ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ଶିକ୍ଷାଧିକାରୀ ଦାଇତ୍ଵ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀଙ୍କୁ ପ୍ରଦାନ କରାଯାଇଅଛି | ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶ୍ରୀଯୁକ୍ତ ମାଝୀଙ୍କୁ ଆର୍ଥିକ କ୍ଷମତା ସହ ରାୟଗଡ଼ ଜିଲ୍ଲାଶିକ୍ଷାଧିକାରୀ ଦାଇତ୍ଵ ପ୍ରଦାନ…
Category: ରାୟଗଡା
ପଖାଳ ଦିବସ ପାଳିତ
ରାୟଗଡ଼ା (ଗୋପୀନାଥ ଗୌଡ଼): ଓଡିଶାର ଲୋକ ଜୀବନ ସହିତ ଜଡିତ ଏକ ଅତ୍ୟନ୍ତ ଲୋକପ୍ରିୟ ପର୍ବ ହେଉଛି ପଖାଳ ପରବ ତଥା ପଖାଳ ଦିବସ । ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ଏହି ଦିବସକୁ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଉଛି…
ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଗ୍ରାଜୁଏସନ ସମାରୋହ
ରାୟଗଡ (ଗୋପୀନାଥ ଗୌଡ଼) : ସ୍ଥାନୀୟ ରାୟଗଡା ସ୍ଥିତ ସ୍ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଗ୍ରାଜୁଏସନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ରାଧା କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଶ୍ରୀ ସତ୍ୟବାଦୀ ପତି…
ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ରାୟଗଡ(ସନ୍ତୋଷିନୀ ଗୌଡ଼) :ରାୟଗଡା ଜିଲ୍ଲାସ୍ଥରୀୟ ୯୧ତମ ଓଡିଶା ଦିବସ ୨୦୨୬ପାଳନ ଉପଲକ୍ଷେ ଆଜି ଅପରାହ୍ନ ଘ.୪.୩୦ମି ସମୟରେ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଓ.ପ୍ର.ସେ.(ବ), ଅତିରିକ୍ତ ଜିଲ୍ଲାପାଳ, ରାୟଗଡଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଜିଲ୍ଲାପରିଷଦ ସଦଭାବନା ସଭା ଗୃହ ରାୟଗଡ ଠାରେ ଏକ…
ଜଳ ଅର୍ପଣ ଦିବସ
ରାୟଗଡ଼(ସନ୍ତୋଷିନୀ ଗୌଡ଼): କୋଲନରା ବ୍ଲକ ଡୁମୁରି ଗୁଡା ପଞ୍ଚାୟତ ସାନ୍ତା ବାଡ଼ିଗାଁ ଠାରେ ଶୁକ୍ରବାର ଦିନ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି।ପଞ୍ଚାୟତ ସମିତି କୋଲନରା ଏବଂ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ, ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ…
ରାୟଗଡ଼ରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୨ତମ କିସ୍ତି ଉତ୍ସବ ପାଳିତ
ରାୟଗଡା (ଗୋପୀନାଥ ଗୌଡ଼) : ପ୍ରଧାନମନ୍ତ୍ରୀଙ୍କ ଭାଷଣର ସିଧାପ୍ରସାରଣରାୟଗଡ଼: ମାର୍ଚ୍ଚ ୧୩, ୨୦୨୬ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅସାମର ଗୌହାଟୀରୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (PM-Kisan) ଯୋଜନାର ୨୨ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଇଛନ୍ତି। ଏହି…
ଜନଗଣନା କାର୍ଯ୍ୟ ପାଇଁ କ୍ଷେତ୍ରୀୟ ତାଲିମ ଦାତାଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ।
ରାୟଗଡ(ଗୋପୀନାଥ ଗୌଡ଼) : ତା. ୧୩/୦୩- ଜନଗଣନା–୨୦୨୭ ଆୟୋଜନ ସମ୍ବନ୍ଧୀୟ ଗୃହ ତାଲିକା ଓ ଗୃହ ଗଣନା ପାଇଁ ୩୪ ଜଣ କ୍ଷେତ୍ରୀୟ ତାଲିମ ଦାତା ମାନଙ୍କର ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ତା ୧୦.୦୩.୨୦୨୬ ରୁ ୧୨.୦୩.୨୦୨୬ ପର୍ଯ୍ୟନ୍ତ ରାୟଗଡ଼…
ମହିଳା ୱାକର କ୍ଲବ୍ ତରଫରୁ ୭୭ ତମ ସାଧାଣତନ୍ତ୍ର ଦିବସ ଉପଲକ୍ଷେ ପ୍ରତିଯୋଗିତା
ରାୟଗଡ଼ା (ଗୋପୀନାଥ ଗୌଡ଼): ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ୭୭ ତମ ସାଧାଣତନ୍ତ୍ର ଦିବସ ଉପଲକ୍ଷେ ମହିଳା ୱାକର୍ କ୍ଲବ୍ ତରଫରୁ ବକୃତା ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା…
ଏକାଦଶ ତମ ପ୍ରତିଷ୍ଠା ଦିବସ ପାଳିଲେ ପ୍ରେସ ୟୁନୀୟନ୍।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ପ୍ରେସ ୟୁନିୟନ୍ ପକ୍ଷରୁ ଏକାଦଶ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍ଥାନୀୟ ଶକ୍ତି ଅନୁଷ୍ଠାନର ବୃଦ୍ଧାଶ୍ରମ ଠାରେ ପହଞ୍ଚି ଅନ୍ତେ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରି ପ୍ରେସ ୟୁନିୟନକୁ ଆହୁରି ସୁଦୃଢ଼ କରିବା ପାଇଁ ଆଶୀର୍ବାଦ…
ମୁନିଗୁଡା ବ୍ଲକ ତେଲେଙ୍ଗାପଦର ଛକରେ ମାଓ ବ୍ୟାନର
ରାୟଗଡା/ମୁନିଗୁଡା (ଅଜିତ ଗୈଡ): କିଛି ଦିନର ନୀରବତା ପରେ ରାୟଗଡା ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି I ସୂଚନାରୁ ଜଣାପଡିଛି ଜିଲ୍ଳାର ମୁନିଗୁଡା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓ ବ୍ୟାନର ଦେଖିବାକୁ ମିଳିଛି I ଏହି ବ୍ୟାନର…
