ନୂଆଦିଲ୍ଲୀ:ସାଂସାଦ ଭାବେ ଶପଥ ଗ୍ରହଣ କରିବା ପରେ AIMIM ମୁଖ୍ଯ ଅସଦୁଦ୍ଦିନ ଓୱେସୀ ଲୋକସଭାରେ ‘ଜଯ଼ ପାଲେଷ୍ଟାଇନ “ସ୍ଲୋଗାନ ଦେଇଥିଲେ। ଯାହା ବିବାଦ ସୃଷ୍ଟି କରିଥିଲା। ଏହା ପରେ ତାଙ୍କୁ ଲୋକସଭାରୁ ଅଯୋଗ୍ଯ ଘୋଷଣା କରିବା ପାଇଁ ଦାବି ଉଠିଛି। ସୁପ୍ରିମକୋର୍ଟ…
Tag: Odia paper
କେଜ୍ରିୱାଲ ସବୁ ଦୋଷ ମନୀଷ ସିସୋଦିଆଙ୍କ ଉପରେ ଢାଳିଦେଲେ
ନୂଆଦିଲ୍ଲୀ :ମଦ କାରବାର ମାମଲାରେ ସିବିଆଇ ବୁଧବାର ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି। ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରା ଜାରି କରାଯାଇଥିବା ତାଙ୍କ ଜାମିନ ଉପରେ ସ୍ଥଗିତାଦେଶ ଆଦେଶକୁ ଚ୍ୟାଲେଞ କରି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପୂର୍ବରୁ ଏହି କାର୍ଯ୍ୟାନୁଷ୍ଠାନ…
ଅନୁଷ୍ଠିତ ହେଲା ଦ୍ୱାତୀୟ ସମନ୍ଵ କମିଟି ବୈଠକ
ପୁରୀ :ଆଉ ଅଳ୍ପ ଦିନ କ ପରେ ମହା ପ୍ରଭୁ ଘୋଷ ଯାତ୍ରା ଅନୁଷ୍ଠିତଘୋଷଯାତ୍ରା ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ବ୍ୟାନ୍। ନବଯୌବନ ଦର୍ଶନ ବି ସମ୍ପୂର୍ଣ୍ଣ ବାରଣ। ବିକ୍ରି ହେବନି ପହଣ୍ଡି ଟିକେଟ୍। ସିଧା ରଥ ଉପରେ ଦିଅଁ ଦର୍ଶନ…
ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବେ ରାଷ୍ଟ୍ରପତି
ପୁରୀ : ଚଳିତବର୍ଷ ବିଶ୍ଵାପ୍ରସିଦ୍ଧ ରଥଯାତ୍ରାର ସୁପରିଚାଳନା ପାଇଁ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ ଘନ ଘନ ବୈଠକ କରୁଛନ୍ତି। ଜୁଲାଇ ୭ ଓ ୮ ଦୁଇ ଦିନ ଧରି ରଥଯାତ୍ରା ଚାଲିବାକୁ ଥିବାରୁ ଉଭୟ ପୁଲିସ ପ୍ରଶାସନ ଓ ନୂଆ…
ବାଚସ୍ପତି ପଦ ପାଇଁ ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ଜୋରଦାର ଲଢେଇ
ନୂଆଦିଲ୍ଲୀ: ନିର୍ବାଚନ ପରେ ଲୋକସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରୁ ହିଁ ବିରୋଧୀ ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଲାଗି ରହିଛି। ଭାରତ ସ୍ୱାଧୀନ ହେବାପରେ ପ୍ରଥମ ଥର ବାଚସ୍ପତି ନିର୍ବାଚନ ହେବାକୁ ଯାଉଛି। ବାଚସ୍ପତି ପଦକୁ ନେଇ…
ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ପୁରୀ: ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କଅନୁଷ୍ଠିତ ହେବ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା ଏଥି ପାଇଁ ରଥ ଖଳା ରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି lରଥଯାତ୍ରା ପୂର୍ବରୁ ରଥନିର୍ମାଣ କାମ ଜାରି ରହିଛି। ତିନିରଥରେ ଚଉଦ ନାହାକା ବୁଲିବା ସହ…
ଚଳିତ ବର୍ଷ ସର୍ବସାଧରଣଙ୍କ ପାଇଁ ବନ୍ଦ ରହିବ ନବଯୌବନ ଦର୍ଶନ।
ପୁରୀ :ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି ।ରଥଯାତ୍ରା ବ୍ୟବସ୍ଥାବଳି ଓ ନୀତି ନିର୍ଘଣ୍ଟକୁ ଅନୁମୋଦନ କରିଛି ଏହି କମିଟି। ତେବେ ନୀତି…
ଧନ୍ୟ ଆମ ଅତିଥି ଦେବ ଭବ…
ନୂଆଦିଲ୍ଲୀ :ଜୟପୁର ଯେମିତି ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ସେଠାକାର ଲୋକଙ୍କ ବ୍ୟବହାର ସେମିତି ମନମୁଗ୍ଧକର। ସେଥିପାଇଁ ପର୍ଯ୍ୟଟକ ଦୂରଦୂରାନ୍ତରରୁ ଧାଇଁ ଆସିଥାନ୍ତି ଏଠାକୁ।କିନ୍ତୁ ପିଂକ ସିଟି ଭାବରେ ଖ୍ୟତ ସହରକୁ କିଛି ମନ୍ଦବୁଦ୍ଧି ବଦନାମ କରୁଛନ୍ତି। ଏକ ଭିଡ଼ିଓ ଭାଇରାଲ ହେଉଛି…
ଅଣସର ପିଣ୍ଡିରେ ମହାପ୍ରଭୁ ଜଗନ୍ନାଥ
ପୁରୀ :ଅଣସର ପିଣ୍ଡିରେ ମହାପ୍ରଭୁ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ଭକ୍ତ ଶ୍ରୀ ଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଆଜି ତୃତୀୟ ଦିନ ବ୍ରହ୍ମଗିରିରେ ଶୀ ଅଲାରନାଥଙ୍କ ମନ୍ଦିରେ ଦେଖିବାକୁମିଳିଛି ପ୍ରବଳ ଭିଡ଼…
ଧୀରେ ଧୀରେ ପୋତି ହେବାକୁ ବସି ଲାଣି ଚିଲିକା
ପୁରୀ :ଧୀରେ ଧୀରେ ଚିଲିକା ପୋତି ହେବାକୁ ବସିଲାଣି l ଆଗ ଭଳି ଚିଲିକା ରୁ ମିଳୁଥିବା ମାଛ ପାତୁଆ, ସୁକୁରା, ବଲିଙ୍ଗି, ଖୁରାଣ୍ଡି, ସାଙ୍ଗୁଶ, ମଗର, କଣ୍ଟିଆ, ଖଇଙ୍ଗା ଚୁଙ୍ଗୁଡ଼ି, କଙ୍କଡା, ଖାରିପଣିଆ, ଗଣିଆ,ଆଦି ମାଛ କମ ମାତ୍ରା ରେ…
