କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶିତ କେନ୍ଦୁଝର:ଆସନ୍ତା ଡ଼ିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି…
Category: କେନ୍ଦୁଝର
ଜମନାଲାଲ ବଜାଜ ଫାଉଣ୍ଡେସନ ଦ୍ୱାରା ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ସମ୍ବର୍ଦ୍ଧିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଏବଂ ଗାନ୍ଧୀ ମୂଲ୍ୟବୋଧର ପ୍ରସାରରେ ଅବଦାନ ପାଇଁ ଚାରିଜଣ ବିଶିଷ୍ଟ ସାମାଜିକ କର୍ମୀଙ୍କୁ ୪୬ ତମ ଜମନାଲାଲ ବଜାଜ ଫାଉଣ୍ଡେସନ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପୁରସ୍କାର ଗାନ୍ଧୀ ମୂଲ୍ୟବୋଧ ଏବଂ ଜମନାଲାଲ ବଜାଜଙ୍କ…
କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
କେନ୍ଦୁଝର (ସୀତାରାମ ଦୀକ୍ଷିତ) :ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର…
ସହଯୋଗୀଙ୍କ ମୃତ୍ୟୁରେ ମ୍ରିୟମାଣ ମୁଖ୍ୟମନ୍ତ୍ରୀ, ଶେଷ ଦର୍ଶନ କଲେ
କେନ୍ଦୁଝର(ସୀତାରାମ ଦୀକ୍ଷିତ ): କେନ୍ଦୁଝର :ବିଜେପି କେନ୍ଦୁଝର ନଗରମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ(ନିରୁ)ଙ୍କର ରବିବାର ବିଳମ୍ବିତ ରାତିରେ ହୃଦଘାତ କାରଣରୁ ଅକାଳ ବିୟୋଗ ଘଟିଛି। ନିରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ସେ ବସ୍ ଯୋଗେ କଟକ…
କେନ୍ଦୁଝର ଔଷଧ ପ୍ରତିନିଧିଙ୍କ ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ରୋଟାରୀ ଭବନ ଠାରେ ଔଷଧ ବିକ୍ରେତା ପ୍ରତିନିଧି ସଂଘ ର ୧୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ ର ସେକ୍ରେଟାରୀ…
ପେନସନ ଦାବୀ କଲା ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକ୍ଟ କର୍ମଚାରୀ ସଂଘ
କେନ୍ଦୁଝର (ସୀତାରାମ ଦୀକ୍ଷିତ):କେନ୍ଦୁଝର ଜାତୀୟ ରାଜପଥ ଡାକବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ନିକଟରେ ପେନସନ ଦାବୀ କଲେ ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକଟ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ। ଦୀର୍ଘ ୩୫ ରୁ ୩୮ ବର୍ଷ ପାର୍ବତ୍ୟ…
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପୁଣିଥରେ ସ୍ଥାନ ପାଇଲା ଡିଏମଏଫ୍ କେନ୍ଦୁଝର ଷ୍ଟଲ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)ରେ ଲଗାତାର ଦ୍ଵିତୀୟ ଥର ପାଇଁ ସ୍ଥାନ ପାଇଛି କେନ୍ଦୁଝର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା ଡିଏମଏଫ୍ ଷ୍ଟଲ।ଆଇଟିପିଓ ତରଫରୁ ନୂଆଦିଲ୍ଲୀ…
ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ୪ ଗୁରୁତର
କେନ୍ଦୁଝର (ସୀତାରାମ ଦୀକ୍ଷିତ) :ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ବରପୁର ଛକ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓହ୍ଲାଇ ଗଛରେ ପିଟିହେଲା କାର। ଫଳରେ କାରରେ ବସିଥିବା ସମସ୍ତ ୬ ଜଣ ଯୁବକ ଆହତ ହୋଇଛନ୍ତି।…
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ
କେନ୍ଦୁଝର(ସୀତାରାମ ଦୀକ୍ଷିତ): ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଦରବାର ହଲଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସମାରୋହରେ ଜିଲ୍ଲା ପରିଷଦ କେନ୍ଦୁଝରର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର…
ପଞ୍ଚମ ଇଉନିକ କ୍ରିକେଟ ଟୁର୍ନାମେଣ୍ଟ ୨୦୨୪ ଉଦଘାଟିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦୁଝର ସହର ସ୍ଥିତ ଷ୍ଟାଡିଅମ ପଡିଆ ରେ ରବିବାର ଦିନ ପଞ୍ଚମ ଇଉନିକ କ୍ରିକେଟ ଟୁର୍ନାମେଣ୍ଟ ୨୦୨୪ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନି ଖେଳରେ ମୁଖ୍ୟ ଅତିଥି ରୂପେ କେନ୍ଦୁଝର ଜିଲ୍ଲା କ୍ରୀଡା ସଂଘ ର ସମ୍ପାଦକ…