ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ପୁଣି ଥରେ ସନାତନ ଧର୍ମକୁ ଅସମ୍ମାନ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୁଦ୍ର ଜଳ ମଧ୍ୟରେ ଦ୍ୱାରକା ପୂଜାକୁ ଏକ ନାଟକ ବୋଲି ବର୍ଣ୍ଣନା କରିଛନ୍ତି । ପୁଣେରେ ହୋଇଥିବା ନିର୍ବାଚନ ରାଲିରେ ସେ କହିଛନ୍ତି ଯେ,…
Author: Shree khetra News
ବିବାହର ପାଞ୍ଚ ବର୍ଷ ପରେ ଯୌତୁକ ଜନିତ ହତ୍ୟା ଅଭିଯୋଗ
ଭୁବନେଶ୍ୱର :ଯୌତୁକ ପାଇଁ ତଣ୍ଟି ଚିପ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ ଏମିତି ଏକ ଘଟଣା ଘାଟିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ହରିକୁଣ୍ଡବରଡ଼ି ଗ୍ରାମ ର…
ମହାପ୍ରଭୁ ଶ୍ରୀ ଜଗନ୍ନାଥ ୧୯୦୫ ମସିହାରୁ ଦର୍ଶନ ଦେଇନାହାନ୍ତି ଦୁର୍ଲଭ ଶ୍ରୀ ରଘୁନାଥ ବେଶରେ
ଶେଷଥର ପାଇଁ ୧୯୦୫ ମସିହାରେ ମହାପ୍ରଭୁ ଭକ୍ତଙ୍କୁ ଏହି ଦୁର୍ଲଭ ବେଶରେ ବିଶ୍ଵବାସୀ ଦର୍ଶନ କରିଥିବାର ପ୍ରମାଣ ୧୯୦୫ ଏପ୍ରିଲ ୧୫ ତାରିଖ ରେ ଉତ୍କଳ ଦୀପିକା ନାମକ ଓଡ଼ିଆ ପତ୍ରିକାରେ ମୁଦ୍ରିତ ହୋଇଥିଲା। ମେ ୦୬ ୧୯୦୫,ଶନିବାରରେ ଶ୍ରୀକ୍ଷେତ୍ର ରେ…
ମହାରାଷ୍ଟ୍ରରେ ହାତ ଛାଡି ଏକନାଥ ସିନ୍ଧେଙ୍କ ହାତ ଧରିଲେ ପୁରୁଖା ନେତା ସଞ୍ଜୟ ନିରୁପମ
ମୁମ୍ବାଇ :ଖବରରୁ ପ୍ରକାଶ ଯେ ମହାରାଷ୍ଟ୍ର କଂଗ୍ରେସରୁ ପୁରୁଖା ନେତା ସଞ୍ଜୟ ନିରୁପମ ଇତିମଧ୍ୟରେ ଇସ୍ତଫା ଦେଇ ଏକନାଥ ସିନ୍ଧେଙ୍କ ଶିବସେନା ଦଳରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେଇଛନ୍ତି। ସାମ୍ବାଦିକ ସମିଳନୀରେ ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀ ନିରୁପମଙ୍କ ସ୍ୱାଗତ କରିବା ସହିତ ଦୀର୍ଘ…
ଭୁବନେଶ୍ୱରରୁ ପ୍ରାର୍ଥିପତ୍ର ଦାଖଲକଲେ ମନ୍ମଥ ରାଉତରାୟ
ଖୋର୍ଦ୍ଧା: ଭୁବନେଶ୍ୱରରୁ ନିର୍ବାଚନ ରାଣାଙ୍ଗନରେ ଅବତୀର୍ଣ୍ଣ ବିଜେଡିର ସାଂସଦ ପ୍ରାର୍ଥୀ କ୍ୟାପ୍ଟେନ୍ ମନ୍ମଥ ରାଉତରାୟ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶଗଡ଼ ଗାଡ଼ିରେ ମନ୍ମଥଙ୍କ ଶୋଭାଯାତ୍ରା ସ୍ଥାନୀୟ ମୁକୁନ୍ଦପ୍ରସାଦ ଅସୁରଢ଼ିପଠାରୁ ତିନିଟି ବଳଦ ଯୋଚା ଯାଇଥିବା ଶଗଡ଼ଗାଡ଼ିରେ ଶୋଭାଯାତ୍ରାରେ ବାହାରିଥିଲେ। ଶୋଭାଯାତ୍ରାରେ…
ଦଳୀୟ ପ୍ରଚାରରୁ ଦେବୀ, ଦେବତା ବି ବାଦ ପଡିଲେନି
ଭୁବନେଶ୍ୱର : ଦଳୀୟ ପ୍ରଚାରରୁ ଓଡିଶାପ୍ରସିଦ୍ଧ ମା ଚର୍ଚ୍ଚିକାଙ୍କୁ ବି ବାଦପଡିଲେନି। ମାଆ ଚର୍ଚ୍ଚିକାଙ୍କୁ ଲାଗି ହୋଇଛି ବିଜେଡିର ଦଳୀୟ ଶଙ୍ଖ ଚିହ୍ନର ଶାଢ଼ୀ। ଏଭଳି କଛି ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କ ମନ୍ଦିରରେ।…
ଭାଜପା ବିଧାୟକ ପାର୍ଥୀ ପୃଥିବୀରାଜ ହରିଚନ୍ଦନ ଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର :ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି…
ମୋଦୀ ବ୍ରିଗେଡରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସୁଛନ୍ତି କଟକ
ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଆସୁଛନ୍ତି ବିଦେଶ ମନ୍ତ୍ରୀ ।କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ୫ତାରିଖରେ କଟକରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ମଇଦାନକୁ…
ଭାରତୀୟ ନିର୍ବାଚନରେ ପାକିସ୍ତାନର ଏଣ୍ଟ୍ରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଆନନ୍ଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ସେ କଂଗ୍ରେସ ଦଳକୁ କଡା ଭାଷାରେ ସମାଲୋଚନର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କଂଗ୍ରେସ ଏଠାରେ ମରୁଛି ଏବଂ…
KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟ ଫର୍ଣ୍ଣେସ୍ ବିସ୍ଫୋରଣ
ଭୁବନେଶ୍ୱର : ଭାୟାବହ ବିସ୍ଫୋରଣ ଘଟିଛି କେନ୍ଦୁଝର ଜିଲ୍ଲା ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ। ଭୟଙ୍କର ବିସ୍ଫୋରଣରେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଗୁରୁତର ମାନଙ୍କର ପରିଚୟ ମିଳିପାରି ନାହିଁ।ରୁଗୁଡ଼ି…