ଖଲିକୋଟ ହତ୍ୟା ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି ।

ଭୁବନେଶ୍ୱର :ଗଞ୍ଜାମ ଖଲିକୋଟ ହତ୍ୟା ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଏସଆଇଟି ତଦନ୍ତ ଆଦେଶ ଦେଇଛନ୍ତି । ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଖଲ୍ଲିକୋଟ ମର୍ଡର କେସ୍‌ର ତଦନ୍ତ କରିବ ବୋଲି ଜଣାପଡିଛି।…

ସାଇବର ଠକାମୀର ଶିକାର ହେଲେ 1930ରେ ତୁରନ୍ତ ଅଭିଯୋଗ କରନ୍ତୁ-ଭୁବନେଶ୍ବର ଡିସିପି

ଭୁବନେଶ୍ୱର :ଆଜିକାଲି ସାଇବର ଠକଙ୍କ କବଳରେ ଅନେକ ଲୋକ ପଡି ଠକାମିର ଶିକାର ହେବାର ଅନେକ ଘଟଣା ଦେଖିବାକୁ ବା ଶୁଣିବାକୁ ମିଳିଥାଏ l ବିଭିନ୍ନ ଉପାୟ ରେ ସାଇବର ଠକ ମାନେ ଲୋକଙ୍କୁ ଠକିଥାନ୍ତି l ତେବେ ଏବେ ସାଇବର…

ମୋଦୀ ସରକାରର ବିକାଶକୁ ଭୁୟସୀ ପ୍ରଶଂସା କଲେ ରଶ୍ମିକା ମନ୍ଦାନା

ସୁପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦନା ସମସ୍ତଙ୍କ ପାଖରେ ବେଶ ଜଣାଶୁଣା। ଅନିମଲ ଫିଲ୍ମରେ ତାଙ୍କୁ ସୁନେଲି ପରଦାରେ ଦେଖିବାକୁ ମିଳିଥିଲା ଓ ଫିଲ୍ମରେ ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ଆଜିକାଲି ମୁମ୍ବାଇରେ ଅଛନ୍ତି। ନିକଟରେ ତାଙ୍କର…

ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ବହିସ୍କୃତ ହେଲେ ବିଜୟ ମହାପାତ୍ର ଓ ଅନ୍ୟ ଦୁଇ

ଭୁବନେଶ୍ୱର :ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୟଙ୍କୁ ବହିଷ୍କାର କରିଛି ବିଜେ ପି । ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବହିଷ୍କୃତ କରିଛି…

ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର :ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୧୪ ରିଖରେ ରାଜଭବନର ଅଭିଷେକ ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୩-୨୪ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ,…

ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଅସୁରକ୍ଷିତ ତ ସାଧାରଣ ମହିଳାଙ୍କ ଅବସ୍ଥା କଣ ?

ଆମଆଦମୀ ପାର୍ଟି ର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଓ ଉପସ୍ଥିତିରେ ଅସଦାଚରଣ ଅଭିଯୋଗ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ମାରପିଟ ସହିତ ଅସଦାଚରଣ…

ମନ୍ଦିର ନଗରୀ ଭୁବନେଶ୍ୱରରେ ରୋଡ୍‌ ସୋ କଲେ ଜେପି ନଡ୍ଡା

ଭୁବନେଶ୍ୱରରେ : ମାଉସୀ ମା’ ଛକରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍‌ ପର୍ଯ୍ୟନ୍ତ ନଡ୍ଡାଙ୍କ ରୋଡ୍‌ ସୋ । ତାଙ୍କ ସହ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ଓ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂହ ଏହି ରୋଡ୍‌ ସୋରେ…

ରେଳ ଧାରଣା ରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର :ରେଳ ଧାରଣା ରୁ ଜଣେ ବ୍ୟକ୍ତି ଙ୍କ ମୃତ ଦେହ ଉଦ୍ଧାର କରିଥିବାବେଳେ ଆଉ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ଉଦ୍ଧାର କରିଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ରେଳ…

ରାଜଧାନୀରେ ରୋଡ୍‌ ସୋ’ କରିବେ ଜେପି ନଡ୍ଡା

ଭୁବନେଶ୍ୱର :ପ୍ରଧାନମନ୍ତ୍ରୀଙ୍କ ଫୋକସ ଓଡିଶା ପ୍ଲାନ ଅନୁଯାୟୀ ଓଡିଶା ଗସ୍ତ ରେ ଆସିଥିବା ଜେପି ନଡ୍ଡା ଆଜି ରାଜଧାନୀ ଭୁବନେଶ୍ବରରେ ପ୍ରଚାର କରିବେ । ଏକାମ୍ର ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ ଜେପି ନଡ୍ଡା । ବାରିକ ସାହିରୁ ରୋଡ୍‌ ସୋ’…

ଏଟିଏମ ଲୁଟେରା ଗିରଫ

ଭୁବନେଶ୍ୱର :ଜଣେ ଏଟିମ ଲଟେରା କୁ ଲୋକମାନେ ଧରି ପୋଲିସ ଜିମା ଦେଇଥିବା ଖବର ଆମ ହସ୍ତଗ ହୋଇଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଏସ ବି ଆଇ ଏଟିଏମ ରୁ ଦୁଇ ଜଣ ମହିଳା…

error: Content is protected !!