ନୂଆବର୍ଷରେ ବୁଦ୍ଧଖୋଲ ଐତିହାସିକ ଶୈବପୀଠରେ ପର୍ଯ୍ୟଟକଙ୍କ ଭିଡ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଇଂରାଜୀ ନବ ବର୍ଷର ଆଦ୍ୟ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥ‌ିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ…

ବୁଗୁଡ଼ା ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ଶାମ୍ବ ଦଶମୀ ପର୍ବ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଅର୍କକ୍ଷେତ୍ର ବୁଗୁଡ଼ା ସ୍ଥିତ ଶ୍ରୀ ବିରଞ୍ଚି ନାରାୟଣ ମନ୍ଦିରରେ ପବିତ୍ର ଶାମ୍ବ ଦଶମୀ ପର୍ବ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି। ସୂର୍ଯ୍ୟ ଦେବଙ୍କ ପୂଜାରାଧନା ପାଇଁ ଉଦ୍ଦିଷ୍ଟ ଏହି ପର୍ବ…

ବୈଷ୍ଣବ ଚରଣ ଦାଶ ଙ୍କ ‘ ପର୍ବ ଆମ ପରମ୍ପରାର ‘ ପୁସ୍ତକ ଉନ୍ମୋଚିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୀରଧନଞ୍ଜୟ ପୁର ଶାସନସ୍ଥ ବୁଦ୍ଧ ବିହାର ଛାତ୍ରାବାସ ପରିସର ରେ ନିୟୁ ଏରା ପବ୍ଲିକ ସ୍କୁଲ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଙ୍କ ରଚିତ ‘ପର୍ବ ଆମ ପରମ୍ପରାର’ ପୁସ୍ତକ ଉନ୍ମୋଚନ ହୋଇଥିଲା।…

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ବଳଦେବ ସ୍ୱାମୀ ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନିୟୁ ଏରା ପବ୍ଲିକ ସ୍କୁଲ ସ୍କାଉଟ ଗ୍ରୁପ, ଶ୍ରୀକର ଭଞ୍ଜ…

ବୁଗୁଡ଼ାରେ ବେଧଡକ ଚାଲିଛି ପାଣି ବେପାର, ସିଲ୍ କିମ୍ବା ଅବଧି ରହୁନି ପାଣି ଜାରରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରବାସୀଙ୍କୁ ପାଇପ୍‌ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସତ୍ତ୍ବେ ପ୍ଲାଷ୍ଟିକ୍ ଜାରରେ ପାଣି ବିକ୍ରି ଜୋର୍ ଧରିଛି । ପ୍ରତିଦିନ ହଜାର ହଜାର ଲିଟର ପାଣି ଜାର୍ ବିକ୍ରି ହେଉଥିବା ବେଳେ…

ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ.

ଗଞ୍ଜାମ/ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ପୋଲିସ ମୋଷ୍ଟ ୱାଣ୍ଟେଡ ଥିବା ପ୍ରଦୀପ ପରିଡା ଗିରଫ। ଆଜି ଖଲ୍ଲିକୋଟ ପୋଲିସ ର ଏକ ସ୍ପେସିଆଲ ଟିମ ପ୍ରଦୀପ କୁ କେଶପୁର ଅଂଚଳ ରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ପ୍ରଦୀପ…

ଟ୍ରମ୍ପଙ୍କ ବିଜୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

US President election 2024 :ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ଏକ ପୋଷ୍ଟରେ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏକ୍ସରେ ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ…

ୱାକଫ ବୋର୍ଡ ସହିତ ଜାମା ମସଜିଦର ସର୍ଭେ କର, ଏ.ଏସ୍.ଆଇ.ଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଐତିହାସିକ ଜାମା ମସଜିଦକୁ ଏକ ସଂରକ୍ଷିତ ସ୍ମାରକୀ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହାର ଆଖପାଖ ଅଞ୍ଚଳର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜାମା ମସଜିଦର ସଂରକ୍ଷଣ ଏବଂ ଏହାର ଚାରିପାଖରେ ଥିବା ଜବରଦଖଲ…

ଐତିହାସିକ ସ୍ମାରକୀ ଉପରେ ୱାକଫ ବୋର୍ଡର ଦାବିକୁ ଏ.ଏସ୍.ଆଇ ତୀବ୍ର ପ୍ରତିକ୍ରିୟା ଜଣାଇଛି।

ବାଙ୍ଗାଲୁର : ଏହା ଆଜିକାଲି ଖବରରେ ରହିଛି ଏବଂ ୱାକଫ ସମ୍ପତ୍ତିକୁ ନେଇ ରାଜନୈତିକ କରିଡରରେ ଅନେକ ବିବାଦ ରହିଛି। ସେହିଭଳି ୱାକଫ ବୋର୍ଡ ଏବେ ବିଶ୍ୱ ଐତିହ୍ଯ ସ୍ଥଳ ଭାବେ ଘୋଷିତ ହୋଇଥିବା ଐତିହାସିକ ସ୍ମାରକୀଗୁଡ଼ିକ ଉପରେ ନିଜର ଦାବି…

ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସଭାପତି ମନୋରଞ୍ଜନ ଦାଶଙ୍କ…

error: Content is protected !!