ରାୟଗଡା (ଗୋପୀନାଥ ଗୌଡ଼): ଜିଲ୍ଲା ଭିନ୍ନକ୍ଷମ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ୨ମାସ ଧରି ଭତ୍ତା ଆକାଉଣ୍ଟକୁ ନଆସିବାରୁ ଦାବୀପତ୍ର। ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ରାୟଗଡ଼ାଙ୍କ ଜରିଆରେ NSAP ଯୋଜନା ଅଧିନରେ ଦୁଇ ମାସ ଧରି ଅଟକିଥିବା…
Category: ରାୟଗଡା
ସାଇପ୍ରିୟା ୱାକର୍ସ କ୍ଲବର ପରିଚାଳନା ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ରାୟଗଡ଼ (ଗୋପୀନାଥ ଗୌଡ଼) : ଆଜି ସାଇପ୍ରିୟା ୱାକର୍ସ କ୍ଲବ ପରିଚାଳନାସମିତି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ପ୍ରତି ସାଇପ୍ରିୟା ନଗରସ୍ଥିତ କ୍ଲବ ବ୍ୟାଡ଼ମୀଣ୍ଟନ ପ୍ରାଙ୍ଗଣ ନିକଟ ରେ ଅନୁଷ୍ଠିତ ହୋଇଯାଇଛି। ସାଇପ୍ରିୟା କ୍ଲବର ସଭାପତିଙ୍କ ୱାକର. ଜୟକୃଷ ପ୍ରଧାନଙ୍କ ଅଧ୍ୟକ୍ଷତାରେ…
ବିଶ୍ୱ ତମାଖୁ ବିରୋଧୀ ଦିବସ ଅବସରରେ ଡିଏଚଏଚ ରାୟଗଡାରେ ସଚେତନତା କାର୍ଯ୍ୟକ୍ରମ
ରାୟଗଡା (ଗୋପୀନାଥ ଗୌଡ଼) : ବିଶ୍ୱ ତମାଖୁ ବିରୋଧୀ ଦିବସ ଅବସରରେ ସେଞ୍ଚୁରିଅନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (CUTM), ପିତାମହଲ, ରାୟଗଡାସ୍ଥିତ ସ୍କୁଲ ଅଫ୍ ନର୍ସିଂର ବି.ଏସ୍.ସି. ନର୍ସିଂ ଚତୁର୍ଥ ସେମିଷ୍ଟର ଛାତ୍ରଛାତ୍ରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)…
ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ।
ରାୟଗଡା (ଗୋପୀନାଥ ଗୌଡ଼) : ସେଞ୍ଚୁରିଅନ ୟୁନିଭର୍ସିଟି ଓ ସିକ୍ୟୁ ଏଡ୍ୟୁକେସନାଲ ଫାଉଣ୍ଡେସନଙ୍କ ଯୁଗ୍ମ ଉଦ୍ୟମରେ “ସେଞ୍ଚୁରିଅନ-କୌଶଳ ସାଥୀ” ଶୀର୍ଷକ ଏକ ଭବ୍ୟ ସମ୍ମାନ ଓ ସ୍ୱୀକୃତି ସମାରୋହ ରାୟଗଡାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାର…
ପୁଣିଥରେ ଉତ୍ତେଜନା, ପୁଣି ଅଶାନ୍ତ ରାୟଗଡ଼, ଥାନା ସମ୍ମୁଖରେ ମାରପିଟ ୩ଜଣ ଗୁରୁତର ।
ରାୟଗଡ଼ା (ଗୋପୀନାଥ ଗୌଡ଼): କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର। ପିଟଲା ସାହି ମଧ୍ୟରେ ବଚସା ଓ ମାରପିଟ ଏବଂ ପରେ ରାୟଗଡା ଥାନା ସମ୍ମୁଖରେ ମାରପିଟ ଭଳି ଘଟଣା…
ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ସପ୍ତମ ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ସହରସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଅଛି ଯୋଗାସନ ପ୍ରତିଯୋଗିତାର ମହକୁମ୍ଭ ସପ୍ତମ ରାଜ୍ୟସ୍ତରୀୟ ଚମ୍ପିଅନସିପ ପ୍ରତିଯୋଗୀତା। ଏହି ପ୍ରତିଯୋଗୀତାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ବେଦାନ୍ତ ଆଲୁମିନାର SCR ମୁଖ୍ୟ…
କୋଡିଙ୍ଗାମାଳି ଖଣି ସମ୍ପ୍ରସାରଣ ସପକ୍ଷରେ ସ୍ଥାନୀୟ ଲୋକେ
ରାୟଗଡା(ଗୋପୀନାଥ ଗୌଡ଼): ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି, ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି। ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା…
ବଦଳି ନେଇ ଶିକ୍ଷକ ମହଲରେ ଭାଳେଣୀ ଗାଁ କୁ ଯିବେ ସହରୀ ଶିକ୍ଷକ।
ରାୟଗଡା (ଗୋପୀନାଥ ଗୌଡ଼) : ଗୋଟିଏ ପଟେ ଜିଲ୍ଲାର ବୃଦ୍ଧି ପାଉଥିବା ଡ୍ରପ ଆଉଟ ସଂଖ୍ୟା ଓ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ସ୍ଥିତିକୁ ନେଇ ପ୍ରଶ୍ନବାଚି ସୃଷ୍ଟି…
୮ଟି ଜିଲ୍ଲା ପାଇଁ ୧୬୯୭.୦୪ କୋଟି ବ୍ୟୟରେ ୮୨୭ ସଡ଼କ ନିର୍ମାଣ ହେବ।
ରାୟଗଡ଼ା(ଗୋପୀନାଥ ଗୌଡ଼): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୪ର ସ୍ୱୀକୃତିପତ୍ର ହସ୍ତାନ୍ତର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସଡ଼କ, ଆବାସଗୃହ ଓ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଥିଲେ…
ଅବ୍ୟବସ୍ଥା ଘେରରେ ମଝିଘରିଆଣି ମନ୍ଦିର।
ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଅଧିଷ୍ଟାତ୍ରି ଦେବୀ ମା ମଝିଘରିଆଣି ଡାକିଲେ ଶୁଣେ ଗୁହାରି। ମନରେ ଭକ୍ତି ଭାବ ରଖି ମନ୍ଦିରକୁ ଛୁଟି ଆସନ୍ତି ଆନ୍ଧ୍ର, ଛତିଶ ଗଡ଼ ଏବଂ ଓଡ଼ିଶାର କଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ହଜାର ହଜାର ସଂଖ୍ୟାରେ। କିନ୍ତୁ, ମନ୍ଦିର…
