ପୂର୍ବ ଅଲମ୍ପିକ ମେଡାଲ ବିଜୟୀ ବଜରଙ୍ଗ ପୁନିଆ ନିଜ ପାଦରେ ଦଳିଲେ ତ୍ରିରଙ୍ଗାକୁ

ନୂଆଦିଲ୍ଲୀ : ଅଧିକ ଓଜନ ହେତୁ ଅଲିମ୍ପିକ୍ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ଯ଼ ଘୋଷିତ ହୋଇଥିବା ଭାରତୀଯ଼ କୁସ୍ତିଯୋଦ୍ଧା ଭିନେଶ ଫୋଗଟ୍ଙ୍କୁ ଶନିବାର (ଅଗଷ୍ଟ ୧୭,୨୦୨୪) ଦିଲ୍ଲୀ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଜନ୍ତର ମନ୍ତରର ‘ପହଲୱାନ ଆନ୍ଦୋଳନ’ ରେ…

କୋଲକାତା ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଉପରେ ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା

କୋଲକାତା : ଡାକ୍ତର ଗଣଦୁଷ୍କର୍ମ-ହତ୍ୟା ମାମଲା ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଏବେ ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଏହାର ପ୍ରତିବାଦରେ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇ ଏମ୍.ଏ.) ଶନିବାର ଦିନ ଦେଶବ୍ୟାପୀ ଧର୍ମଘଟ କରିଥିଲା। ଏହା ଉପରେ…

୨୫କୋଟି ଏଫଡି କରି ୧୩କୋଟି ମିଳିଲା,କର୍ଣ୍ଣାଟକରେ SBI ଓ PNB ଉପରେ ବ୍ୟାନ ଲାଗିଛି

ବେଙ୍ଗାଳୁରୁ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍.ବି.ଆଇ.) ହେଉଛି ଦେଶର ସର୍ବବୃହତ୍ ବ୍ଯ଼ାଙ୍କ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ ରାଷ୍ଟ୍ରାଯ଼ତ୍ତ ବ୍ୟାଙ୍କ। କେନ୍ଦ୍ର ସରକାରଙ୍କ ସମେତ ଅଧିକାଂଶ ରାଜ୍ଯ ସରକାର ନିଜ ବିଭାଗର ଅର୍ଥ…

କଣାସ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟା ଘଟଣାର ପରଦାଫାସ କଲ ପୋଲିସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ) :ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ତାନ୍ତ୍ରିକ ଗଦାଧର ନିଶାଙ୍କ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କରିଛି ପୁରୀ ପୋଲିସ। ଗୁଣିଗାରେଡ଼ି ସନ୍ଦେହ ଓ ଜଣେ ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇବାକୁ ନେଇ…

କୋଲକାତା ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାର ପ୍ରତିବାଦ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଅଖିଳ ଓଡିଶା ଆୟୁଷ ଡାକ୍ତରୀ ଛାତ୍ରଛାତ୍ରୀ ସଙ୍ଗଠନ କଲିକତା ଆର୍. ଜି କର ହସ୍ପିଟାଲ ରେ ଡାକ୍ତରୀ ଛାତ୍ରୀ ହତ୍ୟା ଘଟଣାକୁ ଆଜି 7 ଗୋଟି ମହାବିଦ୍ୟାଳୟ ପରିସରରେ…

ରୋଟାରୀ କ୍ଲବ ଅଫ୍ ଶ୍ରୀ ଜଗନ୍ନାଥ ଧାମ,ପୁରୀ ଆନୁକୂଲ୍ୟରେ ଏକ ଅଭିନବ ପ୍ରୟାସ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):ଆଜି ସାକ୍ଷୀଗୋପାଳ ସ୍ଥିତ ସତ୍ଯବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବଉଳ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ରୋଟାରୀ କ୍ଲବ ତରଫରୁ ପ୍ରତି ବିଦ୍ଯାର୍ଥୀ ଓ ତାଙ୍କ ଅଭିଭାବକଙ୍କୁ ଗୋଟିଏ ଲେଖାଏଁ ଚାରାଗଛ ପ୍ରଦାନ…

ଆକର୍ଷଣ ସାଜିଛି ତାଳପତ୍ର,ଟେରାକୋଟା ଓ ସବାଇ ଘାସ ରାକ୍ଷୀ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆତ୍ମନିର୍ଭରଶୀଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ଆକର୍ଷଣୀୟ ରାକ୍ଷୀ ଷ୍ଟଲ ଆକୃଷ୍ଟ କରୁଛି ଗ୍ରାହକ ମାନ ଙ୍କୁ। ପୁରୀ ଜିଲ୍ଲା ପରିଷଦ ଏବଂ ଓରମାସ ପକ୍ଷରୁ ସ୍ୱୟଂ ସହାୟକ…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କଲେ DGP ୱାଇ.ବି ଖୁରାନିଆ

ପୁରୀ ( ରିପୋର୍ଟ – ସମୀର ରଞ୍ଜନ ନାୟକ ):ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେବା ପରେ ସପରିବାର ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ୱାଇ ବି ଖୁରାନିଆ ।ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପୁରୀ ପୋଲିସ ପକ୍ଷରୁ ତାଙ୍କୁ…

ବାଂଲାଦେଶର ଅତ୍ୟାଚାରିତ ହିନ୍ଦୁଙ୍କ ପାଇଁ ସାମ୍ନାକୁ ଆସିଲେ ନୁପୁର ଶର୍ମା

ନୂଆଦିଲ୍ଲୀ : ପୈଗମ୍ବରଙ୍କ ଉପରେ ବିବାଦୀଯ଼ ମନ୍ତବ୍ଯ ଦେବା ପରେ ଦୁଇ ବର୍ଷ ଧରି ଆତ୍ମଗୋପନ କରିଥିବା ନୁପୁର ଶର୍ମା ପୁଣିଥରେ ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି। ଶୁକ୍ରବାର ଦିନ ସେ ଦିଲ୍ଲୀରେ ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ପ୍ରଦର୍ଶନ କରିଥିଲେ। ବିଜେପି…

ଝାଡ଼ଖଣ୍ଡରେ କିଛି ବିଧାୟକଙ୍କ ସହିତ ବିଜେପିରେ ମିଶିପାରନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ

ରାଞ୍ଚି : ବିଧାନସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ଡରେ ଶାସକ ଜେଏମଏମକୁ ଏକ ବଡ଼ ଝଟକା ଲାଗିପାରେ। ରାଜ୍ଯର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସମେତ ଦଳର କିଛି ବିଧାୟକ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି। ନିକଟରେ ଜେଏମଏମ୍…

error: Content is protected !!