କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ପ୍ରତିନିଧି ହେଲେ ରୋହିତ ରଞ୍ଜନ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : କେନ୍ଦୁଝର ସାଂସଦଙ୍କ ଓଏମସି ଗନ୍ଦମାର୍ଦନ ଖଣି ର ପ୍ରତିନିଧି ଭାବେ ଦାୟିତ୍ୱ ଗ୍ରହଣ କଲେ ରୋହିତ ରଞ୍ଜନ ବାରିକ। ବୁଧବାର ଦିନ ରୋହିତ ରଞ୍ଜନ ବାରିକ ସାଂସଦ ଅନନ୍ତ ନାୟକ ଙ୍କ ପ୍ରଦତ୍ତ ଚିଠି ଓଏମସି…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଘଟଗାଁ ଅଗ୍ନି ବିପନ୍ନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁକମ୍ପା ରାଶି ପ୍ରଦାନ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ୧୧.୧୨.୨୦୨୪ ମଙ୍ଗଳବାର ଦିନ ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ନିକଟରେ ଥିବା କିଛି ଦୋକାନ ଗୃହ ଗୁଡିକରେ କୋଣସି କାରଣ ବସତ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତଥା ପ୍ରଭାବିତ ୧୭ ଜଣଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ…

କେନ୍ଦୁଝର ମାଟିର ପୁଅ ଶୁଭମ 23 ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ୨୩ ବର୍ଷରୁ କମ ଓଡିଶା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି କେନ୍ଦୁଝରର ଯୁବ କ୍ରିକେଟର ଶୁଭମ ପ୍ରିୟଦର୍ଶୀ l ଆସନ୍ତା ୧୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ବିସିସିଆଇ ୨୩ ବର୍ଷରୁ କମ ‘ଏ’ ଟ୍ରଫି ପୁରୁଷ…

୫୨୦ ନମ୍ବର ଜାତୀୟ ରାଜପଥ ରେ ପୁଣି ଏକ ଦୁର୍ଘଟଣା ।

କେନ୍ଦୁଝର(ସୀତାରାମ ଦୀକ୍ଷିତ): ଆଜି ସକାଳ ରେ ରୋଇଡା ଛକ ଓ ରଣା ସାଳ ଘାଟି ମଧ୍ୟ ଭାଗରେ ଏକ ଦୁର୍ଘଟଣା ହୋଇଥିଲା ।୫୨୦ ନମ୍ବର ଜାତୀୟ ରାଜପଥରେ ବାଇକ ରେ ରିମୁଳି ପଟୁ ଆସୁଥିବା ବେଳେ ନିଜର ବାଇକ ଦୃତଗତି ଥିବାରୁ…

କାଶିଆ ମାଇନ୍ସ ପକ୍ଷରୁ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

କେନ୍ଦୁଝର/ବଡ଼ବିଲ (ସୀତାରାମ ଦୀକ୍ଷିତ): ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ ନେତୃତ୍ୱରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାରର କାଶିଆ ଆଇରନ ଓ ଡୋଲାମାଇଟ୍ ମାଇନ୍ସ ପକ୍ଷରୁ ୨୬ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ (ଏମଇଏମଏସ) ସପ୍ତାହ-୨୦୨୪-୨୦୨୫ ପାଳିତ ହୋଇଯାଇଛି । ଏହି…

ଶିଶୁ ମନ୍ଦିର ଶିକ୍ଷକ ପଦ୍ମନାଭ ତ୍ରିପାଠୀଙ୍କ ପରଲୋକ।

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଖୁବ ଜଣା ଶୁଣା ସମସ୍ତଙ୍କର ପ୍ରିୟ ପଦ୍ମନାଭ ତ୍ରିପାଠୀ ସାର ଙ୍କର ଦେହାନ୍ତ ହୋଇଯାଇଛି।ତେବେ ୧ନମ୍ୱର ୱାର୍ଡ ଶାସ୍ତ୍ରୀ ନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇ ଥିବାର ଖବର ମିଳିଛି।…

ଜିଲ୍ଲା ସ୍ତରୀୟ ୧୧ତମ କୃଷି ଗଣନା ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ଜିଲ୍ଲା ସ୍ତରୀୟ ୧୧ତମ କୃଷି ଗଣନାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ କେନ୍ଦୁଝରସ୍ଥ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୧-୨୨ କୁ ସୂଚୀତ ବର୍ଷ…

ଡିଏମ୍ଏଫ୍ ମୋବାଇଲ୍ ମେଡ଼ିକାଲ୍ ୟୁନିଟ୍ ଲୋକଙ୍କ ପାଖରେ ପହଞ୍ଚୁଛି,ମାଗଣାରେ ସେବା ଦେଉଛି

କେନ୍ଦୁଝର(ସୀତାରାମ ଦୀକ୍ଷିତ) : ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମ୍ଏଫ୍ କେନ୍ଦୁଝର ସହଯୋଗରେ ଚଳିତ ବର୍ଷ ଜିଲ୍ଲାରେ ଗଡ଼ିବା ଆରମ୍ଭ କରିଥିବା ମୋବାଇଲ୍ ମେଡ଼ିକାଲ ୟୁନିଟ୍ (ଏମଏମୟୁ) ବର୍ତ୍ତମାନ ଜିଲ୍ଲାବ୍ୟାପୀ ଉଲ୍ଲେଖନୀୟ ସେବା ଯୋଗାଉଛି। ପ୍ରତ୍ୟେକ ବ୍ଲକରେ ଏବେ ଗୋଟିଏ ଲେଖାଏଁ…

ହିନ୍ଦୁସୁରକ୍ଷା ପ୍ରତିବାଦ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :ହିନ୍ଦୁସୁରକ୍ଷା ମଞ୍ଚର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଘନଶ୍ୟାମ ମହାନ୍ତ ଙ୍କ ସଭାପତିତ୍ବରେ ହିନ୍ଦୁ ସୁରକ୍ଷା ପ୍ରତିବାଦ ପାଇଁ ଏକ ଶୋଭାଯାତ୍ରା ହେବାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ତେବେ ବାଂଶଲାଦେଶରେ ହେଉଥିବା ହିନ୍ଦୁ ମାନଙ୍କ ଉପରେ ନିଷ୍ଟୁର…

ସରସ୍ବତୀ ଶିଶୁ ମନ୍ଦିର ର ବାର୍ଷିକ କ୍ରିଡା ଉଦଯାପିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପଡିଆରେ ଦୁଇଦିନ ଧରି ଚାଲିଥିବା ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷକ କ୍ରିଡା ଉତ୍ସବ ଉଦଯାପିତ ହୋଇଛି।ଏଥିରେ ଖେଳାଯାଇଥିବା ୧ଶହ ମିଟର,୨ଶହ ମିଟର ଦୈଡ,୫ ଓ ୬ ଶହ…

error: Content is protected !!