ସୁଭଦ୍ରା ଯୋଜନା ନିମନ୍ତେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମୀକ୍ଷା ବୈଠକ ଅନୁଷ୍ଠିତ

ମୟୁରଭଞ୍ଜ (ରିପୋର୍ଟର ଜିତେନ୍ଦ୍ର ରାଜ):ରାଜ୍ୟରେ ନେତୃତ୍ୱ ପରିବର୍ତନ ପରେ ନୂତନ ମୋହନ ମାଝୀ ସରକାରଙ୍କ ବହୁ ପ୍ରତିକ୍ଷୀତ ଓ ଚର୍ଚ୍ଚିତ ନିର୍ବାଚନୀ ଘୋଷଣା ” ସୁଭଦ୍ରା ଯୋଜନା “ର ମାର୍ଗଦର୍ଶିକା ଗତକାଲି ଜାରୀ ହେବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନିକ…

ଅମିତ ଶାହାଙ୍କ ସହ ସାକ୍ଷାତ କଲେ ଚମ୍ପାଇ ସୋରେନ,ଅଗଷ୍ଟ ୩୦ରେ ବିଜେପିରେ ଯୋଗଦେବେ

ରାଞ୍ଚି : ବିଶିଷ୍ଟ ଆଦିବାସୀ ନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ଚମ୍ପାଇ ସୋରେନ ଅଗଷ୍ଟ ୩୦ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ଆସାମର ମୁଖ୍ଯମନ୍ତ୍ରୀ ହିମାନ୍ତ ବିଶ୍ୱ ଶର୍ମା ଏହି ଘୋଷଣା କରିଛନ୍ତି।୮୧ଟି ବିଧାନସଭା ଆସନ ଥିବା…

ଜାମ୍ମୁ-କାଶ୍ମୀରରେ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ନେତାଙ୍କ ଭାଷଣ ଭାଇରାଲ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ କିଏ ସରକାର ଗଠନ କରିବ? ଏହି ପ୍ରଶ୍ନର ଉତ୍ତର ଅକ୍ଟୋବର ୪ ତାରିଖରେ ମିଳିବ। ଇତି ମଧ୍ଯରେ, ସମସ୍ତ ଦଳ ନିର୍ବାଚନ ପ୍ରଚାରକୁ ଦ୍ରୁତ ଗତିରେ ବିସ୍ତାର କରିବା ଆରମ୍ଭ କରିଛନ୍ତି, ଏହି ସମୟରେ, ସମସ୍ତ ଦଳ…

ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡିଶା ଗସ୍ତ ସମ୍ଭାବନା

ଭୁବନେଶ୍ୱର : ମହିଳାମାନଙ୍କ ପାଇଁ ରାଜ୍ଯରେ ବିଜେପି ସରକାରଙ୍କ ଏକ ଉଚ୍ଚାଭିଳାଷୀ ଯୋଜନା ‘ସୁଭଦ୍ରା ଯୋଜନା’ ର ଶୁଭାରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ରେ ଓଡ଼ିଶା ଗସ୍ତ କରିବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

ରାଜଧାନୀରେ ଅବକାରୀ ଚଢ଼ାଉ

ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ଭୁବନେଶ୍ୱରରେ ଅବକାରୀ ପକ୍ଷରୁ ଚଢ଼ାଉ ହୋଇ ଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଆଜି ରାଜଧାନୀର ନୟାପଲ୍ଲୀ ନୀଳକଣ୍ଠନଗରରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଘଟଣାସ୍ଥଳରୁ ବ୍ୟାପକ ଦେଶୀ…

ଆଇନମନ୍ତ୍ରୀ କହିଲେ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଉପରେ ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଗାମୀ ଦିନରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ତଦନ୍ତ କମିଶନ ରିପୋର୍ଟ ଓ ଅନ୍ୟ ଦିଗ ସଂପର୍କରେ ଶୀଘ୍ର ନିଷ୍ପତ୍ତି ନିଆଯିବ । ସାର୍ବଜନୀନ ହେବ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ…

ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧୀଙ୍କ ଜନ୍ମାଷ୍ଟମୀ ଶୁଭେଚ୍ଛା ଦେଖି କ୍ରୋଧିତ ହିନ୍ଦୁ ବ୍ୟବହାରକାରୀ

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଛି। ପ୍ରତିବର୍ଷ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଏହି ପର୍ବ କୃଷ୍ଣ ଜନ୍ମୋତ୍ସବ ଭାବରେ ପାଳନ କରାଯାଏ | କଂଗ୍ରେସ ନେତା ତଥା ରାଯ଼ବରେଲି ସାଂସଦ ରାହୁଲ…

ଓଡିଶାରୁ କୁକୁଡ଼ା ନେବନି ପଶ୍ଚିମବଙ୍ଗ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ଭୟ ଭିତରେ ଆରମ୍ଭ ହେଲା କୁକୁଡା ମରା ଅଭିଯାନ। ୨୦ ହଜାରରୁ ଅଧିକ କୁକୁଡା ମାରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଗତକାଲି ସଂଧ୍ୟାରୁ ଆଜି…

ମହିଳାଙ୍କୁ ଅପହରଣ ଓ ବଳାତ୍କାର: କରଞ୍ଜିଆରୁ ମହିଳା ଉଦ୍ଧାର ଯୁବକ ଗିରଫ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ):କେନ୍ଦୁଝର ଜିଲା ପାଟଣା ପୋଲିସ ରବିବାର ଜଣେ ମହିଳାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ବିବାହିତ ଯୁବକଙ୍କୁ ଗିରଫ କରିଛି ଗିରଫ ଯୁବକ ଜଣକ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କରଞ୍ଜିଆ ୱାର୍ଡନମ୍ବର ୧୩…

କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ): ଜନ୍ମାଷ୍ଟମୀ ଅବ୍ୟହତି ପୂର୍ବରୁ କରଞ୍ଜିଆ ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ର ଛାତ୍ରୀ କୃଷ୍ଣ ଙ୍କ ବେଶରେ ସଜେଇ ହୋଇ ବିଭିନ୍ନ ନୃତ୍ୟ ଓ ଅଭିନୟ କରିଥିଲେ ଭାରତୀୟ ସଂସ୍କୁତି ଓ ପରମ୍ପରା ବିଷୟରେ…

error: Content is protected !!