ଛତିଶାନିଯୋଗ ବୈଠକରେ ନିର୍ଧାରିତ ହେଲା ସ୍ନାନପୁର୍ଣିମା ନୀତିକାନ୍ତି

ପୁରୀ :ଆସନ୍ତା ଜୁନ ୨୨ରେ ଅନୁଷ୍ଠିତ ହେବ ଦେବସ୍ନାନପୂଣ୍ଣିର୍ମା । ସ୍ନାନ୍ନ ପୂର୍ଣ୍ଣିମା ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକରେ ହୋଇଛି ଆଲୋଚନା। ଶୁକ୍ରବାର ଅନୁଷ୍ଠିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନୀତିକାନ୍ତି ଉପରେ ମୋହର ଲାଗିଛି…

ଚିଲିକା ମଝିରେ କୋଡିଏ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ଡ଼ଙ୍ଗା ଅଟକିଲା

ପୁରୀ :ଚିଲିକା ମଝିରେ ଡ଼ଙ୍ଗା ବୁଢ଼ୀବା ହେଉ କିମ୍ବା ଡ଼ଙ୍ଗା ଅଟକି ବା ବାରମ୍ବାର ଏହି ଦୃଶ୍ୟ ଦେଖିବାକୁ ମିଳୁଛି l ପୁଣି ଏକ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ମୁତାବକ l ଚିଲିକା ମଝିରେ ପୁଣି ଅଟକିଲା…

ପାନ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୧୪ ଜଣ ଆହତ ହୋଇଛନ୍ତି

ପୁରୀ :ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହୋଇ ଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ଅନୁଯାଇ ଆଜି ସକାଳୁ କାକଟପୁର ନୟାହାଟ ରୋଡ଼ ର ଜଗନ୍ନାଥ ପୁର ଛକରେ ଘଟିଛି ଏକା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଶ୍ରୀ ମନ୍ଦିରର ଚାରି ଦ୍ୱାରର ବିଶେଷତ୍ୱ

ପୁରୀ:ଶ୍ରୀମନ୍ଦିରରେ କାହିଁ କେତେ ଦିନରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି ୪ ଦ୍ୱାର। କିନ୍ତୁ କୋଭିଡ-୧୯ କଟକଣାର ଆଢୁଆଳରେ କେବଳ ଗୋଟିଏ ଦ୍ୱାର ଛାଡି ବାକି ସମସ୍ତ ଦ୍ଵାରକୁ ବନ୍ଦ କରିଦିଆଗଲା।ବିଭିନ୍ନ ସଂଗଠନ ଓ ଜନ ସାଧାରଣ ବାରମ୍ବାର ଦାବି କଲେ ବି…

୫୩ ବର୍ଷ ପରେ ୧୩ ଦିନ ଅଣସର ନୀତିବିଳମ୍ବିତ ହେବ ସେନାପଟାଲାଗି, ପହଣ୍ଡି ଓ ରଥଟଣା

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା କୁ ନେଇ ସେବାୟତ ମତ ଦେଇଛନ୍ତି l ଖବର ମୁତାବକ l୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…

ରାଜ୍ୟରେ ବଡ ଧରଣର ସିବିଆଇ ରେଡ,୬୭ଟିସ୍ଥାନରେ ସିବିଆଇ ରେଡ

ଭୁବନେଶ୍ୱର :ଓଡିଶାରେ ବଡ ଧରଣର ସିବିଆଇ ରେଡ କରାଯାଇଛି । ୬୭ଟିସ୍ଥାନରେ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ମୁତାବକ । ସାର୍ଟିଫିକେଟ ନେଇ ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ ।ନୁଆପଡା ରାୟଗଡା କନ୍ଧମାଳ ନବରଙ୍ଗପୁର କେନ୍ଦୁଝର…

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ :ଭକ୍ତଙ୍କ ପାଇଁ ଖୋଲିଲା ମହାପ୍ରଭୁଙ୍କ ଚାରିଦ୍ୱାର ମୁଖ୍ୟମନ୍ତ୍ରୀ ସାଂସଦ ଓ ବିଧାୟକଙ୍କ ଉପସ୍ଥିତିରେ l ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ ୪ ଦ୍ବାର…

ମନ୍ତ୍ରୀପରିଷଦର ପ୍ରଥମ ପ୍ରସ୍ତାବରେ ଶ୍ରୀମନ୍ଦିର ୪ଦ୍ୱାରା ଖୋଲିବା ପାଇଁ ନିଷ୍ପତି

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧ମ ପ୍ରସ୍ତାବରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।…

ପାକିସ୍ତାନ ସପକ୍ଷବାଦୀ ନାରା ଉପରେ ସ୍ପଷ୍ଟୀକରଣ ଦେଲେ କଟକ ବିଧୟିକା

କଟକ: ଗତ ନିର୍ବାଚନରେ ସମ୍ପୂର୍ଣ ଓଡିଶାରେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ଝଡ ଥିଲା। କିନ୍ତୁ ଓଡିଶାରେ ଭାଇଚାରର ସହର ଭାବେ ପରିଚିତ ଐତିହାସିକ ସହର କଟକବାସୀ ବାଛିଥିଲେ ଭିନ୍ନ ରାସ୍ତା। କଟକରୁ ଜିତିଥିଲେ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦୋଷ।…

ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ କୁଶପୁତ୍ତଳିକା ଦାହ

ପୁରୀ:ପୁରୀ ବିଧାନସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି | ଏହାର ଅନେକ କାରଣ ମଧ୍ୟ ରୁ ସେମାନେ ଯୁବ…

error: Content is protected !!