ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗୁଣୁପୁର ତହସିଲର ସିରିଝୁଳି ଆର୍ ଆଇ।

ରାୟଗଡ଼ା (ଗୋପୀନାଥ ଗୌଡ଼) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ରାଜସ୍ୱ ନିରୀକ୍ଷକ ତଥା ଆରଆଇ। ମ୍ୟୁଟେସନ କାମ ପାଇଁ ଲାଞ୍ଚ ଦାବି କରି ଶେଷରେ ଫସି ଯାଇଛନ୍ତି ଅଫିସର। ମଧ୍ୟାହ୍ନରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ତହସିଲ…

ନାଗାବଳୀ ନଦୀରେ ଜେକେ କମ୍ପାନୀର ଆଡିବନ୍ଧ।

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜେକେ କମ୍ପାନୀ ବାରମ୍ବାର ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଅଞ୍ଚଳ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ନେଇ ଅଞ୍ଚଳ ବାସି ବାରମ୍ବାର ଜିଲ୍ଲା ପ୍ରଶାସନ ଅଭିଯୋଗ କରିଛନ୍ତି। ତଥାପି, ଜିଲ୍ଲା ପ୍ରଶାସନ…

ବରିଷ୍ଠ ଜନସମ୍ପର୍କ ଅଧିକାରୀ ସ୍ୱର୍ଗତ ସ୍ୱରାଜ୍ୟ ଶିଶାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି

ରାୟଗଡ(ଗୋପୀନାଥ ଗୌଡ଼) : କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱର୍ଗତ ସ୍ୱରାଜ୍ୟ ଶିଶାଙ୍କ ପରଲୋକରେ ସମଗ୍ର ସୂଚନା ଓ ଲୋକସମ୍ପର୍କ ପରିବାର ମଧ୍ୟରେ ଗଭୀର ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀର ନିକଟରେ ଉପସ୍ଥିତ ଅଧିକାରୀମାନେ ପୁଷ୍ପମାଲ୍ୟ…

ରାଜରାସ୍ତାରେ ଚାଲିଛି ରବି ମଣ୍ଡି,ଆନ୍ଧ୍ରକୁ ବେଧଡକ ଚାଲାଣ ହେଉଛି ଧାନ

ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲାର ଭାତହାଣ୍ଡି କୁହାଯାଉଥିବା ପଦ୍ମପୁର ବ୍ଲକରେ ରାଜ ରାସ୍ତାରେ ଚାଲିଛି ମଣ୍ଡି । ସରକାରୀ ବ୍ୟବସ୍ଥାକୁ ଫୁ କରିଦେଇଛନ୍ତି ମିଲର । ରବି ଋୁତୁରେ ଉତ୍ପାଦିତ ଧାନ ଆଉ ମଣ୍ଡିକୁ ଯାଉନି ବରଂ ଏହା…

ରାୟଗଡ଼ରେ ନବନିଯୁକ୍ତ ୨୨ ଜଣ ଶିକ୍ଷକଙ୍କୁ ପଦସ୍ଥାପନ ପତ୍ର ପ୍ରଦାନ

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକ ପାଇଁ ନବନିଯୁକ୍ତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (TGT) ଓ ଶାରୀରିକ ଶିକ୍ଷା ଶିକ୍ଷକ (PET) ମାନଙ୍କର ପଦସ୍ଥାପନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ…

ଦକ୍ଷିଣ ଓଡ଼ିଶାରେ ନୂତନ ରେଳ ଯୁଗର ଆରମ୍ଭ,ରାୟଗଡ଼ା ଡିଭିଜନ୍‌ରେ କାର୍ଯ୍ୟରମ୍ଭ

ରାୟଗଡା (ଗୋପୀନାଥ ଗୌଡ଼): ପୂର୍ବତଟ ରେଳପଥର ନବଗଠିତ ରାୟଗଡ଼ା ରେଳଡିଭିଜନ୍ ୧ ଜୁନ୍ ୨୦୨୬ ରୁ କାର୍ଯ୍ୟକ୍ଷମ ହୋଇଛି, ଯାହା ଦକ୍ଷିଣ ଓଡ଼ିଶା ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ରେଳ ପ୍ରଶାସନ ଏବଂ ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ…

ବିଜୁ ସ୍ୱାଭିମାନ ମଞ୍ଚର ଦ୍ୱିତୀୟ ସାଧାରଣ ସଭା।

ରାୟଗଡ଼(ଗୋପୀନାଥ ଗୌଡ଼): ଭାକୁରୁଗୁଢ଼ା ଠାରେ ବିଜୁ ସ୍ୱାଭିମାନ ମଞ୍ଚର ଦ୍ୱିତୀୟ ସାଧାରଣ ସଭା ବୈଠକ ଅନୁଷ୍ଠିତ। ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ରଣନୀତି ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍…

ସାଇପ୍ରିୟା ୱାକର୍ସ କ୍ଲବ ପକ୍ଷରୁ ବିଶାଳ ଗଣପଦଯାତ୍ରା ଅନୁଷ୍ଠିତ

ରାୟଗଡ଼ା (ଗୋପୀନାଥ ଗୌଡ଼) : ସାମାଜିକ ସଚେତନତା, ସୁସ୍ଥ ଜୀବନଶୈଳୀର ପ୍ରଚାର ଏବଂ ଭ୍ରାତୃତ୍ୱବୋଧର ବିକାଶ ଉଦ୍ଦେଶ୍ୟରେ ସାଇପ୍ରିୟା ୱାକର୍ସ କ୍ଲବ, ରାୟଗଡ଼ା ପକ୍ଷରୁ ଏକ ଭବ୍ୟ ଗଣପଦଯାତ୍ରା କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି।କ୍ଲବର ସଭାପତି ୱାକର…

ଗ୍ରାମ ଦେବୀଙ୍କ ଘଣ୍ଟ ପର୍ବରେ ଲାଗିଥିବା ବ୍ୟାନର ପୋଷ୍ଟରକୁ ନେଇ ବିବାଦ।

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡ଼ ସହରରେ ମେନ୍ ରୋଡ଼ରେ ଚାଲିଥିବା ମା ଗ୍ରାମ ଦେବୀଙ୍କ ଘଣ୍ଟପର୍ବରେ ବ୍ୟାନର ଓ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଚଳିତ ମାସ ଜୁନ୍ ୦୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପର୍ବ ଚଳିତ ମାସ ୧୦…

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

ରାୟଗଡ (ଗୋପୀନାଥ ଗୌଡ଼): ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ…

error: Content is protected !!
Powered by Joinchat