ଭୁବନେଶ୍ୱର :ଆଜି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ଵୀରାଜ ହରିଚନ୍ଦନ ଏକ ବିରାଟ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ତଥା ଚିଲିକା ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଧିକାରୀଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି…
Author: Shree khetra News
ମୋଦୀ ବ୍ରିଗେଡରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆସୁଛନ୍ତି କଟକ
ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସପକ୍ଷରେ ପ୍ରଚାର କରିବାପାଇଁ ଆସୁଛନ୍ତି ବିଦେଶ ମନ୍ତ୍ରୀ ।କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଆସନ୍ତା ୫ତାରିଖରେ କଟକରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ମଇଦାନକୁ…
ଭାରତୀୟ ନିର୍ବାଚନରେ ପାକିସ୍ତାନର ଏଣ୍ଟ୍ରି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ଆନନ୍ଦରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ସଭାରେ ସେ କଂଗ୍ରେସ ଦଳକୁ କଡା ଭାଷାରେ ସମାଲୋଚନର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ କଂଗ୍ରେସ ଏଠାରେ ମରୁଛି ଏବଂ…
KJS ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟ ଫର୍ଣ୍ଣେସ୍ ବିସ୍ଫୋରଣ
ଭୁବନେଶ୍ୱର : ଭାୟାବହ ବିସ୍ଫୋରଣ ଘଟିଛି କେନ୍ଦୁଝର ଜିଲ୍ଲା ସ୍ଥିତ ଏକ ଷ୍ଟିଲ ପ୍ଲାଣ୍ଟରେ। ଭୟଙ୍କର ବିସ୍ଫୋରଣରେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି। ଗୁରୁତର ମାନଙ୍କର ପରିଚୟ ମିଳିପାରି ନାହିଁ।ରୁଗୁଡ଼ି…
କଲ୍ୟାଣ ଜୁଏଲାରୀରେ ଏସି ବିସ୍ଫୋରଣ
କର୍ଣ୍ଣାଟକର ବେଲାରୀ କଲ୍ୟାଣ ଜୁଏଲର୍ସରେ ସର୍ଟ ସର୍କିଟ ଯୋଗୁଁ ଏସି ବିସ୍ଫୋରଣ ଘଟି ଚାରି ଜଣ ଗୁରୁତର ଆହତ ହୋଇଛନ୍ତି । ବେଲାରୀ-ବେଙ୍ଗାଲୁରୁ ରାସ୍ତାରେ ଥିବା କଲ୍ୟାଣ ଜୁଏଲାରୀ ଦୋକାନରେ ଏହି ଘଟଣା ଘଟିଛି। ହଠାତ୍ ଏସି ବିସ୍ଫୋରଣ ଯୋଗୁଁ ଦୋକାନରେ…
ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସାତଫେରା ବିନା ବିବାହ ନୁହେଁ ବୈଧ ।
ହିନ୍ଦୁ ବିବାହ ଏକ ସଂସ୍କାର, ଏହା ନୃତ୍ୟ ସଙ୍ଗୀତ କିମ୍ବା ଭୋଜିଭାତର ଅବସର ନୁହେଁ । ସାତଫେରା ନୁହେଁ ଅନ୍ୟ ଛୋଟ ଛୋଟ ରୀତି,ନୀତି ନିୟମ ମଧ୍ୟ ପାଳନ କରିବାକୁ ହେବ, ନଚେତ ଏହି ବିବାହକୁ କେବେ ବି ବୈଧ କୁହାଯାଇ…
ସୁଜାତା ପାଣ୍ଡିଆନଙ୍କ ଉପରେ ଅଙ୍କୁଶ ଲଗାଇଲେ ନିର୍ବାଚନ ଆୟୋଗ
ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିଜେପି କେନ୍ଦ୍ରୀୟ ନେତୃତ୍ୱ । ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଏନେଇ ଫେରାଦ ହୋଇ ବିଜେପିର ବରିଷ୍ଠ ନେତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ରାଜୀବ…
ହିଞ୍ଜିଳି ପରେ କଣ୍ଟାବାଞ୍ଜି ରୁ ନାମାଙ୍କନ ଭରିଲେ ନବୀନ
ଟିଟିଲାଗଡ:ପୂର୍ବରୁ ନିଜ ପାରମ୍ପରିକ ହିଞ୍ଜିଳି ଆସନରେ ନାମାଙ୍କନ ଭରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଝି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କଲେ । ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି ନବୀନ । ନାମାଙ୍କନପତ୍ର ଦାଖଲ…
ରାଜ୍ୟ ପ୍ରଶାସନ ତରଫରୁ ପ୍ରାକ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତଭୁବନେଶ୍ୱର :ଚଳିତ ବର୍ଷ ଗ୍ରୀଷ୍ଣକାଳୀନ ବାତ୍ୟା ସମ୍ଭାବନାକୁ ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ପ୍ରାକ୍…
