କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଫ୍ୟାନ ସଙ୍ଗ୍ ମୁକ୍ତିଲାଭ କରିଛିl ‘ପିପୁଲସ୍ ସିଏମ ମୋହନ’ ଶୀର୍ଷକ ଏହି ଗୀତକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି।ଆଜି…
Author: Shree khetra News
ଚୋରା ଲୁହାପଥର ଟ୍ରକ ସମେତ ସ୍କୋର୍ପିଓ ଜବତ : ୫ ଗିରଫ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ବାମେଵାରୀ ଥାନା ଅନ୍ତର୍ଗତ ନୟାଗଡ଼ ସାଇଡିଂ ରୁ ବେଆଇନ ଭାବେ ଲୁହା ପଥର ପରିବହନ କରି ବାହାରୁ ଥିବା ଖବର ପାଇ ବାମେବାରି ପୋଲିସ ଗାଡି ଗୁଡିକୁ ପିଛା କରି ଦ୍ଧାତିକା ଛକ…
ଚମ୍ପୁଆ ବିଜେପିରେ ଗୋଷ୍ଠି କନ୍ଦଳ
କେନ୍ଦୁଝର/ଚମ୍ପୁଆ(ପ୍ରଦୀପ କୁମାର ମହାନ୍ତ): ଆଜି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚମ୍ପୁଆ ଗସ୍ତ ରେ ଆସୁଥିବା ବେଳେ ଚମ୍ପୁଆ ବିଜେପି ରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ଆଜି ଚମ୍ପୁଆ ପ୍ରେସ କ୍ଲବ ରେ ଦୁଇ ଗୋଷ୍ଠୀ ପରସ୍ପର ବିରୋଧ ରେ…
ଜନତା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ବରଗଡ (ମୁକୁନ୍ଦ ଦାସ): ବିଜ୍ଞାନର ପ୍ରଚାର ଓ ପ୍ରସାର ତଥା ବିଜ୍ଞାନକୁ ଲୋକାଭିମୁଖୀ କରିବା ସହିତ ଜନ କଲ୍ୟାଣମୂଳକ କାର୍ଯ୍ୟରେ ଏହାର ପ୍ରଯୋଗ କରିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ଭାରତ ବର୍ଷରେ ଫେବୃୟାରୀ ମାସ ୨୮…
ଶ୍ରୀମନ୍ଦିର ପରିଚାଳନା କମିଟିର ନିଯୁକ୍ତି ପ୍ରକ୍ରିୟାକୁ ସେବାୟତଙ୍କ ବିରୋଧ
ପୁରୀ (ଜିତେନ୍ଦ୍ର କୁମାର ସାବୁତ): ପ୍ରକାଶ ଯେ ନିକଟରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଓଏସ୍ଏସ୍ସି ଜରିଆରେ ଶ୍ରୀମନ୍ଦିରର ସବୁ ନିଯୁକ୍ତି ପ୍ରକ୍ରିୟା କରିବାକୁ ନିଷ୍ପତ୍ତି ହୋଇଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ଵର ସହିଦନଗରରେ ଏମ୍/ଏସ୍…
ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ପକ୍ଷରୁ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଇନ ସେବାରେ ନିୟୋଜିତ ପ୍ରାରମ୍ଭିକ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ…
ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ଧର୍ମଶାଳା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣଠାରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମବିଭାଗ ଦ୍ୱାରା ଓଡିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ…
ସୋନପୁର ମଡେଲ ଡିଗ୍ରୀ କଲେଜ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସି.ଭି.ରମଣ ଦ୍ୱାରା ରମଣ ପ୍ରଭାବର ଆବିଷ୍କାରକୁ ମାନ୍ୟତା ଦେବା ନିମନ୍ତେ ପ୍ରତ୍ୟେକ ବର୍ଷ ଫେବୃଆରୀ ୨୮ ତାରିଖକୁ ବିଜ୍ଞାନ ଦିବସ ଭାବେ ପାଳନ କରାଯାଉ ଥିବାବେଳେ ଏହି ପରିପ୍ରେକ୍ଷୀରେ ଆଜି ସୁବର୍ଣ୍ଣପୁର ମଡେଲ ଡିଗ୍ରୀ…
ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ମହିଳା ଦିବସରେ ଦ୍ବିତୀୟ କିସ୍ତି ଟଙ୍କା ଦିଆଯିବ ।
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) : ମାର୍ଚ୍ଚ ୮ରେ ମିଳିବ ‘ସୁଭଦ୍ରା’ ଯୋଜନାରେ ୨ୟ କିସ୍ତି ଟଙ୍କା। ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରାଯିବ । ଟଙ୍କା ବଣ୍ଟନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ସୂଚନା ଦେଇଛନ୍ତି।ଉପମୁଖ୍ୟମନ୍ତ୍ରୀ କହିଛନ୍ତି,…
ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ଵଳ ହୋଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…
