IPL RCB V/S CSK: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ବିଜୟ ହାସଲ କରି ପ୍ଲେଅଫ୍ରେ ପ୍ରବେଶ କରିଛି ବେଙ୍ଗାଲୁରୁ…
Tag: Oriya Newspaper
ଶେଷରେ ବିଜେଡି କୁ ଵାଏ ଵାଏ କଲେ ସମୀର ରଞ୍ଜନ ଦାସ
ଭୁବନେଶ୍ୱର :ଅନେକ ଦିନର ନୀରବତା ପରେ ଶେଷରେ ବିଜେଡି ଛାଡିଲେ ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ…
ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମତଦାତାଙ୍କ ସଂକଳ୍ପ
ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲାରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନଙ୍କ ଗହଣରେ *ମତଦାତାଙ୍କ ସଂକଳ୍ପ* ଶପଥ ପାଠ କରାଇଲେ । ଏହି କାର୍ଯ୍ୟକ୍ରମ ରେ ଡେପୁଟି କଲେକ୍ଟର ମନୋଜ କୁମାର ସେନାପତି,…
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ ପ୍ରେସମିଟ
ଭୁବନେଶ୍ୱର : ରାଜ୍ୟରେ ଆସନ୍ତା କୋଡିଏ ତାରିଖ ରେ ଦ୍ଵିତୀୟ ପର୍ଯ୍ୟାୟ ତଦାନ ଅନୁଷ୍ଠିତ ହେବ ଏବଂ ଆଜି ମଧ୍ୟ ଶେଷ ହେଉଛି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର l ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପ୍ରସ୍ତୁତି ନେଇ ସିଇଓଙ୍କ…
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ଙ୍କ ପୁନଃ ପ୍ରତିଷ୍ଠା ଦିବସ
ବୈଶାଖ ଶୁକ୍ଲ ଦଶମୀ ଏହି ପବିତ୍ର ତିଥିରେ ଆଦି ଶଙ୍କରାଚାର୍ଯ୍ଯ ସୁବର୍ଣ୍ଣପୁରରୁ ପାତାଳୀ ଅବସ୍ତାରୁ ୧୪୬ ବର୍ଷ ପରେ ଶ୍ରୀ ବିଗ୍ରହମାନଙ୍କୁ ଉଦ୍ଧାର କରିଥିଲେ। ପରେ ଶ୍ରୀ ମନ୍ଦିରଙ୍କ ରତ୍ନସିଂହନରେ ଶ୍ରୀ ମହାପ୍ରଭୁକୁ ପୁନର୍ବାର ପ୍ରତିଷ୍ଠା କରିଥିଲେ । ସେଥିପାଇଁ ପ୍ରତି…
ଖଲିକୋଟ ହତ୍ୟା ଘଟଣାର ତଦନ୍ତ କରିବ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସଆଇଟି ।
ଭୁବନେଶ୍ୱର :ଗଞ୍ଜାମ ଖଲିକୋଟ ହତ୍ୟା ଘଟଣାରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଏସଆଇଟି ତଦନ୍ତ ଆଦେଶ ଦେଇଛନ୍ତି । ପୋଲିସ ମୁଖ୍ୟାଳୟ ପକ୍ଷରୁ ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଖଲ୍ଲିକୋଟ ମର୍ଡର କେସ୍ର ତଦନ୍ତ କରିବ ବୋଲି ଜଣାପଡିଛି।…
ସାଇବର ଠକାମୀର ଶିକାର ହେଲେ 1930ରେ ତୁରନ୍ତ ଅଭିଯୋଗ କରନ୍ତୁ-ଭୁବନେଶ୍ବର ଡିସିପି
ଭୁବନେଶ୍ୱର :ଆଜିକାଲି ସାଇବର ଠକଙ୍କ କବଳରେ ଅନେକ ଲୋକ ପଡି ଠକାମିର ଶିକାର ହେବାର ଅନେକ ଘଟଣା ଦେଖିବାକୁ ବା ଶୁଣିବାକୁ ମିଳିଥାଏ l ବିଭିନ୍ନ ଉପାୟ ରେ ସାଇବର ଠକ ମାନେ ଲୋକଙ୍କୁ ଠକିଥାନ୍ତି l ତେବେ ଏବେ ସାଇବର…
ମୋଦୀ ସରକାରର ବିକାଶକୁ ଭୁୟସୀ ପ୍ରଶଂସା କଲେ ରଶ୍ମିକା ମନ୍ଦାନା
ସୁପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଦନା ସମସ୍ତଙ୍କ ପାଖରେ ବେଶ ଜଣାଶୁଣା। ଅନିମଲ ଫିଲ୍ମରେ ତାଙ୍କୁ ସୁନେଲି ପରଦାରେ ଦେଖିବାକୁ ମିଳିଥିଲା ଓ ଫିଲ୍ମରେ ତାଙ୍କର ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ। ଏହି ଅଭିନେତ୍ରୀ ଆଜିକାଲି ମୁମ୍ବାଇରେ ଅଛନ୍ତି। ନିକଟରେ ତାଙ୍କର…
ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେପି ରୁ ବହିସ୍କୃତ ହେଲେ ବିଜୟ ମହାପାତ୍ର ଓ ଅନ୍ୟ ଦୁଇ
ଭୁବନେଶ୍ୱର :ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୟଙ୍କୁ ବହିଷ୍କାର କରିଛି ବିଜେ ପି । ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜୟ ମହାପାତ୍ରଙ୍କ ସହ ଶାରଦା ପ୍ରଧାନ ଓ ରାକେଶ ମଲ୍ଲିକଙ୍କୁ ମଧ୍ୟ ବିଜେପି ବହିଷ୍କୃତ କରିଛି…
ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର :ଭାରତ ସ୍କାଉଟ ଗାଇଡ୍, ଓଡିଶା ତରଫରୁ ତା ୧୪ ରିଖରେ ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୩-୨୪ ବର୍ଷର ରାଜ୍ୟପାଳ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ,…