ପୁରୀ ଜିଲ୍ଲାରେ ସ୍କାଉଟ୍ ଗାଇଡ୍‌ର ପ୍ରତିଷ୍ଠା ଦିବସ ପାଳିତ

ପୁରୀ (ସମୀର ରଞ୍ଜନ ନାୟକ) :୧୯୦୭ ମସିହା ନଭେମ୍ବର ୭ ତାରିଖରେ ବିଶ୍ଵରେ ପ୍ରଥମ କରି ସ୍କାଉଟ ଓ ଗାଇଡର ପ୍ରତିଷ୍ଠା ହୋଇଥିଲା । ତେଣୁ ପ୍ରତ୍ୟକ ବର୍ଷ ନଭେମ୍ବର ମାସ ୭ ତାରିଖକୁ ବିଶ୍ଵ ସଂଗଠନ ସ୍କାଉଟସ୍ ଓ ଗାଇଡ଼ସ୍‌ର…

ପୁରୀ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ :(ସମୀର ରଞ୍ଜନ ନାୟକ): ପୁରୀ ପୋଲିସ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଆଡ଼ମ୍ବର ପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରାୟ ୧୦ ଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା…

ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଶସକ୍ତି କରଣ ବିଭାଗ ପକ୍ଷରୁ…

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଉତ୍ସାହ ଓ ମହକ ଆୟୋଜିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁବର୍ଣ୍ଣପୁର ଦ୍ଵାରା ଆୟୋଜିତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କୁ ନେ଼ଇ ଜିଲ୍ଲା ସ୍ତରୀୟ ମହୋତ୍ସବ ଓ ମହକ କାର୍ଯ୍ୟକ୍ରମ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ହୋଇଯାଇଛି l ଏହା…

ଗ୍ରାମସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଂଚାୟତ ର କମଲପୁର ବୁଣାକାର ସୁବିଧା କେନ୍ଦ୍ର ପ୍ରାଙ୍ଗଣରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଙ୍କ ସହାୟତା ରେ ରେଆର ସୋନପୁର ଦ୍ୱାରା…

ୱାକଫ ଏକ ଟ୍ରିବୁନାଲ,କୋର୍ଟ ନୁହେଁ। କଂଗ୍ରେସ ପ୍ରଣୀତ ଆଇନକୁ କେରଳ ହାଇକୋର୍ଟଙ୍କ ଭର୍ତ୍ସନା

Waqf board issue : କେରଳ ହାଇକୋର୍ଟ ୱାକଫ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି, ଯେଉଁଥିରେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ୱାକଫ ଟ୍ରିବ୍ୟୁନାଲ ସତ୍ତ୍ୱେ, ପୁରୁଣା ୱାକଫ ବିବାଦ ସମ୍ବନ୍ଧୀୟ ଆଦେଶକୁ କାର୍ଯ୍ୟକାରୀ କରିବାର ଅଧିକାର ଦେୱାନୀ ନ୍ୟାୟାଳୟର…

ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ କରି କାନାଡାରେ ଅଷ୍ଟ୍ରେଲିଆ ଚ୍ୟାନେଲ ପ୍ରତିବନ୍ଧିତ

Canada India tension :କାନବେରାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ତାଙ୍କ ଅଷ୍ଟ୍ରେଲୀୟ ପ୍ରତିପକ୍ଷ ପେନି ୱଙ୍ଗ୍ଙ୍କ ସାମ୍ବାଦିକ ବାର୍ତ୍ତାଳାପ ସମୟରେ ଏକ ଅଷ୍ଟ୍ରେଲୀୟ ମିଡିଆ ଆଉଟଲେଟକୁ ଅବରୋଧ କରିଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଦିନ ଜଷ୍ଟିନ…

ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବିଡ଼ିଓଙ୍କ ଗିରଫ ଦାବି କଲା ରାଜ୍ୟ ସାମ୍ବାଦିକ ସଂଘ

ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ):ସାମ୍ବାଦିକଙ୍କୁ ଆକ୍ରମଣ ଯୋଗୁଁ ସାରା ରାଜ୍ୟର ସାମ୍ବାଦିକ ସଂଘ ନିନ୍ଦା କରିବା ସହ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଓ ଦାବିପତ୍ର ଦିଆଯାଇଛି।ନ୍ୟୁଜ 7 ର ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ତଥା ଏସ୍.ୟୁ.ଜେ…

ରାତିରେ ସ୍କୁଟି ପୋଡିଦେଲେ ଅଜଣା ଦୁର୍ବୃତ୍ତ

ବୁଗୁଡା (ସୋରେନ କୁମାର ପ୍ରଧାନ ): ବୁଗୁଡା ଏନ୍ଏସି ଅନ୍ତର୍ଗତ ବଡଦାଣ୍ଡ ସାହି ନିବାସୀ ସାଗର ପଣ୍ଡାଙ୍କ ସ୍କୁଟିକୁ ଅଜଣା ଦୁର୍ବୃତ୍ତ ପୋଡି ଦେଇଥିବା ଜଣାଯାଇଛି। ପ୍ରକାଶ ଯେ , ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ସାଗରଙ୍କ ସ୍କୁଟି ଘର…

ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ୧୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ…

error: Content is protected !!