ୱାକଫ ସଂଶୋଧନ ବିଲ୍ କୁ ନେଇ ବିଜେଡିର ୟୁଟର୍ଣ୍ଣ

ନୂଆଦିଲ୍ଲୀ (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁର): ୱାକଫ ସଂଶୋଧନ ବିଲ୍ ସମ୍ବନ୍ଧରେ ଆଜି ରାଜ୍ୟସଭାରେ ମତଦାନ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଏ ସମ୍ପର୍କରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ ବିରୋଧୀଙ୍କ…

ସତ୍ୟଭାମାପୁରରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ

ଭୁବନେଶ୍ୱର : ଆଜିଠୁ ପାଳନ ହେବ ‘ଓଡ଼ିଆ ପକ୍ଷ’ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪…

କୁଆପଥର ବର୍ଷାର ତାଣ୍ଡବ; ସନ୍ଧ୍ୟା ସୁଦ୍ଧା ମୟୂରଭଞ୍ଜ ପୀଡିତଙ୍କୁ ସହାୟତା ମିଳିବ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।…

ଅଯଥାରେ ମହାନଦୀକୁ ନେଇ ବିଜେଡି ତାର ରାଜନୈତିକ ରୁଟି ସେକିବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମହାନଦୀ ଜଳ ବିବାଦକୁ ନେଇ ତେଜିଲା ରାଜନୀତି । ଗତକାଲି ଛତିଶଗଡ଼ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନେଇ ଆଲୋଚନା କରିଥିବାବେଳେ, ରବିବାର ଏହି ପ୍ରସଙ୍ଗରେ କଟାକ୍ଷ କରିଛି ବିଜେଡି ।ତେବେ ବିଜେଡିକୁ ଭର୍ତ୍ସନା କଲେ…

ମୋହନ ସରକାରଙ୍କ ବଡ଼ ନିଷ୍ପତ୍ତି; ବଦଳିଲା ସ୍କୁଲ ଆସିବା ସମୟ, ଏଣିକି

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଖରାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆସନ୍ତା ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ । ସକାଳ ୭ଟାରୁ ୯ ଟା ଯାଏ ଚାଲିବ ଅଙ୍ଗନବାଡ଼ି କେନ୍ଦ୍ର। ଖରାବଢ଼ିଲେ ଘରକୁ ପଠାଯିବ ଶୁଖିଲା ଖାଦ୍ୟ…

ରାଜ୍ୟରେ ବଢୁଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା, ୨୦୨୪ ସୁଦ୍ଧା ୬୩ ହଜାର ଚିହ୍ନଟ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ରାଜ୍ୟରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବାର ଦାବି କରୁଥିଲେ ମଧ୍ୟ ବାସ୍ତବପକ୍ଷେ ତାହା ସଂକ୍ରମଣ ହାରକୁ ହ୍ରାସ କରିବାରେ ସକ୍ଷମ…

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ, ଶେଷଦର୍ଶନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ଦିଲ୍ଲୀରେ ୮୩ ବର୍ଷ ବୟସରେ ହୋଇଛି । ସେ ଦିଲ୍ଲୀ ଏମସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।ସୂଚନାଯୋଗ୍ୟ, ୧୬ ଜୁଲାଇ ୧୯୪୧ରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ଅବିଭକ୍ତ…

ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା

ଭୁବନେଶ୍ୱର (ଶ୍ରୀକ୍ଷେତ୍ର ନ୍ୟୁଜ଼ ବ୍ୟୁରୋ): ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆସନ୍ତା ଏପ୍ରିଲ ପହିଲା ଦିନ ସାରା ରାଜ୍ୟରେ ଏହି ଯୋଜନା ସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ…

ଦୀର୍ଘଦିନର ପ୍ରତୀକ୍ଷା ପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ନୂଆ ଓଡିଶା ପିସିସି ମୁଖ୍ୟ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି2 କରି ଏନେଇ ସୂଚନା ଦେଇଛନ୍ତି । ଏହି ବିଜ୍ଞପ୍ତି…

ଓଡ଼ିଆ ସିନେମାର କିମ୍ବଦନ୍ତୀ ଉତ୍ତମ ମହାନ୍ତି ଗୁରୁତର

ଭୁବନେଶ୍ୱର : ଓଲିଉଡ୍‌ର ଭେଟରାନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ହୋଇଛନ୍ତି। ୩ ଦିନ ତଳୁ କିମ୍ସରେ ଆଡ଼ମିଶନ ହୋଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ। ଲିଭର ଫେଲ୍ୟୁର ହୋଇଛି। ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି।…

error: Content is protected !!