ପି ଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟରେ ୧୦କୋଟି ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ସ୍ଥିତ ପି ଏମ ଶ୍ରୀ ସର୍ଦ୍ଦାର ଅନ୍ତର୍ଯ୍ୟାମୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ରହ୍ମ କୁମାରୀ ଜ୍ଞାନ ବିଜ୍ଞାନ ଭବନ ବୁଗୁଡ଼ାର ମିଳିତ ସହଯୋଗରେ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା…

ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ଯବାନ ସମ୍ମାନିତ।

ରାୟଗଡ଼ (ଗୋପୀନାଥ ଗୌଡ଼):ଦେଶ ମାତୃକାର ସେବାରେ ନିଜକୁ ସମର୍ପଣ କରିଥିବା ଦେଵୀ ପ୍ରସାଦ ପାଣିଗ୍ରାହୀ ରାୟଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରାସ୍ୱାଧୀନତା ଦିବସରେ ସମ୍ମାନୀତ ହେଇଛନ୍ତି। ଦେଶସେବା ପାଇଁ ଭାରତୀୟ ସେନାବାହିନୀର ଶ୍ରୀ ଦେବୀ ପ୍ରସାଦ ପାଣିଗ୍ରାହୀ ପ୍ରଥମ ଥର ପାଇଁ ରାୟଗଡ଼…

ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ ତମ ସ୍ଵାଧୀନତା ଦିବସ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ସଙ୍ଗୀତ ଗାନ…

ସ୍ୱାଧୀନତା ଦିବସ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

ଅନୁଗୋଳ(ଅଜିତ୍ କୁମାର ଭୋଇ): ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଅନୁଗୋଳ ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ସମେତ…

ବୁଗୁଡ଼ା ଏନଏସିରେ ତ୍ରିରଙ୍ଗା ଶୋଭାଯାତ୍ରା,୫୦୦ ମିଟର ଲମ୍ବା ତ୍ରିରଙ୍ଗା ଶୋଭାଯାତ୍ରା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଠାରେ ଆଜି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ୫୦୦ ମିଟର ବିଶାଳ ତ୍ରିରଙ୍ଗା ପତାକା କୁ ଛାତ୍ର ଛାତ୍ରୀ ଏବଂ ମହିଳା ମାନେ ଧରି ସହର ପରିକ୍ରମା କରିଥିଲେ lବ୍ଳକ ଛକ…

ଜିଲ୍ଲାପାଳଙ୍କ ଦ୍ୱାରା ସୋଲାର ରଥର ଶୁଭାରମ୍ଭ

ଅନୁଗୋଳ (ଅଜିତ କୁମାର ଭୋଇ) : ଓଡ଼ିଶା ସରକାର ଏବଂ ଟାଟା ପାୱାରର ମିଳିତ ଆନୁକୂଲ୍ୟରେ ଟିପିସିଓଡିଏଲ୍ ପକ୍ଷରୁ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜୁଳି ଯୋଜନା’ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ସୌରଛାତ (ରୁଫଟପ୍ ସୋଲାର) ଶକ୍ତିର ବ୍ୟବହାରକୁ…

ହର ଘର ତ୍ରିରଙ୍ଗା ଅଭିଯାନରେ ଅନୁଗୋଳ ବିଧାୟକଙ୍କ ଯୋଗଦାନ

ଅନୁଗୋଳ (ଅଜିତ କୁମାର ଗୌଡ଼) : ଆଗାମୀ ସ୍ୱାଧୀନତା ଦିବସ ପୂର୍ବରୁ ଅନୁଗୋଳ ବିଧାନସଭା ବିଜେପି ମହୀଧରପୁର ମଣ୍ଡଳ ପକ୍ଷରୁ ତୁଳସୀପାଳ ଗ୍ରାମ ପଞ୍ଚାୟତରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ…

କଂଗ୍ରେସର ତାଳଚେର ବନ୍ଦ ଡ଼ାକରା

ତାଳଚେର,(ଅଜିତ କୁମାର ଭୋଇ): ପ୍ରଦ୍ୟୁଷଣ ମାତ୍ରାଧିକକୁ ରୋକିବା ଓ ୫ଜଣଙ୍କୁ ଗିରଫଦାବିରେ ଜିଲ୍ଳା କଂଗ୍ରେସ ପକ୍ଷରୁ ୧୨ଘଂଟିଆ ପୂର୍ବରୁ ଦିଆଯାଇଥିଲା । ତଦ୍ ଅନୁଯାୟୀ ସକାଳୁ ୬ଘଟିକା ଠାରୁ ସନ୍ଧ୍ୟା ୫ଘଟିକା ପର୍ଯ୍ୟନ୍ତ ବନ୍ଦ କରାଯିବା ସହ ପିକେଟିଙ୍ଗ କରାଯାଇଥିଲା ।…

ପ୍ରଦୂଷଣ ପ୍ରସଙ୍ଗରେ ଆଜି ଅନୁଗୁଳ ବନ୍ଦ: ୧୨ ଘଣ୍ଟିଆ ଆନ୍ଦୋଳନକୁ କଂଗ୍ରେସର ଡାକରା

ଅନୁଗୁଳ (ଅଜିତ କୁମାର ଭୋଇ) : କୋଇଲା ଓ ଫ୍ଲାଏଆଶ୍‌ ପରିବହନରୁ ସୃଷ୍ଟ ପ୍ରଦୂଷଣ, ଯାତାୟାତ ସମସ୍ୟା ଓ ସଡ଼କ ଦୁର୍ଘଟଣା ରୋକିବା ଦାବିରେ ଆଜି ଅନୁଗୁଳ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ।ସକାଳ ୬ଟାରୁ ସନ୍ଧ୍ୟା…

ଗଞ୍ଜାମ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଗୁଡ଼ା ବ୍ଲକ ପରିସରରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଚ୍ଚିତାନନ୍ଦ ନାୟକ, ଆରକ୍ଷୀ ଅଧୀକ୍ଷକ ହରିଶ ବିଶି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ…

Powered by Joinchat