ଶିବ ମନ୍ଦିରରୁ ଚୋରୀ, ଆସାମୀକୁ ୩ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚନ୍ଦ୍ରଶେଖର ଶିବ ମନ୍ଦିରରୁ ଚୋରି ମାମଲାର ବିଚାର କରି ଚମ୍ପୁଆ ମାନ୍ୟବର ଚମ୍ପୁଆ ଏସଡି ଜେଏମ ଅଭିଯୁକ୍ତକୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ କି ଗତ ଦୁଇହଜାର ଉଣେଇଶ ମସିହା ଏପ୍ରିଲ…

ଶ୍ରୀକ୍ଷେତ୍ରର ବିଭିନ୍ନ ଥାନା ଅଧିନରେ ଚାଲିଛି ମୋଟର ଭେଇକିଲ ଚେକିଙ୍ଗ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ସହରର ବିଭିନ୍ନ ଥାନା ଅଧିନରେ ଚାଲିଛି ମୋଟର ଭେଇକିଲ ଚେକିଙ୍ଗ। ସହରର ବିଭିନ୍ନ ଛକ ଜାଗା ମୁଣ୍ଡରେ ଚେକ ପୋଷ୍ଟ କରି ଜଗିରହିଛନ୍ତି ଆରକ୍ଷୀ ଅଧିକାରୀ ବୃନ୍ଦ କିନ୍ତୁ ନାହାନ୍ତି ମୋଟର ଭେଇକିଲ ଅଧିକ୍ଷକ ବା…

ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହେବ ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ଆସନ୍ତା ଫେବୃଆରୀ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହେବ ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ। ଶ୍ରୀମନ୍ଦିର ଟ୍ରଫି ନାମରେ ଆୟୋଜିତ ଏହି କ୍ରିଡାରେ ୧୪ ଟି ଟିମ୍…

ମା’ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୯ମ ବାର୍ଷିକୋତ୍ସବ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ବାଲିପଦର ଗ୍ରାମସ୍ଥ ମା’ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ ସ୍ବପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ସଭାନେତ୍ରୀ ପୁଷ୍ପାଞ୍ଜଳି ବାଡତ୍ୟାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ଯ…

ଆୟୁଷ ଡାକ୍ତରଙ୍କ ବିରୁଦ୍ଧରେ ଅଭିଯୋଗ , ତଦନ୍ତ ପାଇଁ ପହଞ୍ଚିଲା ଜିଲ୍ଲା ସ୍ତରୀୟ ଟିମ୍

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର-୨ରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାର୍ଥକ ସଂକେତ ବିଶ୍ବାଳଙ୍କ ବେଆଇନ କାର୍ଯ୍ୟକଳାପ ସମ୍ପର୍କେ ଦର୍ଶାଇ ତାଙ୍କ ବିରୁଦ୍ଧରେ ବୁଗୁଡାର କେତେକ ବ୍ଯକ୍ତିଙ୍କ ପକ୍ଷରୁ ଗତ ମାସରେ ଗଞ୍ଜାମ ଜିଲ୍ଲା ମୁଖ୍ୟ…

ରାଜ୍ୟସ୍ତରୀୟ ଓଡିଶା ଲୋକକଳା ମହୋତ୍ସବରେ ସମ୍ମାନିତ ହେଲେ ସନ୍ତୋଷ କୁମାର ପଧାନ

ବରଗଡ (ମୁକୁନ୍ଦ ଦାସ): ଗତ ୮ ରୁ ୧୦ ଫେବ୍ରୁଆରି ୨୦୨୫ ମାସରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଓଡିଶା ଲୋକକଳା ମହୋତ୍ସବ ଉଦଘାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ…

ଟ୍ରସ୍ଟଫନ୍ଡ ଡିଗ୍ରୀକଲେଜରେ ମହିଳାଙ୍କ ପାଇଁ ଆଇନ ସଚେତନା କାର୍ଯ୍ୟକ୍ରମ ପାଳନ |

ବରଗଡ (ମୁକୁନ୍ଦ ଦାସ) : ଟ୍ରସ୍ଟଫନ୍ଡ ଡିଗ୍ରୀକଲେଜ ବରଗଡ ଠାରେ ମହିଳା ମାନଙ୍କ ପାଇଁ ଆଇନ ସଚେତନା କାର୍ଯ୍ୟକ୍ରମ ପାଳନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମାନନୀୟା ଅତିରିକ୍ତ ଜିଲ୍ଲାପାଳ ମୋହଦୟା ଶ୍ରୀମତୀ ମଧୁଛନ୍ଦା ସାହୁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ…

ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ର ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ସାହାଣୀ ଙ୍କ ସଭାପତିତ୍ୱ…

ଖଲିଆପାଲି ଭୀମଭୋଇ ମହିମା ପୀଠର ତୃତୀୟ ସନ୍ଧ୍ୟା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାର ତୃତୀୟ ସନ୍ଧ୍ୟା ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବମୁଖର । ଉପଜିଲ୍ଲାପାଳ ସୋନପୁର ଡ଼ଃ…

ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଙ୍କ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ସୁବର୍ଣ୍ଣପୁର ସଦର ମହକୁମା ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ସମସ୍ତ ବ୍ଲକ ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l…

error: Content is protected !!