର ଗୁଣ୍ଡିଚା ମନ୍ଦିରରେ ହେରପଞ୍ଚମୀ ଉପଲକ୍ଷେ ପ୍ରବଳ ଭିଡ

ତାଳଚେର(ଅଜିତ କୁମାର ଭୋଇ): ଆଶାଢ଼ମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଜଗତରନାଥ ଶ୍ରୀ ଜଗନ୍ନାଥଙ୍କର ଆଜି ଗୁଣ୍ଡିଚାମନ୍ଦିରରେ ରୀତିନୀତି ଅନୁସାରେ ହେରାପଂଚମୀ ଅନୁଷ୍ଠିତ ହୋଇଯାଇଛି । ପୂରାଣ ଅନୁସାରେ ଆଜି ମା’ଲକ୍ଷୀ ରାଗଋଷା ଅଭିମାନ କରି ରାଗ ତମତମରେ ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡରେ…

ସାପ କାମୁଡ଼ା ନିବାରଣ ଓ ପରିଚାଳନା ସମ୍ପର୍କିତ ସଚେତନତା ଶିବିର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ଓଡିଶା ପୋଲିସ ପ୍ରଶାସନ ଆନୁକୁଲ୍ୟରେ ବୁଗୁଡା ଥାନା ବାଲିପଦର ଫାଣ୍ଡି ପରିସରରେ ସାପ କାମୁଡ଼ା ନିରାକରଣ ଓ ପରିଚାଳନା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଏସଡିପିଓ ଡ.ଦୀପକ କୁମାର ମିଶ୍ରଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ…

କୋସଲି ବର୍ଣ୍ଣବୋଧର ପାଣ୍ଡୁଲିପି ଉନ୍ମୋଚନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ଯୋଗ ବିହାର ସ୍ଥିତ ଶ୍ରୀ ଗୋପାଲଜୀ ତମଶ୍ଵା ଯୋଗାଳୟ ର ସାଧନା କକ୍ଷରେ ଯୋଗାଳୟ ର ବରିଷ୍ଠ ସଦସ୍ୟ ତଥା ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀଯୁକ୍ତ ଯୋଗୀନ୍ଦ୍ର ପ୍ରସାଦ…

“ସନ୍ଥ ଭୀମଭୋଇ” ଶ୍ରେଷ୍ଠ କୋସଲି ବାୟୋପିକ ଚଳଚିତ୍ର ଭାବେ ପୁରସ୍କୃତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଇଫମା (ଇଣ୍ଡିଆନ ଫିଲ୍ମ ମେକର ଏସୋସିଏସନ) ଦ୍ୱାରା ଆୟୋଜିତ ଓଲିଉଡ଼ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ସନ୍ଥକବି ଭୀମ ଭୋଇ ଙ୍କ ଜୀବନୀ ଉପରେ ଆଧାରିତ କୋଶଲି ଚଳଚିତ୍ର ସନ୍ଥ ଭୀମଭୋଇ ବେଷ୍ଟ ବାୟୋପିକ ଫିଲ୍ମ ୨୦୨୬…

ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ

ଅନୁଗୋଳ(ଅଜିତ କୁମାର ଭୋଇ) : ବଅଁରପାଳ ବ୍ଲକର ତୁଳସୀପାଳ ଗ୍ରାମ ପଞ୍ଚାୟତର କଙ୍କିନାଳୀଠାରେ ନୂତନ ବିଜେପି କାର୍ଯ୍ୟାଳୟର ଉଦ୍ଘାଟନ ଉତ୍ସବ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ : (ପ୍ରଦୀପ ମହାନ୍ତ)ଚମ୍ପୁଆରେ ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭୋର ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । କମିଟି ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁସାରେ ପଳସା ମାମୁଁ ଘରୁ…

error: Content is protected !!
Powered by Joinchat