ଗଞ୍ଜାମ/ଖଲ୍ଲିକୋଟ(ଅଶ୍ୱିନୀକୁମାର ମହାନ୍ତି): ଖଲ୍ଲିକୋଟ ରାଜବଂଶର ଅବଦାନ ମଧ୍ୟରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ତିନି ଶହ ବର୍ଷତଳେ ଲୋକାର୍ପିତ ହୋଇଥିବା ଏହି ଦ୍ୱିତୀୟ ଉଚ୍ଚତମ ମନ୍ଦିର ବର୍ତ୍ତମାନ ଧ୍ଵଂସ ହେବାକୁ ବସିଛି। ଲଗାଣ ବର୍ଷା ହେଲେ ରେଖା ମନ୍ଦିର…
Category: ଜିଲ୍ଲା
ବୁଗୁଡ଼ା ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ
ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୀରଧନଞ୍ଜୟପୁର ର ବୁଦ୍ଧଗିରି ବିଦ୍ୟାପୀଠରେ ନଭେମ୍ବର ୧୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନୀ କାର୍ଯ୍ୟକ୍ରମରେ ବିଇଓ ଚିନ୍ମୟ ମହାପାତ୍ର ଅଧ୍ଯକ୍ଷତା କରିଥିବା ବେଳେ…
ବୁଗୁଡ଼ାରେ କାର୍ତ୍ତିକେଶ୍ୱରଙ୍କ ପୂଜା ଆରମ୍ଭ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ବଡ଼ଦାଣ୍ଡ ଠାରେ ବିରଞ୍ଚିନାରାୟଣ ପୂଜା କମିଟି ପକ୍ଷରୁ କାର୍ତ୍ତିକେଶ୍ୱରଙ୍କ ପୂଜା ମହାସମାରୋହରେ ଆରମ୍ଭ ହୋଇଯାଇଛି।ଉକ୍ତ ଉତ୍ସବରେ ପୁରୋହିତ ଭାବେ ଦୀପକ କୁମାର ଦାସ ଓ ପଦ୍ମଲୋଚନ ମିଶ୍ର ଯୋଗଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ…
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯଶିପୁର ଗସ୍ତ, ଯଶିପୁର ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ
ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼)ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆଜି ବାରିପଦା ଯିବା ସମୟରେ ଦିବା୧୧ ଘଟିକା ସମୟରେ ଯଶିପୁର ଠାରେ ପହଂଚିଥିଲେ।ତାଙ୍କୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ଜିଲ୍ଲା ବିଜେପି ସଭାପତି କୃପାସିନ୍ଧୁ…
ଖଲ୍ଲିକୋଟରୁ ୧ କୁଇଣ୍ଟାଲରୁ ଅଧିକ ଗୋ ମାଂସ ଜବତ
ଖଲ୍ଲିକୋଟ (ଅଶ୍ୱିନୀ କୁମାର ମହାନ୍ତି ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଗୋ ମାଂସ ଜବତ, ୧୦୦କେଜି ରୁ ଅଧିକ ଗୋ ମାଂସ ଜବତ କଲା ଖଲ୍ଲିକୋଟ ବଜରଙ୍ଗୀ ଦଳ। ଖୋର୍ଦ୍ଧା ରୁ ଆକ୍ରମ ଖାନ୍ ନାମକ ଜଣେ ବ୍ୟବସାୟୀ ଏକ ସ୍କୁଟି…
କରଞ୍ଜିଆରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼): ଆଜି କରଞ୍ଜିଆ ମିଳନ ପଡିଆ ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି ଏହି ଉଦଘାଟନି ଉତ୍ସବ ରେ ମୁଖ୍ୟଅତିଥି ଭାବେ ରାଜ୍ୟ ସରକାର ଙ୍କ ଜଙ୍ଗଲ ଓ ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଇଂଜିନିୟର…
ରସମତଳା ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉଦଯାପିତ
ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼): କରଞ୍ଜିଆ ବ୍ଲକ ଅନ୍ତର୍ଗତ ରସମତଳା ସରକାରୀ ଉଚ୍ଚବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଗତକାଲି ସାନ୍ଧ୍ୟରେ ଉଦଯାପିତ ହୋଇଯାଇଛି। ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ସଭାପତି ତ୍ରିଲୋଚନ ସେଠୀ ଙ୍କ ସଭାପତିତ୍ୱ ଓ ଚନ୍ଦନ କୁମାର ପାଣିଗ୍ରାହୀ ଙ୍କ…
ହାତୀ ବଢାଇଛି ତାତି: ବନ ବିଭାଗ କର୍ମଚାରୀଙ୍କୁ ଘେରିଲେ ଜାଲି ଗ୍ରାମବାସୀ
ଯୋଡ଼ା/କେନ୍ଦୁଝର (ସୀତାରାମ ଦୀକ୍ଷିତ ): ଥମିବାର ନାଁ ନେଉନାହିଁ ହାତୀ ଉପଦ୍ରବ।ହାତୀ ପାଇଁ ବଢୁଛି ତାତି।ବନ ବିଭାଗ ହାତୀ ନିୟନ୍ତ୍ରଣ ରେ ବିଫଳ ହୋଇଥିବା ଯୋଗୁଁ ଗ୍ରାମବାସୀ ବନବିଭାଗ କୁ ଘେରାଉ କରିବା ସହ ହୋହାଲ୍ଲା କରିବା ଘଟଣା ଚମ୍ପୁଆ ବ୍ଲକ…
ତହସିଲଦାର କହିଲେ ଛତୁଆ ପ୍ରସ୍ତୁତିରେ ସୁଧାର ନଆଣିଲେ ଚୁକ୍ତି ନବୀକରଣ ହେବ ନାହିଁ
ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼): ବିଭିନ୍ନ ସମୟରେ ନିମ୍ନମାନର ଛତୁଆ ପ୍ରସ୍ତୁତି ଓ ପୋକଲଗା ଛତୁଆ ବଣ୍ଟନ କୁ ନେଇ ସର୍ବଦା ଚର୍ଚ୍ଚା ଓ ବିବାଦରେ ଥିବା କରଞ୍ଜିଆ ର ଛତୁଆ ପ୍ରସ୍ତୁତ ଓ ବଣ୍ଟନ କରୁଥିବା ରାଧେ ବିଶ୍ୱ ସ୍ୱୟଂସହାୟିକା ଗୋଷ୍ଠି…
ଜିଲ୍ଲା ସ୍ତରୀୟ ବିଶ୍ଵ ନିମୋନିଆ ଦିବସ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ସେମିନାର ହଲ ଠାରେ ବିଶ୍ଵ ନିମୋନିଆ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁ ଙ୍କ…
