ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ଅସୁରକ୍ଷିତ ତ ସାଧାରଣ ମହିଳାଙ୍କ ଅବସ୍ଥା କଣ ?

ଆମଆଦମୀ ପାର୍ଟି ର ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଓ ଉପସ୍ଥିତିରେ ଅସଦାଚରଣ ଅଭିଯୋଗ । କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାର ମାରପିଟ ସହିତ ଅସଦାଚରଣ…

ମୁସଲମାନ ସମାଜ ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ବନ୍ଦ କରିବା ଉଚିତ

ଅଖିଳ ଭାରତୀଯ଼ ମୁସଲିମ ଜମାତର ଜାତୀଯ଼ ସଭାପତି ମୌଲାନା ମୁଫତି ଶାହାବୁଦ୍ଦିନ ରଜଭି ବରେଲଭି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହିନ୍ଦୁ-ମୁସଲମାନ ମନ୍ତବ୍ଯ ଉପରେ ପ୍ରତିକ୍ରିଯ଼ା ପ୍ରକାଶ କରି ଏକ ବିବୃତ୍ତି ଜାରି କରିଛନ୍ତି।ଶାହାବୁଦ୍ଦିନ୍ ରଜଭି କହିଛନ୍ତି ଯେ ମୁସଲମାନମାନଙ୍କ…

ବାରଣାସୀ ରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ…

ଇଣ୍ଡିଆ ଆଉଟ କ୍ୟାମ୍ପେନର ପରିଣତି

ମାଲଦ୍ୱୀପର ପ୍ରତିରକ୍ଷା ମନ୍ତ୍ରୀ ଘାସାନ୍ ମୋୖମନ୍ ସ୍ୱୀକାର କରିଛନ୍ତି ଯେ ଏହାର ସୈନ୍ୟବାହିନୀରେ ଭାରତ ଦାନ କରିଥିବା ତିନିଟି ବିମାନ ଚଳାଇବାରେ ସକ୍ଷମ ପାଇଲଟ୍ ଅଭାବ ରହିଛି। ଯାହାକି ଭାରତୀୟ ପ୍ରତିରକ୍ଷା କର୍ମଚାରୀ ମାଳଦ୍ଵୀପ ଦେଶ ଛାଡିବାର କିଛି ଦିନ ପରେ…

ନବୀନଙ୍କ ଉପରେ ଅଛନ୍ତି ସୁପର ସିଏମ

ପ୍ରଧାନମନ୍ତ୍ରୀ ପୁନଃ ନିଜ ବକ୍ତବ୍ୟରେ ଆକ୍ରମଣ ଜାରି ରଖି ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ ହୋଇଗଲେଣି। ଯିଏ ଓଡ଼ିଶାକୁ ଜାଣିନି, ଯାହାର ଏଠାକାର ଭାଷା,ସଂସ୍କୃତି ଉପରେ ଧାରଣା ନାହିଁ। ତା ହାତକୁ ଓଡ଼ିଶା ଯିବା ଉଚିତ…

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ କ୍ରିଷ୍ଣା ଗୁରୁତର

କର୍ଣ୍ଣାଟକ:ଖବର ରୁ ପ୍ରକାଶ ଯେ କିଛିଦିନ ପୂର୍ବରୁ ଚିକିତ୍ସିତ ହେଉଥିବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ୍. କ୍ରିଷ୍ଣାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। 92 ବର୍ଷୀଯ଼ ଏହି ବରିଷ୍ଠ ରାଜନେତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲର ମେଡିକାଲ୍ ଇଣ୍ଟେନ୍ସିଭ୍ କେଯ଼ାର ଯ଼ୁନିଟ୍ (ଆଇ.…

ଭୁବନେଶ୍ୱରରେ ରୋଡ ସୋ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର:ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପିଏମଙ୍କୁ ଓଡିଶା ଭାଜପାର ନେତା ଓ କର୍ମୀମାନେ ଜୋରଦାର ସ୍ବାଗତ କରିଛନ୍ତି।ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଠାରୁ ବାଣୀବିହାର ପର୍ଯ୍ୟନ୍ତ…

ଭାରତକୁ ନାଲିଆଖି ଦେଖାଇବା ମହଙ୍ଗା ପଡ଼ିଲାଣି ମାଳଦ୍ୱୀପକୁ

ମାଳଦ୍ୱୀପର କିଛି ମନ୍ତ୍ରୀ, ଅଧିକାରୀ ଓ ନିଜେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦ୍ୱାରା ଇଣ୍ଡିଆ ଆଉଟ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଭାରତୀୟଙ୍କୁ ଅପମାନଜନକ ଟିପ୍ପଣୀ ଦେଇଥିଲେ । ବର୍ତମାନ ନିଜ ଦେଶର ପର୍ଯ୍ୟଟନ ନିମ୍ନଗାମୀ ହେଉଥିବାରୁ ମାଳଦ୍ୱୀପର ପର୍ଯ୍ୟଟନ…

ଭାରତୀୟଙ୍କ ରଙ୍ଗକୁ ନେଇ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ସାମ ପିତ୍ରୋଡା

ପୂର୍ବ ଭଳି ପୁଣି ଥରେ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ତାଙ୍କ ବୟାନକୁ ନେଇ ଆଲୋଚନା ଓ ବିରୋଧ ତୀବ୍ର ହେବାରେ ଲାଗିଛି। ସୂଚନାଯୋଗ୍ୟ, ‘ଦ ଷ୍ଟେଟ୍ସମ୍ୟାନ’କୁ ଏକ ସାକ୍ଷାତକାରରେ…

ଆସନ୍ତାକାଲି ଆୟୋଜିତ ହେବ ତୃତୀୟ ପର୍ଯାୟ ନିର୍ବାଚନ

ଆସନ୍ତାକାଲି ଦେଶରେ ଲୋକସଭା ଓ କିଛି ରାଜ୍ୟରେ ବିଧାନସଭା ପାଇଁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆୟୋଜିତ ହେବ । ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ,…

error: Content is protected !!