ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବୁଗୁଡା ଏବଂ ବାଲିପଦର ସବ୍-ଜୋନ୍ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ା ବ୍ଲକ ସ୍କୁଲ ସ୍ପୋଟର୍ସ ଏସୋସିଏସନ…
Tag: Odia ePaper
ଡେଙ୍ଗାପଦର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ):ବାଲିପଦର ନିକଟସ୍ଥ ଡେଙ୍ଗାପଦର ଗ୍ରାମର ଶ୍ରଦ୍ଧାଶ୍ରୀ ଶିକ୍ଷାକେନ୍ଦ୍ର ପକ୍ଷରୁ ବାର୍ଷିକ ଉତ୍ସବ ସହ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅବସରରେ ଆୟୋଜିତ ସଭାରେ ଯୁବ ସମାଜସେବୀ କାହ୍ନୁଚରଣ ଗୌଡ଼ ପୌରହିତ୍ଯ କରିଥିବା ବେଳେ ପବିତ୍ର କୁମାର…
ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ମିନି ଷ୍ଟାଡିୟମରେ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ମୁଖ୍ୟ ଅତିଥି ଭାବରେ ଯୋଗ…
ମାଁ ମଝିଘରିଆଣୀଙ୍କ ମନ୍ଦିର ନବୀକରଣ ପାଇଁ ଭୂମିପୂଜନ।
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ଉନ୍ନତି କରଣ ପାଇଁ ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ତାର ଶିଳାନ୍ୟାସ କରାଯାଇଛି। ପ୍ରଥମ…
ବୈଷ୍ଣବ ଚରଣ ଦାଶ ଙ୍କ ‘ ପର୍ବ ଆମ ପରମ୍ପରାର ‘ ପୁସ୍ତକ ଉନ୍ମୋଚିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୀରଧନଞ୍ଜୟ ପୁର ଶାସନସ୍ଥ ବୁଦ୍ଧ ବିହାର ଛାତ୍ରାବାସ ପରିସର ରେ ନିୟୁ ଏରା ପବ୍ଲିକ ସ୍କୁଲ ର ସହକାରୀ ଶିକ୍ଷକ ବୈଷ୍ଣବ ଚରଣ ଦାଶ ଙ୍କ ରଚିତ ‘ପର୍ବ ଆମ ପରମ୍ପରାର’ ପୁସ୍ତକ ଉନ୍ମୋଚନ ହୋଇଥିଲା।…
ଜାତୀୟ କ୍ରୀଡ଼ା ଦିବସ ୨୦୨୫ ପାଳିତ
ରାୟଗଡ଼(ଗୋପୀନାଥ ଗୌଡ଼): ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।…
ବିପଦ ସଙ୍କୁଳ ଅବସ୍ଥାରେ ଚନ୍ଦ୍ରଶେଖର ମହାବିଦ୍ୟାଳୟ ବିଶ୍ରାମ କକ୍ଷ
କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ): ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖରେ ଥିବା ବସ ଷ୍ଟପ୍ (ବିଶ୍ରାମ କକ୍ଷ) ଅବହେଳିତ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଯାହାଫଳରେ ଛାତ୍ର ଛାତ୍ରୀ ମାନେ ବସରେ ଯାତାୟତ ପାଇଁ ବିପଦ ପୂର୍ଣ୍ଣ ଅବସ୍ଥାରେ…
ଚମ୍ପୁଆ ବ୍ଲକ ପାଇଁ ବିଜେଡି ସଭାପତି ଓ ନଗର ସଭାପତିଙ୍କ ନାମ ଘୋଷିତ
କେନ୍ଦୁଝର/ଚମ୍ପୁଆ (ରିପୋର୍ଟ୍ – ପ୍ରଦୀପ ମହାନ୍ତ) : ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ ଓ ସହରାଂଚଳର ସଭାପତିଙ୍କ ନାମ ଘୋଷଣା କରାଯାଇଛି । ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ଦଳୀୟ ନେତାମାନେ ନିଦ୍ୱର୍ନ୍ଦରେ ମନୋନୀତ ହୋଇଛନ୍ତି ।…
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଗଣେଷ ପୂଜା ପାଳିତ।
ରାୟଗଡ଼ (ଗୋପୀନାଥ ଗୌଡ଼): ଚଳିତ ବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ ଚତ୍ରୁର୍ଥି ତିଥି ୨୭ତାରିଖ ବୁଧୁବାର ଦିନ ଆରମ୍ଭ ହୋଇଯାଇଛି ବିଘ୍ନରାଜ୍, ପ୍ରଥମ ପୂଜ୍ୟ, ଲମ୍ବଧର ମୁସିକ ବାହନ ଶ୍ରୀ ଗଣେଷଙ୍କ ପୁଜା। ଏହି ପରିପେକ୍ଷୀରେ ରାୟଗଡ଼ ସଦର ୩ନମ୍ବର ୱାର୍ଡ଼…
କୋଶଲି କବିତା “ନୁଆଁଖାଇ “
ଭୂଦୋ ମାସର୍ ଉଜଲ୍ ପଞ୍ଚମୀ ଗଣେଶ୍ ପୂଜାର୍ ବାସି,ଇ ଦିନେ ତ ନୁଆଁଖାଇ ତିହାର୍ ମାନସୁଁ କୋଶଲ୍ ବାସୀ ll ଚଷା ପୁଅର୍ ବଡଖା ତିହାର୍ ଆଇଛେ ଆଏଜ୍ ଭାଇ,ବଛର୍ ଟାକେ ସଭେ ମାନସନ୍ ଭାବର୍ ନୁଆଁଖାଇ ll ଖେତ୍ ମଜରିଆ…