ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ସାତକୋଶିଆ ଅଭୟାରଣ୍ୟ

ଅନୁଗୁଳ(ଅଜିତ କୁମାର ଭୋଇ): ସାତକୋଶିଆ ଅଭୟାଣ୍ୟରେ ଆରମ୍ଭ ହୋଇଛି ଉଭୟ କୁମ୍ଭୀର ଓ ପକ୍ଷୀ ଗଣନା । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ଟିକରପଡା ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବନ କର୍ମଚାରୀ ମାନଙ୍କର ତାଲିମ କାର୍ଯ୍ୟକ୍ରମ ଶେଷ ହୋଇଛି…

ସ୍ମେଲଟର ପ୍ଲାଣ୍ଟ ଗେଟରୁ ଅଜଗର ସାପ ଉଦ୍ଧାର

ଅନୁଗୋଳ (ଅଜିତ୍ କୁମାର ଭୋଇ): ବନ ବିଭାଗର ଉଦ୍ଧାର କାର୍ଯ୍ୟ – ସ୍ମେଲଟର ପ୍ଲାଣ୍ଟ ଗେଟରୁ ଅଜଗର ସାପ ଉଦ୍ଧାର୦୫ ଜାନୁଆରୀ ୨୦୨୬ ରେ, ଅନୁଗୁଳ ରେଞ୍ଜ ଅନ୍ତର୍ଗତ ଅନୁଗୁଳ ଟାଉନ ସେକ୍ସନ କର୍ମଚାରୀମାନେ ନାଲକୋ ସ୍ମେଲଟର ପ୍ଲାଣ୍ଟ ଗେଟରୁ ଏକ…

ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟର ନବବର୍ଷ କ୍ଯାଲେଣ୍ଡର ଉନ୍ମୋଚିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମାଳିଝୋଳା ମନ୍ଦିର ପରିସରରେ ବୁଗୁଡ଼ା ବ୍ଲକ୍ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ନ୍ଯାସ ପକ୍ଷରୁ ନବ ବର୍ଷ ୨୦୨୬ର କ୍ଯାଲେଣ୍ଡର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ବିଶ୍ବମୋହନ ମିଶ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ…

କରଚୁଲିରେ “ଘୁମୁସର ର ସ୍ବର” ପକ୍ଷରୁ ୧୫୭ତମ ସାହିତ୍ୟ ଆଲୋଚନା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ କରଚୁଲି ବ୍ୟାଘ୍ରାମ୍ବରୀ ମଠ ପରିସରରେ ଓଡ଼ିଆ ଭାଷା ,ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ପକ୍ଷରୁ ୧୫୭ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା କାର୍ଯ୍ୟକ୍ରମରେ ବୀର ଚକରା…

ରାଧାମାଧବଙ୍କୁ ବିଜେପିର ଗୁରୁଦାୟିତ୍ଵ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବିଜେପିର ଘୁମୁସର- ଭଞ୍ଜନଗର ଜିଲ୍ଲା ସମ୍ପାଦକ ହେଲେ ବୁଗୁଡ଼ାର ରାଧାମଧବ ପରିଡ଼ା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି । ଏହା ଘୋଷଣା ପରେ…

ପଏଁରୀ ତିହାର ୨୦୨୬ ଉଦ୍ଘାଟିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ପଏଁରି ତିହାର – ୨୦୨୬ ନୂତନ ବର୍ଷର ପ୍ରଥମ ସନ୍ଧ୍ୟାରେ ମହାସମାରୋହରେ ମା ସୁରେଶ୍ଵରୀ ମନ୍ଦିର ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବ ତିନି ଦିନ ଧରି ହେବାକୁ ଥିବାବେଳେ ସୋନପୁରର ପଏଁରୀ ଅନୁଷ୍ଠାନ, କେନ୍ଦ୍ର…

ରୁଗୁଡ଼ି ଥାନାର ନୂଆ ଥାନାଧିକାରୀ ଭାବେ ସମ୍ପଦ କୁମାର ମହାନ୍ତିଙ୍କ ଯୋଗଦାନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ରୁଗୁଡ଼ି ଥାନାର ନୂତନ ଥାନାଧିକାରୀ ଭାବେ ଦକ୍ଷ ଓ କାର୍ଯ୍ୟକୁଶଳ ପୋଲିସ୍ ଅଧିକାରୀ ସମ୍ପଦ କୁମାର ମହାନ୍ତି ଆଜି ଆଧିକାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତାଙ୍କ ଯୋଗଦାନ ସହିତ ରୁଗୁଡ଼ି…

ନୂଆବର୍ଷରେ ବୁଦ୍ଧଖୋଲ ଐତିହାସିକ ଶୈବପୀଠରେ ପର୍ଯ୍ୟଟକଙ୍କ ଭିଡ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଇଂରାଜୀ ନବ ବର୍ଷର ଆଦ୍ୟ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥ‌ିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ…

ଲୋକଙ୍କୁ ତିନି ଘଣ୍ଟା ମାଗଣା କଫି ବାଣ୍ଟିଲେ ବିଡିଓ ଚା ଦୋକାନୀ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ): ଚମ୍ପୁଆ ବସଷ୍ଟାଣ୍ଡଠାରେ ଥିବା ବିଡିଓ ଚା ଦୋକାନୀ ବିଜୟ କୁମାର ନାଏକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକମାନଙ୍କୁ (ସର୍ବସାଧାରଣଙ୍କୁ) ମାଗଣା ତିନି ଘଣ୍ଟା ୮ ଘଟିକା ଠାରୁ ୧୧ଘଟିକା ଯାଏଁ କଫି ପ୍ରଦାନ…

ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ୪୭ ତମ ରାଜ୍ୟସ୍ତରୀୟ ଅଧିବେଶନ

କଟକ(ଆକାଶ କୁମାର ସ୍ୱାଇଁ): ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘ ୪୭ ତମ ରାଜ୍ୟସ୍ତରୀୟ ଅଧିବେଶନ କଟକ ବାଦାମବାଡ଼ି ମୂଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ…

error: Content is protected !!
Powered by Joinchat