କାର୍ଯ୍ୟରତ ନିର୍ବାଚନ ଅଧିକାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ବିୟୋଗ ହୋଇଛି ।ସେ ଉମରକୋଟ ନିକଟରେ ଏକ ମର୍ମାନ୍ତୁତ ଦୁର୍ଘଟଣାର ସମ୍ମୁଖୀନ…

ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ଅକ୍ଷୟ ତୃତୀୟା ରେ ଆଜ୍ଞାମାଳ ମିଳିବା ପର ଠାରୁ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଆଜି ତୃତୀୟ ଦିନରେ ରଥ ଚକର ତୁମ୍ବ କାମ ଆରମ୍ଭ ହେଉଛି । ମୁଖ୍ୟ ମହାରଣା ସେବକ ଚି଼ହ୍ନ ଦେବା ପରେ…

ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ

ଭୁବନେଶ୍ୱର: ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାର ଚାରିଗୋଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହିସବୁ କ୍ଷେତ୍ର ଅନ୍ତର୍ଗତ ୨୮ ଗୋଟି ବିଧାନସଭା ଆସନ ନିମନ୍ତେ ଚଳିତ ମାସ ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ।…

ଜାତୀୟ ପତାକାକୁ ଅସମ୍ମାନ ଦେଖାଇଥିବା ପୁରୀ ରେଳବାଇ କର୍ମଚାରୀଙ୍କ ନାଁ ରେ ମକଦ୍ଦମା

ପୁରୀ:ଖବରରୁ ପ୍ରକାଶ ଯେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରେଳ ବିଭାଗର ୬ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଶୁକ୍ରବାର ମୋକଦ୍ଧମା ରୁଜୁ କରିଛି ରେଳବାଇ ପୁଲିସ। ସେମାନଙ୍କ ଉପରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧୭ ସମେତ ଜାତୀୟ ସମ୍ମାନ ଆଇନର…

ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ

ଖୋର୍ଦ୍ଧା : ବାଣ ପ୍ରସ୍ତୁତି ସମୟ ରେ ବିସ୍ଫୋରଣ ଏମିତି ଏକ ଖବର ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଆଞ୍ଚଳର ଲେଖନପୁର ଗାଁ ରେ ।ଘଟଣାରୁ ପ୍ରକାଶ ଗୌରାଙ୍ଗ ଚରଣ ପଟ୍ଟନାୟକ ଘରେ ବାଣ ଭିଡୁଥିବା ସମୟ ବିସ୍ଫୋରଣ ହୋଇଥିଲା…

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଓ ଏହାର ଇତିହାସ

ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ସମସ୍ତ ପର୍ବ ମଧ୍ୟରେ ଚନ୍ଦଣାଯାତ୍ରା ର ସ୍ଥାନ ଅନନ୍ୟ।ପ୍ରଭୁପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବାପାଇଁ ଏହି ଯାତ୍ରା କରିଥାନ୍ତି।ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ପର୍ବ…

ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଭୁବନେଶ୍ୱର : ଖବରରୁ ପ୍ରକାଶ ଯେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଆଞ୍ଚଳରେ ପଢୁଥିବା ଜଣେ ଛାତ୍ରୀଙ୍କୁ ତାଙ୍କର ଜଣେ ସହପାଠୀ ଗତ ଶୁକ୍ରବାର ଦିନ ନିଜ ଘରକୁ ଡାକି ଥିଲେ l ଘରେ ତାଙ୍କ ପରିବାର ଲୋକ ଅନୁପସ୍ଥିତ ଥିବା ବେଳେ…

ସଡ଼କ ଦୃଘଟଣା ରେ ମୋଟରସାଇକେଲ ଆରୋହୀ ମୃତ

ଭୁବନେଶ୍ୱର : ଏକ ସଡ଼କ ଦୃଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପାଞ୍ଚ ନମ୍ବର ଜାତୀୟ ରାଜପଥରେଏହି ସଡ଼କ ଦୃଘଟଣା ଘଟିଛି l ବାଲୁଗାଁ ରୁ ଭୁବନେଶ୍ୱର ଅଭିମୁଖେ…

ପୁରୀ ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲର ସଫଳତା

ପୁରୀ : ପୁରୀର ବ୍ଲେସେଡ୍ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ର, ଛାତ୍ରୀ ମାନେ ସ୍ଥାପିତ କରିଛନ୍ତି ସଫଳତାର ନୂଆ କୀର୍ତି ସ୍ତମ୍ଭ। କାଉନସିଲ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସସି) ଦ୍ଵାରା ପରିଚାଳିତ ଆଇସିଏସଇ (ଦଶମ ଶ୍ରେଣୀ) ଓ ଆଇଏସସି…

ଚଳିତବର୍ଷ ରଥ ଖଳା ପାଇଁ ଜାଗାର ଅଭାବ

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ବଡଦାଣ୍ଡର ଗୋଟିଏ ପାଶ୍ୱର୍ରେ ପ୍ରସ୍ତୁତ ଚାଲିଛି ରଥଖଳା । ଅନ୍ୟପଟରେ ଶ୍ରଦ୍ଧାଳୁଙ୍କ ଲାଗି ରହିଛି ଅସ୍ଥାୟୀ ଏସି ସେଡ୍ । ଆଉ ସଂକୀର୍ଣ୍ଣ ମଝି ରାସ୍ତାରେ ଚାଲିଚାଲି ଯିବେ ଶ୍ରଦ୍ଧାଳୁ । ଏହାସହିତ ଯାନବାହନ…

error: Content is protected !!