ବିଶ୍ୱ ତମାଖୁ ବିରୋଧୀ ଦିବସ ଅବସରରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ

ରାୟଗଡା (ଗୋପୀନାଥ ଗୌଡ଼) : ବିଶ୍ୱ ତମାଖୁ ବିରୋଧୀ ଦିବସ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପିତାମହଲ, ରାୟଗଡାସ୍ଥିତ ସ୍କୁଲ ଅଫ୍ ନର୍ସିଂର ବି.ଏସ୍‌.ସି. ନର୍ସିଂ ଚତୁର୍ଥ ସେମିଷ୍ଟର ଛାତ୍ରଛାତ୍ରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)…

ଓସିଏସ୍ ପରୀକ୍ଷାରେ ବୁଗୁଡ଼ାର ସଂଘମିତ୍ରା ପାତ୍ର କୃତକାର୍ଯ୍ୟ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଓଡିଶା ଲୋକସେବା ଆୟୋଗ ( ଓପିଏସସି) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସେବା ପରୀକ୍ଷାରେ ବୁଗୁଡାର ସଂଘମିତ୍ରା ପାତ୍ର ୧୮୭ ରାଙ୍କରେ ରହି କୃତକାର୍ଯ୍ୟ ହୋଇଥ‌ିବା ଜଣାଯାଇଛି। ସେ ବୁଗୁଡ଼ା ଏନଏସି ଅନ୍ତର୍ଗତ ନୂଆସାହି ନିବାସୀ…

ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ।

ରାୟଗଡା (ଗୋପୀନାଥ ଗୌଡ଼) : ସେଞ୍ଚୁରିଅନ ୟୁନିଭର୍ସିଟି ଓ ସିକ୍ୟୁ ଏଡ୍ୟୁକେସନାଲ ଫାଉଣ୍ଡେସନଙ୍କ ଯୁଗ୍ମ ଉଦ୍ୟମରେ “ସେଞ୍ଚୁରିଅନ-କୌଶଳ ସାଥୀ” ଶୀର୍ଷକ ଏକ ଭବ୍ୟ ସମ୍ମାନ ଓ ସ୍ୱୀକୃତି ସମାରୋହ ରାୟଗଡାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର…

ପୁଣିଥରେ ଉତ୍ତେଜନା, ପୁଣି ଅଶାନ୍ତ ରାୟଗଡ଼, ଥାନା ସମ୍ମୁଖରେ ମାରପିଟ ୩ଜଣ ଗୁରୁତର ।

ରାୟଗଡ଼ା (ଗୋପୀନାଥ ଗୌଡ଼): କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ପିଟଲା ସାହି ମଧ୍ୟରେ ବଚସା ଓ ମାରପିଟ ଏବଂ ପରେ ରାୟଗଡା ଥାନା ସମ୍ମୁଖରେ ମାରପିଟ ଭଳି ଘଟଣା…

ଚମ୍ପୁଆ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହନ୍ତ): +୨ ବିଜ୍ଞାନ ଓ କଳାରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ବେଶ୍ ସଫଳତା ହାସଲ କରିଛନ୍ତି ।ଚଳିତ ବର୍ଷ +୨ କଳା କ୍ଷେତ୍ରରେ ମୋଟ୍ ୨୬୪ ପିଲା ପରୀକ୍ଷା ପ୍ରଦାନ କରିଥିଲେ । ସେଥି ମଧ୍ୟରୁ ପ୍ରଥମ…

ଯୁକ୍ତ ୨ ବିଜ୍ଞାନରେ ରାକେଶ ବିଷୋୟୀ ବୁଗୁଡ଼ା ବ୍ଲକ୍ ଟପ୍ପର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଯୁକ୍ତ ୨ ବିଜ୍ଞାନ ପରୀକ୍ଷା-୨୦୨୬ ଫଳାଫଳ ପ୍ରକାଶ ପାଇବା ପରେ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସର୍ବାଧ‌ିକ ୫୫୮ (୯୩%)ନମ୍ବର ରଖି ବୁଗୁଡ଼ା ବ୍ଳକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି। ବୁଗୁଡା ବ୍ଳକ…

ଅଂଶୁଘାତରେ କଲେଜ କର୍ମଚାରୀଙ୍କ ମୃତ୍ୟୁ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ କଲେଜର ପିଅନ ଡାକ୍ତର ସ୍ବାଇଁ (ଡାକ)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ଦୁଇ ଘଣ୍ଟ ସମୟରେ ସେ ନିଜ ସାଇକଲ ଯୋଗେ ବେଠିଆବରୋଦା…

ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ସପ୍ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା।

ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି ଯୋଗାସନ ପ୍ରତିଯୋଗିତାର ମହକୁମ୍ଭ ସପ୍ତମ ରାଜ୍ୟସ୍ତରୀୟ ଚମ୍ପିଅନସିପ ପ୍ରତିଯୋଗୀତା। ଏହି ପ୍ରତିଯୋଗୀତାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବେଦାନ୍ତ ଆଲୁମିନାର SCR ମୁଖ୍ୟ…

ଚମ୍ପୁଆର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ପାଳନ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ବ୍ଲକର ବିଭିନ୍ନ ସ୍ଥାନରେ ସାବିତ୍ରୀ ବ୍ରତ ଯଥାବିଧି ପାଳିତ ହୋଇଯାଇଛି । କୁଳିନ ମହିଳାମାନେ ପତିଦେବଙ୍କର ଦୀର୍ଘାୟୁ ଜୀବନ କାମନା କରି ଏହି ବ୍ରତ ପାଳନ କରିଛନ୍ତି । ଏହି ଅବସରରେ ଚମ୍ପୁଆ…

ଚମ୍ପୁଆ ବ୍ଲକରେ କାଳବୈଶାଖୀର ତାଣ୍ଡବ:ବ୍ୟାପକ କ୍ଷୟକ୍ଷତି

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ର ଜାଲି ଓ ଭୂଇଁପୁର ଅଞ୍ଚଳରେ ହୋଇଥିବା କାଳବୈଶାଖୀ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କାଳବୈଶାଖୀ ପ୍ରଭାବ ରେ ବିଭିନ୍ନ ସ୍ଥାନରେ ଘର…

error: Content is protected !!
Powered by Joinchat