କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ର ଜାଲି ଓ ଭୂଇଁପୁର ଅଞ୍ଚଳରେ ହୋଇଥିବା କାଳବୈଶାଖୀ ଯୋଗୁ ସମ୍ପୃକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କାଳବୈଶାଖୀ ପ୍ରଭାବ ରେ ବିଭିନ୍ନ ସ୍ଥାନରେ ଘର…
Tag: news oriya
ରୂପାଲି ପାତ୍ର ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ +୩ ରାଜନୀତି ବିଜ୍ଞାନରେ ୩ୟ ସ୍ଥାନ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ପ୍ରକାଶ ପାଇଛି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଯୁକ୍ତ ୩ ବାର୍ଷିକ ପରୀକ୍ଷା ଫଳ। ବୁଗୁଡା ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ଛାତ୍ରୀ ରୂପାଲି ପାତ୍ର ମୋଟ ୧୪୦୦ ମାର୍କ ରୁ ୧୧୬୮ମାର୍କ ରଖି ଶ୍ରେଷ୍ଠ ୧୦…
ସ୍ତ୍ରୀକୁ ଆକ୍ରମଣ, ସ୍ଵାମୀ ଗିରଫ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ସୋରଡ ଗ୍ରାମରେ ସ୍ତ୍ରୀ ସୈରିନ୍ଦ୍ରୀ ବେହେରା (୫୩)ଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସ୍ଵାମୀ ମୁରଲି ବେହେରା(୬୩) ଗିରଫ ସହ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି । ଏ ନେଇ…
ତାଳଚେରର ନୂତନ ରଥ ନିର୍ମାଣ ଖର୍ଚ୍ଚ ବହନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ତାଳଚେର(ଅଜିତ କୁମାର ଭୋଇ): ତାଳଚେରରେ ରାଜାରାଜୁଡ଼ା ଅମଳରୁ ହେଉଥିବା ରଥଯାତ୍ରା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ କମିଟିର ସଭାପତି ତଥା ଉପଜିଲ୍ଳାପାଳ, ବିଧାୟକ, ପୂର୍ବତନ ସାଂସଦ, ତାଳଚେର ରାଜା…
ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଜିତିଲା ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ବାଳିକା ଟିମ୍
ଢେଙ୍କାନାଳ (ଅଜିତ୍ କୁମାର ଭୋଇ) : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ପରିଚାଳିତ ତାଳବାହାଲ ଗ୍ରାସରୁଟ୍ ଭଲିବଲ୍ କେନ୍ଦ୍ରର ୧୪ ବର୍ଷରୁ କମ୍ ବାଳିକା ଟିମ୍ ଅନୁଗୋଳ ଜିଲ୍ଲା ସିଏମ ଟ୍ରଫି ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି । ମେ ୬…
ଅନାଥ ଶିଶୁ ନିର୍ଯ୍ୟାତନାର ଶିକାର:ସରପଞ୍ଚଙ୍କ ହସ୍ତକ୍ଷେପ ପରେ ଶିଶୁମଙ୍ଗଳ ଗୃହକୁ ସ୍ଥାନାନ୍ତର
କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ) : ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ବାଙ୍କ ଗ୍ରାମରେ ରହୁଥିବା ଏକ ଅନାଥ ଶିଶୁକୁ ସ୍ଥାନୀୟ ସରପଞ୍ଚ ସଞ୍ଚିତା ଚାତାରଙ୍କ ସହାୟତାରେ ଜିଲା ଶିଶୁ ମଙ୍ଗଳ ଗୃହକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।…
କାନସୁକା ଗ୍ରାମରେ ମା ସନ୍ତୋଷୀ ଯାତ୍ରା
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଗୌଡିଆବୋରଦା ପଞ୍ଚାୟତ ଅନ୍ତର୍ଗତ କାନସୁକା ଗ୍ରାମରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ସନ୍ତୋଷୀଙ୍କ ଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।ରାତ୍ର ସମୟରେ ମା ସନ୍ତୋଷୀଙ୍କୁ ମନ୍ଦିରରୁ ଆଗମନ କରାଯାଇ ଘଣ୍ଟ,ମୃଦୁଙ୍ଗ,ବାଦ୍ୟବାଜଣା ଏବଂ…
ସୁବର୍ଣ୍ଣପୁର ଜୁନିଅର ରେଡକ୍ରସ ଦ୍ୱାରା ବିଶ୍ଵ ରେଡକ୍ରସ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ରେଡ଼କ୍ରସର ପ୍ରତିଷ୍ଠାତା ସାର ଯାଆଁ ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନକୁ ସମଗ୍ର ବିଶ୍ୱରେ ମଇମାସ ୮ ତାରିଖକୁ ବିଶ୍ୱ ରେଡ଼କ୍ରସ ଦିବସ ଭାବରେ ପାଳନ କରାଯାଏ l ଆଜି ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସ ପରିବାର…
କୋଡିଙ୍ଗାମାଳି ଖଣି ସମ୍ପ୍ରସାରଣ ସପକ୍ଷରେ ସ୍ଥାନୀୟ ଲୋକେ
ରାୟଗଡା(ଗୋପୀନାଥ ଗୌଡ଼): ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି, ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି। ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା…
ବଦଳି ନେଇ ଶିକ୍ଷକ ମହଲରେ ଭାଳେଣୀ ଗାଁ କୁ ଯିବେ ସହରୀ ଶିକ୍ଷକ।
ରାୟଗଡା (ଗୋପୀନାଥ ଗୌଡ଼) : ଗୋଟିଏ ପଟେ ଜିଲ୍ଲାର ବୃଦ୍ଧି ପାଉଥିବା ଡ୍ରପ ଆଉଟ ସଂଖ୍ୟା ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ ପ୍ରଶ୍ନବାଚି ସୃଷ୍ଟି…
