ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ତ୍ରିଦିବସୀୟ ଶିକ୍ଷା ଓ ତାଲିମ ଶିବିର ଡୁଙ୍ଗୁରିପାଲି ବ୍ଳକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଉଦ୍ଘାଟିତ ହୋଇ ଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା…
Tag: subarnapur news
ବିବେକାନନ୍ଦ ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ମାନବାଧିକାର ଦିବସ ପାଳିତ
କରଞ୍ଜିଆ (ଜିତେନ୍ଦ୍ର ରାଜ): କରଞ୍ଜିଆ ସ୍ଥିତ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ମାନବାଧିକାର ଦିବସ ତାଲୁକ ଆଇନ ସେବା କମିଟି ଆନୁକୁଲ୍ୟ ରେ ଓ କମିଟି ର ସଭାପତି ତଥା ଅତିରିକ୍ତ ଜିଲ୍ଲା ଦୌର୍। ଜଜ ଆଶିଷ ରଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ…
ଶିମିଳିପାଳରେ ଟ୍ରାପ କ୍ୟାମେରା ରେଚି଼ହ୍ନଟ ୬ ଶିକାରୀଙ୍କୁ ଗିରଫ କଲା ବନବିଭାଗ ଟିମ ।
କରଞ୍ଜିଆ (ଜିତେନ୍ଦ୍ର ରାଜ) : ପୁଣି ଟ୍ରାପ କ୍ୟାମେରା ଦ୍ୱାରା ଠାବ କରି ଶିକାରୀ ଙ୍କୁ ବନବିଭାଗ ଧରିବାକୁ ସଫଳତା ପାଇଛି ଦୁଇଦିନ ପୂର୍ବରୁ ଟ୍ରାପକ୍ୟାମେରା ଦ୍ୱାରା ଠାବ କରି ଠାକୁରମୁଣ୍ଡା ଅଞ୍ଚଳର ୨ ଶିକାରୀ ଙ୍କ ସହିତ ବରାହା ମାଂସ…
ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ; ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା
ପୁରୀ (ସମୀର ରଞ୍ଜନ ନାୟକ): ଆରମ୍ଭ ହେଲା ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ । ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା । ନୀତିକାନ୍ତିଙ୍କୁ ପ୍ରଭାବିତ ନ କରି ମରାମତି ପାଇଁ ବିଚାରବିମର୍ଶ ।ଆସନ୍ତା…
ପିପୁଲ୍ସ କଲେଜରେ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମାନବାଧିକାର ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଶୀର୍ଷକ ” ଦି ଲ୍ଯାଣ୍ଡସ୍କେପ୍ ଅଫ୍ ହ୍ୟୁମାନ ରାଇଟ୍ସ : ପାଷ୍ଟ…
ଫେବୃଆରୀ ୫ ରୁ ବୃଦ୍ଧଖୋଲ ମହୋତ୍ସବ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆସନ୍ତା ଫେବୃଆରୀ ୫,୬ଓ ୭ ତାରିଖ ତିନିଦିନ ଧରି ବୃଦ୍ଧଖୋଲ ମହୋତ୍ସବ ହେବ।ସ୍ଥାନୀୟ ଐତିହାସିକ ଶୈବପୀଠ ବୃଦ୍ଧଖୋଲ ପାଦଦେଶସ୍ତ ଜନସୁବିଧା କେନ୍ଦ୍ରରେ ବୃଦ୍ଧଖୋଲ ଉନ୍ନୟନ ସମିତି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୃଦ୍ଧଖୋଲ ଉନ୍ନୟନ ସମିତି ସଭାପତି…
ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଦର୍ଶକଙ୍କୁ ଆକୃଷ୍ଟ କରୁଛି।
ପୁରୀ (ସମୀର ରଞ୍ଜନ ନାୟକ ) : ପୁରୀ ଷ୍ଟ୍ରଲିଂ ଛକ ନିକଟରେ ଆରମ୍ଭ ହୋଇ ଥିବା ଜାତୀୟ ସାଇକେଲ ଚାଳନା ପ୍ରତିଯୋଗିତା ଦର୍ଶକ ଙ୍କୁ ଆକୃଷ୍ଟ କରୁଛି।ଦର୍ଶକ ମାନେ ଓ ପିଲାମାନେ ବିଭିନ୍ନ ରାଜ୍ୟର ସାଇକେଲ ଚାଳକ ପ୍ରତିଯୋଗୀଙ୍କ ଦ୍ରୁତ…
ବୀର ସୁରେନ୍ଦ୍ର ସାଏ ଶାରୀରିକ ଶିକ୍ଷା ଓ ଯୋଗ ମହାବିଦ୍ୟାଳୟ ସମ୍ବଲପୁର ବନ୍ଧୁ ମିଳନ
ବରଗଡ (ମୁକୁନ୍ଦ ଦାସ) ତାରିଖ ଆଠ ବାର ଦୁଇ ହଜାର ଚୋବିଶ ରବିବାର ଦିନ ହୀରାକୁଦ ବନ୍ଧ ନେହେରୁ ମିନାର ଠାରେ ବୀର ସୁରେନ୍ଦ୍ର ସାଏ ଶାରୀରିକ ଶିକ୍ଷା ଓ ଯୋଗ ମହାବିଦ୍ୟାଳୟ ସମ୍ବଲପୁର ଠାରେ ପି. ଇ. ଟି ତାଲିମ…
ଆମେ କଣ ଲଲିପପ୍ ଧରିଛୁ ତୁମେ ଓଡିଶା, ବିହାର, ପଶ୍ଚିମବଙ୍ଗ ଦାଖଲ କରିବ – ମମତା ବାନାର୍ଜୀ
କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଂଲାଦେଶୀ ନେତାଙ୍କ ବିବୃତ୍ତିର ଜବାବ ଦେଇଛନ୍ତି ଯେ “ଆମେ ବଙ୍ଗଳା, ବିହାର ଏବଂ ଓଡ଼ିଶା ଦଖଲ କରିବୁ”।ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି ଯେ ଆପଣମାନେ କ “ଣ ଭାବୁଛନ୍ତି, ଯଦି ଆପଣମାନେ ଆମ ଜମି ଅଧିକାର କରିନେବେ,…
ରାହୁଲ ଗାନ୍ଧୀ ଦେଶଦ୍ରୋହୀ, ସମଗ୍ର ଦେଶକୁ ବିଶ୍ୱାସଘାତକତା କରିଛନ୍ତିଃ ସମ୍ବିତ ପାତ୍ର
ନୂଆଦିଲ୍ଲୀ: ବିଜେପି ସାଂସଦ ସମ୍ବିତ ପାତ୍ର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଦେଶଦ୍ରୋହୀ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀ ସମୟରେ ସମ୍ବିତ ପାତ୍ର ଜର୍ଜ ସୋରୋସଙ୍କ ନାମ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ।…