କଟକ:ବାରବାଟୀ ଷ୍ଟାଡିଅମ ଓଡ଼ିଶାର ଏକମାତ୍ର ଓ ପୁରାତନ କ୍ରିକେଟ ଷ୍ଟାଡିଅମ। ଗତ କିଛି ବର୍ଷ ହେଲା ବାରବାଟୀ ଷ୍ଟାଡିଅମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ପରିଚାଳନାରୁ ବାଦ ପଡିଛି। କିଛି ବିବାଦ ମଧ୍ୟ ଷ୍ଟାଡିଅମ ନାଁ ରେ ଯୋଡିହୋଇଛି। ଖବର ଅନୁସାରେ ପୁଣି…
Category: କ୍ରୀଡା
ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କ୍ରିକେଟର ଅଜୟ ଜାଡେଜା
ଆଫଗାନିସ୍ତାନର ରାଜନୈତିକ ଅସ୍ଥିରତା ପାଇଁ ସାଧାରଣ ଜନଜୀବନ ସ୍ୱାଭାବିକ ନାହିଁ। ଆତଙ୍କବାଦ ପାଇଁ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। କ୍ରୀଡା ଓ କ୍ରୀଡ଼ାବିତଙ୍କୁ ବାରମ୍ବାର ତାଲିବାନୀ ନିୟମର ଦ୍ୱାହି। ସେ ଭିତରେ ଅଫଗାନିସ୍ତାନ କ୍ରିକେଟ ଟିମ ଉନ୍ନତ କ୍ରୀଡା ପ୍ରଦର୍ଶନ…
ଟି-20 ବିଶ୍ୱକପରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ପରାଜୟ ବରଣ କଲା ପାକିସ୍ତାନ
ପାକିସ୍ତାନର ହୃଦୟ ବିଦାରକ ପୁରୁଷ ଟି-20 କ୍ରିକେଟ୍ ବିଶ୍ୱକପ ରେ ପରାଜୟ ର ଧାରା ଜାରି ରଖିଛି।କାରଣ ସପ୍ତାହ ଆରମ୍ଭରେ ଆମେରିକାଠାରୁ ଆଶ୍ଚର୍ଯ୍ଯ଼ଜନକ ପରାଜୟ ପରେ ରବିବାର ଦିନ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ନାଟକୀୟ ଛଅ ରନରେ ପରାସ୍ତ ହୋଇଛି ।…
ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ
ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି…
କୋଲକାତା ନାଇଟ୍ ରାଇଡର୍ସ୍ ଆଇପିଏଲ୍ ୨୦୨୪ର ଚାମ୍ପିୟନ
ଏ ବର୍ଷ ଆଇପିଏଲର ବିଜେତା ହୋଇଛି KKR । ରବିବାର ଚେନ୍ନାଇରେ ଟୁର୍ଣ୍ଣାମେଣ୍ଟର ମେଗା ଫାଇନାଲରେ ସନରାଇଜର୍ସ୍ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି କେକେଆର୍। ଏଥିସହ ଦଳ ତୃତୀୟ ଥର ପାଇଁ ଆଇପିଏଲ୍ ଟ୍ରଫି…
ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ
ସବୁ କଳ୍ପନାର ଅନ୍ତ ଘଟାଇ ଆଇପିଏଲ୍ ଫାଇନାଲରେ ସନରାଇଜର୍ସ ହାଇଦ୍ରାବାଦ। ଆସନ୍ତା ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ସହ ହାଇଦ୍ରାବାଦର ହେବ ଫାଇନାଲ ମ୍ୟାଚ। ଦ୍ୱିତୀୟ କ୍ୱାଲିଫାଇଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ପରାଜିତ କରିଛି ହାଇଦ୍ରାବାଦ। ipl…
ଆଇପିଏଲ ଇତିହାସରେ ବିରାଟଙ୍କ ବିରାଟ ରେକର୍ଡ
ଚଳିତ ଆଇପିଏଲ୍ ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି ବିରାଟ କୋହଲି । ପ୍ରଥମ ଖେଳାଳି ଭାବେ ସେ ଆଇପିଏଲ୍ରେ ୮୦୦୦ ରନ୍ ପୂରଣ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମୁକାବିଲାରେ ସେ ୩୩ ରନ୍ ସଂଗ୍ରହ…
ଆରସିବି ଚଳିତ ବର୍ଷ ମଧ୍ୟ ନିଜ ପ୍ରଶଂସକଙ୍କୁ ନିରାଶ କଲା
ipl qualifier ଚଳିତ ଆଇପିଏଲ୍ର କ୍ବାଲିଫାୟର-୨ରେ ପ୍ରବେଶ କରିଛି ରାଜସ୍ଥାନ ରୟାଲ୍ସ। ଏଲିମିନେଟର ମ୍ୟାଚ୍ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)କୁ ୪ ୱିକେଟ୍ରେ ରାଜସ୍ଥାନ ପରାସ୍ତ କରିଛି। ବିରାଟ କୋହଲି, ରଜତ ପଟିଦାର ଓ ମହିପାଳ ଲୋମରୋରଙ୍କ ଉପଯୋଗୀ ଇନିଂସ…
ରୋମାଞ୍ଚକ ମ୍ୟାଚରେ ସିଏସକେକୁ ହରାଇ ଆରସିବି ପ୍ରବେଶକଲା ପ୍ଲେଅପ ରେ
IPL RCB V/S CSK: ଚିନ୍ନାସ୍ବାମୀ ଷ୍ଟାଡିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା । ଚେନ୍ନାଇ ସୁପର କିଙ୍ଗ୍ସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏହି ମ୍ୟାଚ୍ ଖେଳା ଯାଇଥିଲା। ବିଜୟ ହାସଲ କରି ପ୍ଲେଅଫ୍ରେ ପ୍ରବେଶ କରିଛି ବେଙ୍ଗାଲୁରୁ…
ସନରାଇଜର୍ସ ହାଇଦ୍ରାବାଦର ଏକତରଫା ବିଜୟ
ହାଇଦ୍ରାବାଦ : ଚଳିତ ବର୍ଷର ଆଇପିଏଲ୍ ର 57 ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ…