ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଓଡ଼ିଶା ପ୍ରସ୍ତୁତ, ଅନେକ ଅଞ୍ଚଳ ନୋ-ଫ୍ଲାଇ ଜୋନ୍ ଘୋଷଣା

ଭୁବନେଶ୍ୱର : ନଭେମ୍ବର ୨୯ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଅଖିଳ ଭାରତୀୟ-ଡିଜିପି ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଯେଉଁଥିପାଇଁ ଭୁବନେଶ୍ୱରର ଅନେକ ଅଞ୍ଚଳରେ ନୋ-ଫ୍ଲାଇ ଜୋନ୍ ଘୋଷଣା କରାଯାଇଥିଲା।ବୁଧବାର ଜାରି ହୋଇଥିବା ଏକ ସରକାରୀ…

Hemant Soren Oath: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

Hemant Soren Oath Ceremony: ଅପରାହ୍ନ 4ଟାରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମୋରାବାଦୀରେ ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ ଶପଥ ଗ୍ରହଣ କରିବେ। ଏହି ସମୟରେ ଭାରତ ମେଣ୍ଟର ସମସ୍ତ ବଡ଼ ବଡ଼…

କେନ୍ଦୁଝର ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ କେନ୍ଦୁଝର:ଆସନ୍ତା ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି…

ରାସ୍ତାକଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପୋଲସରା ରୋଡସ୍ଥିତ ପୁରୁଣା ଇଣ୍ଡିଆନ ବ୍ଯାଙ୍କ ସମ୍ମୁଖ ରାସ୍ତାକଡରୁ ଜନୈକ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଞ୍ଚୁରୁ ଗ୍ରାମର…

ବୁଗୁଡ଼ାରେ ଲାଗିଛି ମାଳ ମାଳ ସିସିଟିଭି କ୍ୟାମେରା,କାମରେ ଆସୁନି ଅନେକ,ବଢୁଛି ଅପରାଧ

ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରରେ ନାମକୁ ମାତ୍ର ଲାଗିଛି ମାଳମାଳ ସିସିଟିଭି କ୍ୟାମେରା।ସେଥିରୁ ଅଧାରୁ ଅଧିକ କ୍ୟାମେରା କାମରେ ଆସୁନି । ଫଳରେ ଅପରାଧିକ କାର୍ଯ୍ୟକଳାପରେ ବ୍ରେକ୍ ଲାଗି ପାରୁନି । ସଂପ୍ରତି ଦୁଗୁଡ଼ା ସହର ସିସିଟିଭି ଅଧିନରେ…

ଜମନାଲାଲ ବଜାଜ ଫାଉଣ୍ଡେସନ ଦ୍ୱାରା ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ସମ୍ବର୍ଦ୍ଧିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଗାନ୍ଧୀ ମୂଲ୍ୟବୋଧର ପ୍ରସାରରେ ଅବଦାନ ପାଇଁ ଚାରିଜଣ ବିଶିଷ୍ଟ ସାମାଜିକ କର୍ମୀଙ୍କୁ ୪୬ ତମ ଜମନାଲାଲ ବଜାଜ ଫାଉଣ୍ଡେସନ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ଗାନ୍ଧୀ ମୂଲ୍ୟବୋଧ ଏବଂ ଜମନାଲାଲ ବଜାଜଙ୍କ…

ଭିଜିଲାନ୍ସ ପଞ୍ଜାରେ ବେଗୁନିଆ ପଡ଼ା CDPO

ଗଞ୍ଜାମ/ଖଲ୍ଲିକୋଟ: ବେଗୁନିଆପଡ଼ା ସିଡିପିଓ ସଂଧ୍ୟାରାଣୀ ପାଣିଗ୍ରାହୀଙ୍କୁ ଜେରା କରିଛି ଭିଜିଲାନ୍ସ ଟିମ୍। ଜଣେ ଅଙ୍ଗନୱାଡ଼ି ସହାୟିକା ଙ୍କ ୧୮ ମାସର ଦରମା କରାଇଦେବାକୁ ମ୍ଯାଡମ୍ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୫ ପାଇଁ ଆଜି ଅପରାହ୍ନ ୪ ଘଟିକା ସମୟରେ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକ…

ସୁବଳୟା କଲେଜରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଯୁକ୍ତ ଦୁଇ କଲେଜରେ ୩୯ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି। ପୁରସ୍କାର ବିତରଣ ଉତ୍ସବରେ ବୀରମହାରାଜପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ହିମାଂଶୁ ଶେଖର…

କୋଣାର୍କ ଉତ୍ସବ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) :ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

error: Content is protected !!