ଅପରାହ୍ନ ପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ ଖବର

ସୂଚନାନୁଯାଇ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଜାରି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟ ସୂତ୍ରରୁ ସୂଚନା…

ଇଣ୍ଡିଆ ଆଉଟ କ୍ୟାମ୍ପେନର ପରିଣତି

ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି ଦିନ ପରେ…

ତ୍ରୁଟି ମିଳିଲେ ଅଧ ଘଣ୍ଟାରେ ଅତିରିକ୍ତ ଇଭିଏମ୍ ର ବ୍ଯବସ୍ଥା ହେବ – ନିର୍ବାଚନ କମିଶନ

ଭୁବନେଶ୍ୱର :ଆଜି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ଚତୁର୍ଥ ପର୍ଯ୍ଯାୟ ପାଇଁ ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ଆରମ୍ଭ ହୋଇଛି। ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ ଦେଉଛି ଓଡ଼ିଶା ବୋଲି…

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବାକଯୁଦ୍ଧ

ଚଳିତ ନିର୍ବାଚନରେ ପ୍ରଥମଥର ଓଡ଼ିଶାରେ ଦେଖିବାକୁ ମିଳିଛି ଜଣେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ। କନ୍ଧମାଳ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେଭଳି ବୟାନରେ ଆକ୍ରମଣ କରିଥିଲେ…

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି , ମିଳିଲା ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି ।ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ…

ଅନଲାଇନ ବେଟିଂ ଖେଳର କରୁଣ ପରିଣତି

ଝାରସୁଗୁଡା :ଏକ ହୃଦୟ ବିଦାରକ ଘଟଣା କ୍ରମରେ କାର ଭିତରୁ ବାପା,ମା’ ଝିଅଙ୍କ ମୃତଦେହ ଉଦ୍ଧାର I ମୃତକଙ୍କ ଘର ବ୍ରଜରାଜ ନଗର ଓରିଏଣ୍ଟ ଥାନା ଅଞ୍ଚଳରେ ହୋଇଥିବାବେଳେ ଗତକାଲି ଠାରୁ ଏମାନେ ନିଖୋଜ ଥିଲେ I ସମସ୍ତଙ୍କ ମୁଣ୍ଡରେ ଗୁଳି…

ଭାରତୀୟଙ୍କ ରଙ୍ଗକୁ ନେଇ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ ପିତ୍ରୋଡା

ପୂର୍ବ ଭଳି ପୁଣି ଥରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ତାଙ୍କ ବୟାନକୁ ନେଇ ଆଲୋଚନା ଓ ବିରୋଧ ତୀବ୍ର ହେବାରେ ଲାଗିଛି। ସୂଚନାଯୋଗ୍ୟ, ‘ଦ ଷ୍ଟେଟ୍ସମ୍ୟାନ’କୁ ଏକ ସାକ୍ଷାତକାରରେ…

କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଅବତରଣ କରିନପାରି ଫେରିଲା ଝାରସୁଗୁଡା

ଭୁବନେଶ୍ୱର : ଆଜି କାଳବୈଶାଖୀ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟର ଭୁବନେଶ୍ବରରେ ଅବତରଣ କରିପାରିଲା ନାହିଁ। ବହୁ ସମୟ ଧରି ଭୁବନେଶ୍ବର ଆକାଶରେ ଉଡିବା ପରେ ମଧ୍ୟ ଅବତରଣ ପାଇଁ ଅନୁମତି ନ ମିଳିବାରୁ ଶେଷରେ ହେଲିକାପ୍ଟରକୁ ଝାରସୁଗୁଡା ଫେରାଇ ନିଆଯାଇଛି। ଖଡିଆଳ…

ପାକିସ୍ତାନ ହାତରେ ଚୁଡ଼ି ପିନ୍ଧିନି-ଫାରୁକ ଅବଦୁଲା ଦେଲେ ରାଜନାଥ ବିବୃତି ଉପରେ ପ୍ରତିକ୍ରିୟା

ଜାମ୍ମୁ : କେନ୍ଦ୍ରୀୟ ରକ୍ଷାମନ୍ତ୍ରୀଙ୍କ ପିଓକେ ଉପରେ ଦେଇଥିବା ବିବୃତି ଉପରେ ଇତିମଧ୍ୟରେ ଜାମ୍ମୁ, କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଓ ଏନସିପି ନେତା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ପାକିସ୍ତାନ ହାତରେ ଚୁଡ଼ି ପିନ୍ଧି ବସିନି ସେ ପରମାଣୁ ଶକ୍ତି…

ନୁପୁର ଶର୍ମା, ରାଜା ସିଂ ଙ୍କ ଭଳି ହିନ୍ଦୁତ୍ୱବାଦୀ ବିଜେପି ନେତାଙ୍କୁ ହତ୍ୟା କରିବା ଯୋଜନା ପଣ୍ଡ

ଗୁଜୁରାଟ ପୋଲିସ ଶୁକ୍ରବାର ଦିନ ଜଣେ ବ୍ୟକ୍ତି କୁ ଗିରଫ କରିଛି ଯେ କି କିଛି ବିଜେପିର ଆଗ ଧାଡିର ନେତା ଏବଂ ଏକ ଦକ୍ଷିଣପନ୍ଥୀ ସଂଗଠନର ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା । ଅଭିଯୁକ୍ତର ନାମ ମୌଲଭି ସୋହେଲ…

error: Content is protected !!
Powered by Joinchat