Z+ ସିକ୍ୟୁରିଟି ଥିବା ଲୋକ ସହିତ ତା ପତ୍ନୀ ମଧ୍ୟ ଯାତ୍ରା କରିପାରିବ ନାହିଁ,ଜାଣନ୍ତୁ ନିୟମ

ନୂଆଦିଲ୍ଲୀ : ଭାରତରେ ଏପରି ଅନେକ ବ୍ଯକ୍ତି ଅଛନ୍ତି, ଯେଉଁମାନଙ୍କୁ ସେମାନଙ୍କ ପଦବୀ କିମ୍ବା କାର୍ଯ୍ଯର ପ୍ରକୃତି କାରଣରୁ Z+ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଥାଏ। ଏହି ସୁରକ୍ଷା ବ୍ଯବସ୍ଥା ଏତେ କଠୋର ଯେ ଅନେକ ସମୟରେ ସାଧାରଣ ଜନତା ଏହି…

ବିଷ୍ଣୋଇ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ଦାୟୀ ବୋଲି ସୋସିଆଲ ମିଡିଆରେ ଲେଖିଥିଲା

ମୁମ୍ବାଇ : ଏବେ ବାବା ସିଦ୍ଦିକି ହତ୍ୟା ମାମଲାରେ ଏକ ନୂଆ ମୋଡ଼ ଆସିଛି। କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ତାଙ୍କ ଗ୍ୟାଙ୍ଗ ସଦସ୍ଯଙ୍କ ଏକ ଫେସବୁକ୍ ପୋଷ୍ଟ ଭାଇରାଲ ହେବାରେ ଲାଗିଛି…

କାରର ଝରକାକୁ ନେଇ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି,ଶୀଘ୍ର ଜାଣି ନିଅନ୍ତୁ।

ନୂଆଦିଲ୍ଲୀ : ନିକଟରେ କେରଳ ହାଇକୋର୍ଟ କାରର ଝରକା ଉପରେ କଳା ଫିଲ୍ମ ଉପରେ ଏକ ଐତିହାସିକ ରାୟ ଦେଇ କହିଛନ୍ତି ଯେ କାରର ଝରକା ଉପରେ କଳା ଫିଲ୍ମ କିମ୍ବା କୁଲିଂ ଫିଲ୍ମକୁ ବନ୍ଦ କରିବା ଠିକ୍ ହେବ ନାହିଁ।…

ମା ସୁରେଶ୍ଵରୀଙ୍କ ପୀଠରେ ଆୟୋଜିତ ନବ ଦିନାତ୍ମକ ଚଣ୍ଡୀ ଯଜ୍ଞ ଉଦଯାପିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସମଗ୍ର ବିଶ୍ୱର କଲ୍ୟାଣ ଓ ଜିଲ୍ଲାର ବିକାଶ ପାଇଁ ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠରେ ନବରାତ୍ରି ଅବସରରେ ଗତ ୩ ତାରିଖରୁ ୧୨ ତାରିଖ ଦଶହରା ଯାଏ ଅନୁଷ୍ଟିତ ହୋଇଥିବା ନବ…

ରଥପୁର ଦୁର୍ଗାପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ସ୍ଥିତ ଦୁର୍ଗାପୂଜା କମିଟି ଓ ମାହେଶ୍ଵରୀ ସେନା ର ମିଲିତ ଆନୁକୁଲ୍ୟରେ ସ୍ଥାନୀୟ ଦୁର୍ଗା ମଣ୍ଡପ ଠାରେ ସ୍ବେଚ୍ଛାକୃତ ରକ୍ତଦାନ…

ପୁରୀ ବୈଷ୍ଣବୀ ଦେବୀ ମନ୍ଦିରରେ ଦଶହରା ପୂଜା ଧୂମଧାମ ର ସହିତ ପାଳନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ପୁରୀ ଭିଆଇପି ରୋଡ଼ ସ୍ଥିତ ଶକ୍ତି ଇଣ୍ଟରନେସନାଲ ହୋଟେଲ ସାଇଡ ଗଳିରେ ମା ବୈଷ୍ଣବୀ ଦେବୀଙ୍କ ମନ୍ଦିରରେ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ବିଜୟା ଦଶମୀ ପୂଜା ଧୂମଧାମ ର ସହିତ…

ମାଲେସିଆ ଆନ୍ତର୍ଜାତିୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ସନ୍ତୋଷ କୁମାରଙ୍କୁ ରୌପ୍ୟ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ) : ମାଲେସିଆର କୁଆଲାଲୁମ୍ପୁର ଠୀରେ ଆୟୋଜିତ ହୋଇଥିବା ଓପନ ଆଥଲେଟିକ୍ସ ଚାମ୍ପିଅନସିପ୍ରେ ପ୍ରଥମ ଦିନରେ ଶ୍ରୀ ପଧାନ ତାଙ୍କର ବ୍ୟକ୍ତିଗତ ଇଭେଣ୍ଟ ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁରେ ଦ୍ଵିତୀୟ ସ୍ଥାନ ଅଧିକାର…

କୋଟସମଲାଇରେ ସାର୍ବଜନୀନ ଦୁର୍ଗାପୂଜା,ଚଳିତ ବର୍ଷ ୫୦ ବର୍ଷରେ ପଦାର୍ପଣ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଠାରେ ଚଳିତ ବର୍ଷ ୫୦ତମ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି। ୧୯୭୫ମସିହାରୁ ନିରବଚ୍ଛିନ୍ନ ଭାବରେ ମହାସମାରୋହରେ ଦୁର୍ଗାପୂଜା ହେଉଅଛି। ଚଳିତବର୍ଷ ୫୦ତମ ହୋଇଥିବାରୁ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ପାଳନ…

ନବରାତ୍ରର ଅନ୍ତିମ ଦିନରେ ମା’ ସୁରେଶ୍ଵରୀ ଙ୍କ ମହିଷାମର୍ଦ୍ଦିନୀ ବେଶ

ସୁବର୍ଣ୍ଣପୁର (ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ) “ଯାଦେବୀ ସର୍ବଭୂତେଷୁ ଦୁର୍ଗା ରୂପେଣସଂସ୍ଥିତା ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋନମଃ”ହିନ୍ଦୁଧର୍ମାବଲମ୍ବୀଙ୍କ ପାଇଁ ଶାରଦୀୟ ନବରାତ୍ର ପୂଜା ବହୁତ ପବିତ୍ର ଓ ମହତ୍ତ୍ୱପୁର୍ଣ୍ଣ କୁହାଯାଏ।ଏହି ସମୟରେ ପୂଜାର୍ଚ୍ଚନା କରାଯିବା ଦ୍ୱାରା ମନୋବାଞ୍ଛିତ ଫଳପ୍ରାପ୍ତ ହୁଏ ବୋଲି ପୁରାଣଗ୍ରନ୍ଥ…

ମାଲେସିଆ ଗ୍ରସ୍ତରେ ଆନ୍ତର୍ଜାତିୟ ମାଷ୍ଟର କ୍ରୀଡାବିତ ସନ୍ତୋଷ କୁମାର ପଧାନ

ବରଗଡ ( ରିପୋର୍ଟ – ମୁକୁନ୍ଦ ଦାସ ): ଆସନ୍ତା ଅକ୍ଟୋବର ୧୧,୧୨,୧୩ ତାରିଖରେ ମାଲେସିଆର କୁଆଲାଲୁମ୍ପୁର ଠୀରେ ଆୟୋଜିତ ହେଢୠଥିବା 36ତମ ଆନ୍ତର୍ଜାତିୟ ମାଲେସିଆନ୍ ଓପନ୍ ମାଷ୍ଟର ଆଥଲେଟିକ ଚାମ୍ପିୟନ ସିପ୍ ରେ ଭାରତ ମାଷ୍ଟର ସଂଘ ପକ୍ଷରୁ ପ୍ରତିନିଧିତ୍ବ…

error: Content is protected !!