ମୁମ୍ବାଇ : ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।…
Tag: Oriya
ବାଳିକା ହାଇସ୍କୁଲରେ ମୃତ୍ତିକା ସଂରକ୍ଷଣ ଓ ପରିଚାଳନାକୁ ଗୁରୁତ୍ୱ (ବିଶ୍ଵ ମୃତ୍ତିକା ଦିବସ ପାଳିତ)
ବରଗଡ (ମୁକୁନ୍ଦ ଦାସ): କୃଷି କ୍ଷେତ୍ରରେ ମାତ୍ରାଧିକ ପରିମାଣର ରାସାୟନିକ ଓ କୀଟନାଶକ ବ୍ୟବହାର ଫଳରେ ମାଟିର ଉର୍ବରତା ହ୍ରାସ ପାଇବା ସହିତ ସମଗ୍ର ମାନବଜାତି ଏବଂ ପ୍ରାଣୀଜଗତ ଉପରେ ଏହାର ପ୍ରତିକୂଳ ପ୍ରଭାବ ପରିଲକ୍ଷିତ ହେଉଛି।ତେଣୁ ମୃତ୍ତିକା ସଂରକ୍ଷଣ ପ୍ରତି…
ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା…
ଏସ.ପତ୍ରାପାଲି ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ପ୍ରଥମ ପର୍ଯ୍ୟାୟ ରେ ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ଗ୍ରାମ ପଂଚାୟତ ରେ ମହାତ୍ମା ଗାନ୍ଧୀ…
କେନ୍ଦ୍ରୀୟ ବିଦ୍ୟାଳୟରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଦିବସ ପାଳିତ ହୋଇଯାଇଛି। ପିଲାମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଏବଂ ଜେଜେ ବାପା ଓ ଜେଜେ ମା ଙ୍କ ପ୍ରତି ସମ୍ମାନ ପାଇଁ ଗ୍ରାଣ୍ଡ…
ବାଲିପଦରରେ ମହାଲକ୍ଷ୍ମୀ ପୂଜା ଆରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁରେ ମହାଲକ୍ଷ୍ମୀ ପୂଜା ଉତ୍ସବର ଶୁଭାରମ୍ଭ ହୋଇଯାଇଛି l ଶ୍ରୀରାମ ପରିବା ସଙ୍ଘ ଓ ବଣିକ ସଙ୍ଘର ମିଳିତ ଉଦ୍ୟମରେ ବସଷ୍ଟାଣ୍ଡ ଛକରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ମହାଲକ୍ଷ୍ମୀଙ୍କ ମୃଣ୍ମୟ…
ଡିଏମ୍ଏଫ୍ ମୋବାଇଲ୍ ମେଡ଼ିକାଲ୍ ୟୁନିଟ୍ ଲୋକଙ୍କ ପାଖରେ ପହଞ୍ଚୁଛି,ମାଗଣାରେ ସେବା ଦେଉଛି
କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝର ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ଗଡ଼ିବା ଆରମ୍ଭ କରିଥିବା ମୋବାଇଲ୍ ମେଡ଼ିକାଲ ୟୁନିଟ୍ (ଏମଏମୟୁ) ବର୍ତ୍ତମାନ ଜିଲ୍ଲାବ୍ୟାପୀ ଉଲ୍ଲେଖନୀୟ ସେବା ଯୋଗାଉଛି। ପ୍ରତ୍ୟେକ ବ୍ଲକରେ ଏବେ ଗୋଟିଏ ଲେଖାଏଁ…
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ, ଯୋଗଦେଲେ ରାଷ୍ଟ୍ରପତି
ପୁରୀ :(ସମୀର ରଞ୍ଜନ ନାୟକ )ଆଜି ପୂର୍ବାହ୍ନରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ହୀରକ ଜୟନ୍ତୀ ର ସ୍ମୃତି ଫଳଖକୁ ଉଦଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ…
ସମ୍ଭଲର ଦଙ୍ଗାକାରୀଙ୍କୁ ଭେଟିବାର ଜିଦ୍ ରାହୁଲଙ୍କ ଉପରେ ଭାରି ପଡିଲା
ଲକ୍ଷ୍ନୌ: ସମ୍ଭଲ ଯିବାକୁ ଜିଦ୍ ଧରିଥିବା ରାହୁଲ ଗାନ୍ଧୀ-ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସ ସୀମାରୁ ଫେରାଇ ଦେଇଛି। ଏହି ସମୟରେ, ରାହୁଲ ଅଧିକାରୀମାନଙ୍କ ସହ କଥା ହୋଇଥିଲେ ଏବଂ କହିଥିଲେ ଯେ ସେ ପୋଲିସ୍ କାରରେ ଏକୁଟିଆ ଯିବାକୁ ଚାହୁଁଥିଲେ…
ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ, ଜୀରାନଦୀ ହେବ ଯମୁନା
ବରଗଡ଼ (ମୁକୁନ୍ଦ ଦାଶ ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହୋଇ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ଦୀର୍ଘ ୧୧ ଦିନ ବ୍ୟାପୀ ଏହି ଅବଧି ମଧ୍ୟରେ ବରଗଡ଼ ମଥୁରାନଗରୀ ଏବଂ…