ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ କୁଶପୁତ୍ତଳିକା ଦାହ

ପୁରୀ:ପୁରୀ ବିଧାନସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି | ଏହାର ଅନେକ କାରଣ ମଧ୍ୟ ରୁ ସେମାନେ ଯୁବ…

ଖୋଲିବ ଶ୍ରୀ ମନ୍ଦିରର ଚାରିଦ୍ୱାର

ପୁରୀ :ନିର୍ବାଚନରେ ମହାପ୍ରଭୁଙ୍କ ଚାରିଦ୍ୱାର ଯେମିତି ବିଜେପି ପାଇଁ ଏକପ୍ରମୁଖ ଅସ୍ତ୍ର ହୋଇଯାଇଥିଲା। ଏବେ ୪ ଦ୍ୱାର ଖୋଲିବା ନେଇ ଏକ ବଡ଼ ଖବର ଆସୁଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଗତକାଲି…

ଲିଙ୍ଗରାଜ କଳା ନିକେତନ ପୁରୀର ୩୪ତମ ବାର୍ଷିକ ଉତ୍ସବ, ଶ୍ରୀ ଜଗନ୍ନାଥ ଶରଣଂ

ପୁରୀ :ରବିବାର ସଂଧ୍ୟା ୫ ଘଟିକା ସମୟରେ ଟାଉନ୍ ହଲ୍, ପୁରୀ ପୌରସଦନ ଠାରେ ଲିଙ୍ଗରାଜ କଳା ନିକେତନର ୩୪ତମ ବାର୍ଷିକ ଉତ୍ସବ ଶ୍ରୀ ଜଗନ୍ନାଥ ଶରଣଂ ନୃତ୍ୟ, ସଙ୍ଗୀତ ସମାରୋହ ପାଳନ କରାଯାଇଅଛି। ଉକ୍ତ ମହୋତ୍ସବରେ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ…

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ ଓଡିଶା ସାଧାରଣ ବୈଠକ ଅନୁଷ୍ଠିତ

ପୁରୀ :ସମ୍ପ୍ରତିକ ଶିକ୍ଷକ ବ୍ୟବସ୍ଥା ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକସ୍ଥିତି ଓ ଭୂମିକା ଉପରେ ଆଲୋଚନା ଚକ୍ର ଜାତିୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଫୋର ମ ଓଡିଶା ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ପ୍ରଶୀକ୍ଷଣ ପ୍ରତିଷ୍ଠାନ ପୁରୀ ଅନୁଷ୍ଠିତ ହୋଇଯାଇଛି…

ରାସ୍ତା ମଝିରେ ଜଳିଗଲା ୧୦୮ ଆମ୍ବୁଲାନ୍ସ

ଭଦ୍ରକ:ଦୁର୍ଘଟଣା ସ୍ଥଳକୁ ଆହତଙ୍କୁ ଚିକିତ୍ସାପାଇଁ ଯାଇଥିଲା ଆମ୍ବୁଲାନ୍ସ। ରାସ୍ତା ମଝିରେ ଜଳିଗଲା ୧୦୮। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧୀନ ବେତଡ଼ା ବଜାରରେ ଘଟିଛି ଏହି ଅଘଟଣ।ସୂଚନା ଅନୁଯାୟୀ ଆଜି ଅପରାହ୍‌ଣରେ ନରସିଂହପୁର ପଞ୍ଚାୟତର କାଳିଦାସପୁର ଗ୍ରାମର ଉପେନ୍ଦ୍ର କୁମାର ସାହୁଙ୍କ…

ପାଣ୍ଡିଆନ ପାଇଁ ଘୁଞ୍ଚାଯାଉ ଥିଲା ମହାପ୍ରଭୁ ଙ୍କ ନୀତିକାନ୍ତି

ପୁରୀ :ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଅତ୍ୟଧିକ ଦୁର୍ନୀତି ର ଅଭିଯୋଗ ମଧ୍ୟ ଆସିଛି। ଏ ସବୁ ମଧ୍ୟରେ ଜଣେ ଅଣଓଡ଼ିଆ ଅଫିସରର ମନମୁଖୀ କାର୍ଯ୍ୟ। ମୁଖ୍ୟମନ୍ତ୍ରୀ ଙ୍କ ବାହୁ ଛାୟାରେ ରହି…

ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର :କେନାଲ ରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ଖବର ଆମ ହସ୍ତଗ ହୋଇଛି l ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କେନାଲରୁ ଖସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଜାତୀୟ ହାମର ବଲ୍ ଚାମ୍ପିଅନସିପ, ପୁରୀ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଓଡିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଜାତୀୟ ହାମର ବଲ୍ ପୁରୁଷ ଏବଂ ମହିଳା ଚାମ୍ପିଅନସିପ କ୍ରିଡ଼ା ଉତ୍ସବ । ଆସନ୍ତା ୯ ଜୁନ ଠାରୁ ଆରମ୍ଭ ହେବାକୁ ଥିବା ଏହି…

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ, ମହାପ୍ରଭୁଙ୍କ ଦର୍ଶନ ବେଳେ ଟଳିପଡିଲେ

ପିଛାଛାଡ଼ୁନି ଅଘଟଣ ଏବେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ । ଶ୍ରୀ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୁଜୁରାଟର ୮୫ ବର୍ଷୀୟ ଚେତନ ଦାସ । ଚେତନ…

ବିଜେଡିରୁ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି

ବିଜେଡିର ଗଡ ଭାବେ ପରିଚିତ ପାଟକୁରା ନିଜର ସ୍ଥିତି ବଜାୟ ରଖିଛି। ଏଥର ବି ଶଙ୍ଖନାଦ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ଅରବିନ୍ଦ ମହାପାତ୍ର ପାଟକୁରାରେ ବିଜୟୀ ହୋଇଛନ୍ତି । ପାଟକୁରାର ଟାଣୁଆ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ…

error: Content is protected !!