ଶ୍ରୀ ମନ୍ଦିରର ଚାରି ଦ୍ୱାରର ବିଶେଷତ୍ୱ

ପୁରୀ:ଶ୍ରୀମନ୍ଦିରରେ କାହିଁ କେତେ ଦିନରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି ୪ ଦ୍ୱାର। କିନ୍ତୁ କୋଭିଡ-୧୯ କଟକଣାର ଆଢୁଆଳରେ କେବଳ ଗୋଟିଏ ଦ୍ୱାର ଛାଡି ବାକି ସମସ୍ତ ଦ୍ଵାରକୁ ବନ୍ଦ କରିଦିଆଗଲା।ବିଭିନ୍ନ ସଂଗଠନ ଓ ଜନ ସାଧାରଣ ବାରମ୍ବାର ଦାବି କଲେ ବି…

କ୍ଷମା ପ୍ରାର୍ଥନା ଖାରଜ କଲେ ମହାମହିମ ରାଷ୍ଟ୍ରପତି

ନୂଆଦିଲ୍ଲୀ:ଲାଲ କିଲ୍ଲ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଆରିଫ ଦ୍ଵାରା କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଏବା ୨୨ ଡିସେମ୍ବର ୨୦୦୦ ରେ ଲାଲକିଲ୍ଲା…

୫୩ ବର୍ଷ ପରେ ୧୩ ଦିନ ଅଣସର ନୀତିବିଳମ୍ବିତ ହେବ ସେନାପଟାଲାଗି, ପହଣ୍ଡି ଓ ରଥଟଣା

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ବିଶ୍ୱ ପ୍ରସିର୍ଦ୍ଧ ରଥଯାତ୍ରା କୁ ନେଇ ସେବାୟତ ମତ ଦେଇଛନ୍ତି l ଖବର ମୁତାବକ l୫୩ ବର୍ଷ ପରେ ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ପଡ଼ିଛି। ଯେଉଁଦିନ ନେତ୍ରୋତ୍ସବ, ସେହିଦିନ ନବଯୌବନ…

ରାଜ୍ୟରେ ବଡ ଧରଣର ସିବିଆଇ ରେଡ,୬୭ଟିସ୍ଥାନରେ ସିବିଆଇ ରେଡ

ଭୁବନେଶ୍ୱର :ଓଡିଶାରେ ବଡ ଧରଣର ସିବିଆଇ ରେଡ କରାଯାଇଛି । ୬୭ଟିସ୍ଥାନରେ ସିବିଆଇ ରେଡ ହୋଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ମୁତାବକ । ସାର୍ଟିଫିକେଟ ନେଇ ୬୩ ଜଣ ଆଶାୟୀ ଅଭିଯୋଗ କରିଥିଲେ ।ନୁଆପଡା ରାୟଗଡା କନ୍ଧମାଳ ନବରଙ୍ଗପୁର କେନ୍ଦୁଝର…

ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ କଟକଣା ପ୍ରତ୍ୟାହାର କଲେ ନୂଆ ସରକାର

ଭୁବନେଶ୍ୱର : କୋଭିଡ୍‌-୧୯ ଆଳରେ ପୂର୍ବ ସରକାର ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ୨୦୨୦ ମାର୍ଚ୍ଚରୁ ଲୋକସେବା ଭବନକୁ ସାମ୍ୱାଦିକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଥିଲା। କିନ୍ତୁ ନୂଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ…

ମନ୍ତ୍ରୀପରିଷଦର ପ୍ରଥମ ପ୍ରସ୍ତାବରେ ଶ୍ରୀମନ୍ଦିର ୪ଦ୍ୱାରା ଖୋଲିବା ପାଇଁ ନିଷ୍ପତି

ଭୁବନେଶ୍ୱର :ରାଜ୍ୟ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସେଥିରେ ୧ମ ପ୍ରସ୍ତାବରେ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।…

ଶପଥ ନେଲେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ

ଭୁବନେଶ୍ୱର :ସବୁ ଅପେକ୍ଷାର ଅନ୍ତ ଘଟାଇ ୨୪ ବର୍ଷ ପରେ ଓଡ଼ିଶାକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । ଏହା ସହିତ ତାଙ୍କ ସହ ଶପଥ ନେଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ ନିମାପଡା ବିଧାୟକ ପ୍ରଭାତୀ ପରିଡ଼ା ଓ ପାଟଣାଗଡ ବିଧାୟକ କେଭି ସିଂହଦେଓ…

ନିମନ୍ତ୍ରଣ ରକ୍ଷା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର :ଭାବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିମନ୍ତ୍ରଣ ରକ୍ଷା କରିବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ । ଯାହାର ଭିଜୁଆଲ ମଧ୍ୟ ଦେଖିବାକୁ ମିଳିଛି। ନିଜର ସୋସିଆଲ୍ ମିଡିଆ ଏକାଉଣ୍ଟରେ ନବୀନ ପଟ୍ଟନାୟକ ଲେଖିଛନ୍ତି, ରାଜ୍ୟର…

ଓଡିଶା ଶପଥଗ୍ରହଣ ଉତ୍ସବରେ ଯୋଗଦେବାକୁ ରାଜଧାନୀରେ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ। ସେଥିପାଇଁ ଚଳଞ୍ଚଳ ହୋଇଛି ରାଜଧାନୀ ଭୁବନେଶ୍ୱର। ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହେବା ପାଇଁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ। ଆଜିର ଶପଥ ଗ୍ରହଣ…

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ନେବ ମୋହନ ସରକାର। ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ୪.୫୫ରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ…

error: Content is protected !!