ଗୋବେଲ ଓ ଅଲମ୍ପିଆଡ ତରଫରୁ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବରଗଡ (ମୁକୁନ୍ଦ ଦାସ): ଗୋବେଲ ଓ ଅଲମ୍ପିଆଡ ତରଫରୁ ସାଧାରଣ ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି,ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନଙ୍କୁ ମାନପତ୍ର, ମେଡାଲ ପୁରସ୍କାର ପ୍ରଦାନ କରାଯାଇଥିଲା,ଏହା ଛାତ୍ର ଓ ଛାତ୍ରୀ ମାନଙ୍କ ଶିଯା ର…

ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର କ୍ଲଷ୍ଟର ଅନ୍ତର୍ଗତ ନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବିଘ୍ନରାଜ କମ୍ପ ଙ୍କ ସଭାପତିତ୍ୱ ରେ…

ରାୟଗଡ଼ାରେ “ସେଫର ଇଣ୍ଟର୍ନେଟ୍ ଡେ” ଉପଲକ୍ଷେ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ଆୟୋଜିତ

ରାୟଗଡ଼ା (ଗୋପୀନାଥ ଗୌଡ଼) : ୧୧ ଫେବୃଆରୀ ୨୦୨୫: “ଏକ ଉତ୍ତମ ଇଣ୍ଟର୍ନେଟ୍ ପାଇଁ ଏକସାଥି ଚେଷ୍ଟା” ଥିମ୍ ସହ ସେଫର ଇଣ୍ଟର୍ନେଟ୍ ଡେ ଉପଲକ୍ଷେ ରାୟଗଡ଼ା ଜିଲ୍ଲାରେ ସାଇବର ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଇଣ୍ଟର୍ନେଟ୍ ବ୍ୟବହାର ସମ୍ବନ୍ଧୀୟ ସଜାଗତା କାର୍ଯ୍ୟକ୍ରମ…

ନୂଆ ନିର୍ବାହୀ ଅଧିକାରୀ ଙ୍କୁ ଭେଟିଲା ବରଗଡ ନାଗରିକ ମଞ୍ଚ

ବରଗଡ଼ (ମୁକୁଦ ଦାସ) : ବରଗଡ଼ ପୌର ପରିଷଦ ରେ ନୂତନ ଭାବେ ଯୋଗ ଦେଇ ଥିବା ନିର୍ବାହୀ ଅଧିକାରୀ ଦେବାନନ୍ଦ ସାହୁ ଙ୍କୁ ସାକ୍ଷାତ କରିଛି ବରଗଡ଼ ନାଗରିକ ମଞ୍ଚ। ସହର ର ମୁଖ୍ୟ ସମସ୍ୟା ଯଥା ସଫେଇ, ଶୌଚାଳୟ,ମଶା…

ଅତାବିରା ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ପାଳନ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅତାବିରା ମହାବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ କେନ୍ଦୁଝର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଫେସର ନରେନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା…

ଜନତା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ ପାଳିତ

ବରଗଡ (ମୁକୁନ୍ଦ ଦାସ): କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି।ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭୁକ୍ତା ଆନୁକୂଲ୍ୟରେ ଆୟୋଜିତ ଏହି…

ତିକୁଡାରେ ଦୁଇ ଦିନିଆ ଡ଼ୁମାଲ ସମାଜର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ତିକୁଡା ଝର ତପୋବନ ପଡିଆ ଠାରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ଡ଼ୁମାଲ ସମାଜର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଗତକାଲି ହିଙ୍ଗମା ମାହେଶ୍ୱରୀ ମନ୍ଦିରରୁ ମାଁ ମାହେଶ୍ୱରୀ…

ଖଲିଆପାଲି ଭୀମଭୋଇ ମହିମା ପୀଠରେ ମାଘ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାରେ ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠସ୍ଥଳୀ ଉତ୍ସବମୁଖର ହୋଇଉଠିଛି । ମାଘ ତ୍ରୟୋଦଶୀ ସନ୍ଧ୍ୟାରେ…

ତିକୁଡା ରେ ଡ଼ୁମାଲ ସମାଜ ତରଫରୁ ରକ୍ତଦାନ ଶିବିର ୨୦ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ତିକୁଡା ଝର ତପୋବନ ପଡିଆ ରେ ଆଜି ଆମ ଓଡିଶା ସମ୍ବାଦ ଓ ଜିଲ୍ଲା ଡ଼ୁମାଲ ସମାଜ ସୁବର୍ଣ୍ଣପୁର ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l…

ସୁବର୍ଣ୍ଣପୁରରେ ଜାତୀୟ କୃମିନାଶକ ଔଷଧ ସେବନର ଶୁଭାରମ୍ଭ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ଜିଲ୍ଲା ସ୍ବାସ୍ଥ୍ୟ ସମିତି, ସୁବର୍ଣ୍ଣପୁର ଦ୍ୱାରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଝିପଡ଼ା ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କୃମିନାଶକ ଦିବସ ପାଳନର…

error: Content is protected !!