ଖୋର୍ଦ୍ଧା : ପୁରୀ ଲୋକସଭା ନିର୍ବାଚନ ଅନ୍ତର୍ଗତ ଚିଲିକା ବିଧାନସଭା କ୍ଷେତ୍ର ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଟି ଭି ସୁଭାଷ ଆଜି ଖୋରଧା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ସେ ସେଠାରେ ଚାଲୁଥିବା…
Tag: Odia paper
ଇରାନ ରାଷ୍ଟ୍ରପତିଙ୍କ ବିମାନ ଦୁର୍ଘଟଣାରେ ଦୁଖଃଦ ନିଧନ
ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସୀ ୧୯ ମେ ସକାଳ ଅଜରବୈଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭଙ୍କ ସହ ଏକ ଡ୍ୟାମ୍ର ଉଦଘାଟନ କରିବାକୁ ଅଜରବୈଜାନ ଯାଇଥିଲେ। ଡ୍ୟାମ୍ ଉଦଘାଟନ ସାରି ଫେରିବା ସମୟରେ ଇରାନର ରାଜଧାନୀ ତେହରାନ ଠାରୁ ପାଖାପାଖି ୬୦୦ କିମି…
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ପରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ ସହ ସନ୍ଧ୍ୟାରେ ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସେ ଦଳୀୟ…
ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପଦ୍ମ ଧରିଲେ ସମୀର ଦାସ
ସବୁ ଚର୍ଚ୍ଚାର ଅନ୍ତ ଘଟିଲା। ଶେଷର ଶଙ୍ଖ ଛାଡ଼ି ପଦ୍ମ ଧରିଲେ ସମୀର ଦାସ । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସମୀର ଦାସ ବିଧିବଦ୍ଧଭାବେ ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ବିଜୟପାଲ ସିଂ ତୋମାର…
ମୋହିନୀ ଏକାଦଶୀ
ଆଜି ” ମୋହିନୀ ଏକାଦଶୀ ” । ବୈଶାଖ ମାସ ଶୁକ୍ଳ ପକ୍ଷ ଏକାଦଶୀ କୁ ମୋହିନୀ ଏକାଦଶୀ ଭାବେ ପାଳନ କରାଯାଏ। ମୋହିନୀ ଏକାଦଶୀ ସମସ୍ତ ଏକାଦଶୀ ମଧ୍ୟରେ ସ୍ୱତନ୍ତ୍ର ବିବେଚନା କରାଯାଏ। କାରଣ ପୌରାଣିକ ଉପାଖ୍ୟାନ ଅନୁଯାୟୀ ଏହି…
ରୋମାଞ୍ଚକ ମ୍ୟାଚରେ ସିଏସକେକୁ ହରାଇ ଆରସିବି ପ୍ରବେଶକଲା ପ୍ଲେଅପ ରେ
IPL RCB V/S CSK: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ବିଜୟ ହାସଲ କରି ପ୍ଲେଅଫ୍ରେ ପ୍ରବେଶ କରିଛି ବେଙ୍ଗାଲୁରୁ…
ଶେଷରେ ବିଜେଡି କୁ ଵାଏ ଵାଏ କଲେ ସମୀର ରଞ୍ଜନ ଦାସ
ଭୁବନେଶ୍ୱର :ଅନେକ ଦିନର ନୀରବତା ପରେ ଶେଷରେ ବିଜେଡି ଛାଡିଲେ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ…
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତଦାତାଙ୍କ ସଂକଳ୍ପ
ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କ ଗହଣରେ *ମତଦାତାଙ୍କ ସଂକଳ୍ପ* ଶପଥ ପାଠ କରାଇଲେ । ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ମନୋଜ କୁମାର ସେନାପତି,…
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କୋଡିଏ ତାରିଖ ରେ ଦ୍ଵିତୀୟ ପର୍ଯ୍ୟାୟ ତଦାନ ଅନୁଷ୍ଠିତ ହେବ ଏବଂ ଆଜି ମଧ୍ୟ ଶେଷ ହେଉଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର l ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ…
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଙ୍କ ପୁନଃ ପ୍ରତିଷ୍ଠା ଦିବସ
ବୈଶାଖ ଶୁକ୍ଲ ଦଶମୀ ଏହି ପବିତ୍ର ତିଥିରେ ଆଦି ଶଙ୍କରାଚାର୍ଯ୍ଯ ସୁବର୍ଣ୍ଣପୁରରୁ ପାତାଳୀ ଅବସ୍ତାରୁ ୧୪୬ ବର୍ଷ ପରେ ଶ୍ରୀ ବିଗ୍ରହମାନଙ୍କୁ ଉଦ୍ଧାର କରିଥିଲେ। ପରେ ଶ୍ରୀ ମନ୍ଦିରଙ୍କ ରତ୍ନସିଂହନରେ ଶ୍ରୀ ମହାପ୍ରଭୁକୁ ପୁନର୍ବାର ପ୍ରତିଷ୍ଠା କରିଥିଲେ । ସେଥିପାଇଁ ପ୍ରତି…