ଡାକ୍ତରଖାନାକୁ ରୋଗ ଦେଖାଇବାକୁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ଶିକାର ଅଭିଯୋଗ

ଭୁବନେଶ୍ୱର (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଡାକ୍ତରଖାନାକୁ ରୋଗ ଦେଖିବା ପାଇଁ ଆସିଥିବା ଦୁଇ ମହିଳା ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବା ଖବର ଆମ ହସ୍ତଗତ ହୋଇଛି। ମିଳିଥିବା ଖବର ଅନୁଯାଇ lଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀ ଦୁଷ୍କର୍ମର…

ହରଘର ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ): ଆଜି ପୂର୍ବାହ୍ନରେ ତାଳବଣିଆ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ହରଘର ତିରଙ୍ଗା ଅଭିଯାନର ଅଂଶବିଶେଷ ଏହି କାର୍ଯ୍ୟକ୍ରମ କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ,…

ବଡ଼ ଠାକୁର ପଡ଼ିଯିବା ଘଟଣାର ତଦନ୍ତ ଆରମ୍ଭ,ବଳଭଦ୍ରଙ୍କ ବାଡଗ୍ରାହୀଙ୍କୁ ପଚରା ଉଚରା

ପୁରୀ (ରିପୋର୍ଟ-ସମୀର ରଞ୍ଜନ ନାୟକ) : ଚଳିତ ବର୍ଷ ରଥଯାତ୍ରା ଆଡ଼ପମଣ୍ଡପ ବିଜେ ଗୋଟି ପହଣ୍ଡିବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳରେ ଖସି ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାଶ ମହାପାତ୍ରଙ୍କ ପୁଅ ଅନାଥ ହଳଧର ଦାଶ…

ହୋଟେଲ ଓ ମିଠା ଦୋକାନ ଗୁଡିକରେ ଖାଦ୍ୟ ଓ ସୁରକ୍ଷା ଟିମ ପକ୍ଷରୁ କେବେ ଚଢ଼ାଉ ହେବ

ପୁରୀ (ରିପୋର୍ଟ- ସମୀର ରଞ୍ଜନ ନାୟକ ): ଶ୍ରୀକ୍ଷେତ୍ରକୁ ରାତି ପାହିଲେ ହଜାର ହଜାର ସଂଖ୍ୟା ରେ ପର୍ଯ୍ୟଟନଙ୍କ ଆଗମନ ହୋଇ ଥାଏ ଏହାକୁ ଦୁଷ୍ଟି ରେ ରଖି ରାସ୍ତା କଡ଼ ଫୁଟ ପାଥ ଓ ଗାଳି କନ୍ଦିରେ ଗଢି ଉଠିଛି…

ବିଜେଡିକୁ ଝଟକା, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ଅବିଶ୍ୱାସ ପ୍ରସ୍ତାବରେ ହାରିଲେ

ଭବାନୀପାଟଣା : ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) କୁ ଏକ ବଡ଼ ଝଟକା ଲାଗିଛି। ଭବାନୀପାଟନା ପୌରପାଳିକାର ଅଧ୍ଯକ୍ଷ ସଂଜୁକ୍ତା ବେହରା ସୋମବାର ଦିନ କାଉନସିଲରମାନଙ୍କ ଦ୍ୱାରା ଆଗତ ଅବିଶ୍ୱାସ ପ୍ରସ୍ତାବରେ ହାରିଲେ। ସୂଚନା ଅନୁଯାୟୀ, ସମସ୍ତ କାଉନସିଲରମାନେ ଏକ…

ରାହୁଲ ଗାନ୍ଧୀଙ୍କୁ ନେଇ ଇଡି ପୁଣି ସକ୍ରିୟ ,ପଚରାଉଚରା ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ପ୍ରକାଶ କରିଥିଲେ ଯେ କେନ୍ଦ୍ରୀୟ ଏଜେନ୍ସି ଇଡି ତାଙ୍କୁ ପୁଣିଥରେ ପଚରାଉଚରା ପାଇଁ ଡାକିପାରେ। ସେ ସୂଚନା ଦେଇଛନ୍ତି ଯେ ସଂସଦରେ ଦିଆଯାଇଥିବା ତାଙ୍କ ଚକ୍ରବ୍ୟୁହ ଭାଷଣକୁ କିଛି ଲୋକ ବିରୋଧ…

ଓଡିଶାର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ବର (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏଥିଲାଗି ରାଜ୍ୟର ଅଧିକାଂଶ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହେଉଛି। ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଭୋର ସମୟରୁ ରାଜ୍ୟର ବିଭିନ୍ନ ଶୈବ…

ରାହୁଲ,ମମତା,ଷ୍ଟାଲିନଙ୍କ ପର୍ଯ୍ୟନ୍ତ ବାଂଲାଦେଶୀ ହିନ୍ଦୁଙ୍କ ପାଇଁ ସମସ୍ତଙ୍କ ପାଟି ସିଲେଇ ହୋଇଛି

ନୂଆଦିଲ୍ଲୀ : ପଡ଼ୋଶୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ନିର୍ଯ୍ଯ଼ାତନା ଉପରେ ଭାରତର ବିରୋଧୀ ନୀରବ ରହିଛନ୍ତି। କୌଣସି ପ୍ରମୁଖ ବିରୋଧୀ ଦଳ ନେତା ଏପର୍ଯ୍ଯ଼ନ୍ତ ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ଗୋଟିଏ ଶବ୍ଦ ମଧ୍ଯ କହିନାହାନ୍ତି। ଏହାକୁ ନେଇ ରାଜନୀତି ମଧ୍ଯ…

ହିଣ୍ଡେନବର୍ଗକୁ ନେଇ ବିଜେପି କହିଲା,ଦେଶର ଅର୍ଥାବ୍ୟବସ୍ଥାକୁ ନଷ୍ଟ କରିବାକୁ ଚାହୁଁଛି କଂଗ୍ରେସ

ନୂଆଦିଲ୍ଲୀ : ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ହିଣ୍ଡେନବର୍ଗ ରିସର୍ଚ୍ଚର ସଦ୍ଯତମ ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ଏହି ବାହାନାରେ ସେ କଂଗ୍ରେସ, ଏହାର ସହଯୋଗୀ ଏବଂ ଟୁଲକିଟ୍ ଗ୍ୟାଙ୍ଗକୁ ମଧ୍ଯ ଘେରାବନ୍ଦୀ କରିଥିଲେ। ସୋମବାର ବିଜେପି ମୁଖ୍ୟାଳୟରେ ଏକ…

ପଶ୍ଚିମବଙ୍ଗ ଶ୍ରମିକଙ୍କ ଉପରେ ଆକ୍ରମଣ,ଧ୍ୟାନ ଦେବାକୁ ମୋହନ ମାଝୀଙ୍କୁ ଅନୁରୋଧ କଲେ ମମତା

ପଶ୍ଚିମବଙ୍ଗ : ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ରବିବାର ଦିନ ତାଙ୍କ ଓଡ଼ିଶା ପ୍ରତିପକ୍ଷ ମୋହନ ଚରଣ ମାଝୀଙ୍କୁ ଫୋନ କରି ରାଜ୍ଯର ଶ୍ରମିକଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ରବିବାର ଜଣେ ବରିଷ୍ଠ ଅଧିକାରୀ ଏହି…

error: Content is protected !!