ପୋଲିସ ପ୍ରଶାସନ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସମ୍ପ୍ରତି ସମାଜରେ ବଢିଚାଲିଥିବା ସାଇବର କ୍ରାଇମକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପୋଲିସର ସାଇବର ସେଲ ପକ୍ଷରୁ ସ୍ଥାନୀୟ ପିପୁଲ୍ସ କଲେଜରେ ଏକ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

ଉତ୍କଳ ଆଲୁମିନା ପକ୍ଷରୁ କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ

ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ସରକାରୀ ବିଦ୍ୟାଳୟର କିଶୋରୀମାନଙ୍କ ପାଇଁ ୯୦ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ…

ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ

ଅନୁଗୋଳ(ଅଜିତ କୁମାର ଭୋଇ) : ପଞ୍ଚାୟତ କାର୍ଯ୍ୟାଳୟ, ଗଡସନ୍ତ୍ରି ଠାରେ ବିଶ୍ଵ ଯୁବ କେନ୍ଦ୍ର,ବଣିନାଳି ଦ୍ୱାରା ପରିଚାଳିତ ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ ତରଫରୁ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମରେ ଅତିଥି…

ବଅଁରପାଳ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ(ଅଜିତ କୁମାର ଭୋଇ): ବଅଁରପାଳ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମହିଧରପୁର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ଏଥିରେ କିଛି କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ ମାନେ ଅତ୍ୟନ୍ତ ଆନନ୍ଦିତ ଓ ମାନନୀୟ ଅନୁଗୋଳ ଓ ଛେଣ୍ଡିପଦା ବିଧାୟକ ଓ ୨୮…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସାଧୁତାର ଶପଥ ପାଠ

ଅନୁଗୋଳ(ଅଜିତ କୁମାର ଭୋଇ): ସମାଜର ବିଭିନ୍ନ କ୍ଷେତ୍ରରୁ ଦୁର୍ନୀତି ହଟାଇ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସଚେତନ‌ତା ସୃଷ୍ଟି କରିବାକୁ ନେଇ ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ…

ବୁଗୁଡ଼ାରେ ମା’ କାଳୀଙ୍କ ଭସାଣି ଉତ୍ସବ ମହାସମାରୋହରେ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମଦନ ମୋହନ ଛକ ପୂଜା ମଣ୍ଡପରେ ଗତ ଦୀପାବଳି ଠାରୁ ପୂଜା ପାଇ ଆସୁଥିବା ମା’ କାଳୀଙ୍କ ଭସାଣି ଉତ୍ସବ ଆଜି ଅଷ୍ଟମ ଦିନରେ ଅତ୍ୟନ୍ତ ଜାକଜମକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ…

ମୌଳିକ ସାକ୍ଷରତା ଓ ସଂଖ୍ଯା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ଭାରତ ସରକାରଙ୍କ ଦ୍ବାରା ପ୍ରାୟୋଜିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ତଥା ଉଲ୍ଲାସର ଲକ୍ଷ୍ୟ ୧୫ବର୍ଷ ବା ତଦୁର୍ଦ୍ଧ ଅଧିବାସୀଙ୍କୁ ମୌଳିକ ଶିକ୍ଷା, ଜୀବନ ଧାରଣ କୌଶଳ ଏବଂ ବୃତ୍ତିଗତ ଦକ୍ଷତାରେ ପ୍ରତିପୁଷ୍ଟି ପ୍ରଦାନ କରି ବିକଶିତ ଭାରତ…

ଯୋଡ଼ା ଫ୍ଲାଇଓଭରରେ ପୁଣି ଦୁର୍ଘଟଣା,ଚାରି ଗୁରୁତର

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ):କେନ୍ଦୁଝର ଜିଲ୍ଲାର ଯୋଡ଼ା ରେ ଥିବା ଦୀର୍ଘତମ ଫ୍ଲାଇଓଭରରେ ଶନିବାର ରାତି ଏକ ଅଟୋ ଦୁର୍ଘଟଣା ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ଧାର ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁ ସ୍ଥାନୀୟମାନେ…

ପଞ୍ଚମ ଚନ୍ଦ୍ରଶେଖର କପ ଫୁଟବଲ ଖେଳ ଉଦଘାଟିତ

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ ମହାନ୍ତ): ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ପଞ୍ଚମ ଚନ୍ଦ୍ରଶେଖର ଫୁଟବଲ କପ ଖେଳ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଚମ୍ପୁଆ ଉପଜିଲାପାଳ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବେ ଯୋଡା ଟ୍ରକମାଲିକ ସଂଘ ସମ୍ପାଦକ…

ବାଲିପଦରରେ ଦ୍ୱାବିଂଶ ଧର୍ମ ସମିଳନୀ

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ସତସଙ୍ଗ ଦ୍ୱାରା ଭଗବତ ପ୍ରାପ୍ତି ହୁଏ ବୋଲି ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ଗ୍ରାମରେ ଅନୁଷ୍ଠିତ ଦ୍ୱାବିଂଶ ଧର୍ମ ସମିଳନୀରେ ପ୍ରବଚକମାନେ ମତ ପୋଷଣ କରିଛନ୍ତି। ସମଗ୍ର ମହାଜାଗତିକ ସତ୍ୟ, ଯାହା ଶାଶ୍ୱତ, ଚିରନ୍ତନ ଓ ମୁକ୍ତିର ମାର୍ଗ,…

error: Content is protected !!